Home Left

ରାଷ୍ଟ୍ରପତିଙ୍କ ଫେସ୍‌ବୁକ୍‌ ପେଜ୍‌ ବ୍ୟାନ

ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଗୁଜବ ପ୍ରଚାର ଯୋଗୁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମଦୁରୋଙ୍କ ପେଜ୍‌ ବନ୍ଦ କରିଛି ଫେସ୍‌ବୁକ। କାର୍‌ଭାଟିଭିର୍‌ ନାମକ ଏକ ଔଷଧକୁ ‘ଚମତ୍କାର’ ବୋଲି ବର୍ଣ୍ଣନା କରିବା ସହ ଏହାର ସେବନ କଲେ କରୋନା ସଂକ୍ରମଣରୁ ଜଣେ…

ଜଳବାୟୁ ସମିଟ୍‌କୁ ମୋଦି ଆମନ୍ତ୍ରିତ

ଓ୍ବାଶିଂଟନ,୨୮।୩: ଆମେରିକା ଆସନ୍ତା ମାସରେ ଜଳବାୟୁ ଉପରେ ଏକ ଭର୍ଚୁଆଲ ସମିଟ୍‌ର ଆୟୋଜନ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ସମିଟ୍‌ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୪୦ ବିଶ୍ୱ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଏପ୍ରିଲ୍‌ ୨୨ ଧରିତ୍ରୀ…

ଭାରତ-ବାଂଲାଦେଶ ମଧ୍ୟରେ ୫ ଚୁକ୍ତି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ଅବସରରେ ଶନିବାର ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ୫ଟି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏହା ପୂର୍ବରୁ ମୋଦି ଓ ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌…

ଏବେ ବି ଏକା ଏକା…

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ବିନୋଦ ଖାନ୍ନା ବଲିଉଡ୍‌ରେ ଥିବାରୁ ଅକ୍ଷୟଙ୍କର ମଧ୍ୟ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହ ଥିଲା।…

ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କଫ୍‌ ସିରଫ୍‌ ଜବତ

ଝାରସୁଗୁଡ଼ା ଅଫିସ୍‌,୨୭।୩: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରୁ ଏକ ବୋଲେରୋରେ କଫ୍‌ ସିରଫ୍‌ ବୋଝେଇ ହୋଇ ଝାରସୁଗୁଡ଼ା ଆସୁଥିବା ବେଳେ ପୋଲିସ ହାତରେ ଧରାପଡିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ…

ଜଙ୍ଗଲରେ ନିଆଁ, ରାସ୍ତାରେ ହାତୀପଲ

ସମ୍ବଲପୁର,୨୭ା୩(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ହାତୀ ପଲ ୫୫ନଂ. ଜାତୀୟ ରାଜପଥର ମୁଣ୍ଢେର ଗ୍ରାମ ନିକଟ ରାସ୍ତାରେ ୧୫ ମିନିଟ ଛିଡା ହୋଇଥିବା ଜଣାପଡିଛି।…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ

ଟିଟିଲାଗଡ଼,୨୭।୩: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅନ୍ତରଙ୍ଗ ସମୟରେ ଚିତ୍ର ଭାଇରାଲ କରିବାକୁ ଧମକ ଦେଉଥିବା ନେଇ ପୀଡିତାଙ୍କ ଅଭିଯୋଗ ପରେ…

ପଶ୍ଚିମବଙ୍ଗ, ଆସାମରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ବଢିଲା ଭୋଟ ହାର

କୋଲକାତା/ଗୁଆହାଟି,୨୭।୩: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିଥିଲା। ପଶ୍ଚିମବଙ୍ଗରେ ୭୯.୭୯ ପ୍ରତିଶତ ଏବଂ ଆସାମରେ ୭୨.୩୦ ପ୍ରତିଶତ ଭୋଟିଂ ହୋଇଛି। ଉଭୟ…

ଭାରତ ପାଇଁ ହେବ କଡ଼ା ଚ୍ୟାଲେଞ୍ଜ: ଚହଲ, ଓ୍ବାଶିଂଟନଙ୍କୁ ମିଳିପାରେ ସୁଯୋଗ

ପୁଣେ,୨୭।୩: ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଭାରତ ଆଗରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏମ୍‌ସିଏ)ଗ୍ରାଉଣ୍ଡରେ ରବିବାର ତୃତୀୟ ତଥା…

ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି

ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ ତେବେ ଉଭୟ ସ୍ତ୍ରୀ-ସ୍ବାମୀଙ୍କୁ ୩ ଦିନ ଛୁଟି ସହ ଦରମା ବି ମିଳିଥାଏ। ଗତ…

ଆଜି ରାଜଧାନୀରୁ ୫୦ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୦

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌…

ରାଜଧାନୀରେ ଧୂଳି ଝଡ଼ ସାଙ୍ଗକୁ ବର୍ଷା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶନିବାର ଅପରାହ୍ନରେ ହଠାତ୍‌ ଧୂଳି ଝଡ଼ ସାଙ୍ଗକୁ ବର୍ଷା ହୋଇଛି। ମଧ୍ୟାହ୍ନରେ ପ୍ରବଳ ଗୁଳଗୁଳି ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ଝଡ଼ତୋଫାନ ସାଙ୍ଗକୁ ବର୍ଷା ହୋଇଛି। ଏହି ଝଡ଼ତୋଫାନ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri