ଅଧ୍ୟାପକଙ୍କୁ କରୋନା: ୩ ଦିନ କଲେଜ ବନ୍ଦ
ବୁଗୁଡ଼ା,୩ା୪: ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମହାବିଦ୍ୟାଳୟକୁ ଶନିବାରଠାରୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ରବିବାରଠାରୁ କଲେଜର ସମସ୍ତ କକ୍ଷ ସାନିଟାଇଜ୍ କରିବା ପାଇଁ କ୍ୟାମ୍ପସ୍ ୩…
ରିପୋର୍ଟ ନେଗେଟିଭ ପରେ ଅଭ୍ୟାସ କଲେ କେକେଆର୍ ବ୍ୟାଟ୍ସମ୍ୟାନ ନୀତିଶ
ମୁମ୍ବାଇ, ୩ା୪: କ୍ରମାଗତ ଦୁଇଦିନ କୋଭିଡ୍ ରିପୋର୍ଟ ନେଗେଟିଭ ଆସିବା ପରେ କୋଲକାତା ନାଇଟ ରାଇଡର୍ସ(କେକେଆର୍) ବ୍ୟାଟ୍ସମ୍ୟାନ ନୀତିଶ ରାଣା ତାଙ୍କ ଟିମ୍ମେଟଙ୍କ ସହ ଅଭ୍ୟାସ ସେସନରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ପହଞ୍ଚତ୍ବା ଦିନକ ପରେ ମାର୍ଚ୍ଚ ୨୨ରେ କୋଭିଡ୍ ଟେଷ୍ଟରେ…
ମମତାଙ୍କୁ ପୁଣି ସମାଲୋଚନା କଲେ ପ୍ରଧାନମନ୍ତ୍ରୀ
କୋଲକାତା,୩।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଗାମୀ ପର୍ଯ୍ୟାୟ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ହୁଗୁଳିରେ ନିର୍ବାଚନ…
ଆଦିତ୍ୟ ନାରାୟଣ ଏବଂ ସ୍ତ୍ରୀ ଶ୍ୱେତାଙ୍କୁ କରୋନା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ କରୋନା ପୁଣି କାୟା ବିସ୍ତାର କଲାଣି। ଜଣକ ପରେ ଜଣେ କଳାକାର କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। ଆଜି ବିଶିଷ୍ଟ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଇଣ୍ଡିଆନ ଆଇଡଲ-୧୨ର…
ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ
ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍ ନିଆଁ ଲାଗି ଯାଇଥିଲା। ଠିକ୍ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ କରୁଥିଲେ…
ବନ୍ଦ ହେଲା ଯାତ୍ରା, ୧୦ ହଜାର ଜରିମାନା
ବାସୁଦେବପୁର,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳିସ୍ଥିତିରେ ବିନା ଅନୁମତିରେ ଯାତ୍ରା ପରିବେଷଣ କରାଯାଉଥିବା ଘଟଣା ଭଦ୍ରକ ଜିଲା ଅଞ୍ଚଳରେ ଦେଖିବାକୁ ମିଳିଛି। ଗଦଳା ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ପରିବେଷଣ କରାଯାଉଥିଲା। ଖବର ପାଇ ନାୟକାଣିଡିହୀ…
ଆଜି ରାଜଧାନୀରୁ ୭୧ ପଜିଟିଭ୍ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୩।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୧୨ ଜଣ…
ବଲିଉଡ୍ରେ ଡେବ୍ୟୁ ପାଇଁ ସଜ ହେଲେଣି ସାଉଥ୍ର ଏହି ହିଟ୍ ଅଭିନେତ୍ରୀ; ଅମିତାଭ-ସିର୍ଦ୍ଧାର୍ଥଙ୍କ ସହ ଆସିବେ ନଜର
ବମ୍ବେ: ଟଲିଉଡ୍ର ହିଟ୍ ନାୟିକା ରଶ୍ମିକା ମନ୍ଦାନା ବଲିଉଡ୍ରେ କରିବେ ଡେବ୍ୟୁ। ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସେ ଫିଲ୍ମ ‘ଗୁଡ ବୟ’ରେ ନଜର ଆସିବେ। ଏନେଇ ଘୋଷଣା କରିଛନ୍ତି ଏକତା କପୁର। ଏହାଛଡ଼ା ସିର୍ଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ‘ମିଶନ ମଜନୁ’ରେ…
ଛତିଶଗଡ଼ରେ ୫ ଯବାନ ସହିଦ
ରାୟପୁର,୩।୪: ଛତିଶଗଡ଼ରେ ଶନିବାର ଅପରାହ୍ନରେ ମାଓବାଦୀମାନଙ୍କ ସହ ହୋଇଥିବା ଏନ୍କାଉଣ୍ଟରରେ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ସିଲଗେର ଗ୍ରାମ ନିକଟ…
ଏହିସବୁ ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ଆଶଙ୍କା
ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ହେବା ନେଇ ଶନିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସନ୍ଧ୍ୟା ୬ରୁ କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ରାୟଗଡ଼ା, ଗଜପତି ଜିଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି।…
ପ୍ରଶଂସକଙ୍କୁ ଏଭଳି ପ୍ରଶ୍ନ ପଚାରିବା ପଡ଼ିଲା ମହଙ୍ଗା; ଓ୍ବାର୍ନରଙ୍କୁ ଟ୍ରୋଲ କଲେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୩।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୧। ଏହାପୂର୍ବରୁ ଖେଳାଳିମାନେ ନିଜ ନିଜ ଫ୍ରାଞ୍ଚାଇଜ ସହ ଯୋଡ଼ି ହେଉଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ଓ୍ବାର୍ନର ଶନିବାର ନିଜ ହୋଟେଲ ରୁମ୍ରେ ଏକ ଭିଡିଓ କରି ସୋସିଆଲ…
ଘରେ ପରିବା ଧୋଉଛନ୍ତି ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ଲାଇମଲାଇଟରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। କରିସ୍ମା ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ସବୁବେଳେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଏହି ସମୟରେ…
Archives


