Home Left

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା ଚନ୍ଦନଙ୍କୁ ବୋହି ନେବା ଆଣିବା କରନ୍ତି । ତେବେ ଗତ ଦିନରେ ଭୁବନେଶ୍ୱରସ୍ଥିତ...

ବିଶିଷ୍ଟ ସାମାଜିକ କର୍ମୀ ଡି. ସତ୍ୟନାରାୟଣଙ୍କ ପରଲୋକ: ପାଳନ ହେଲା ଶୋକସଭା

ଭବାନୀପାଟଣା,୧।୧୨(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ତଥା ଉଦ୍ୟୋଗପତି ଦଶାରୀ ଭିରା ଭେଙ୍କଟ ସତ୍ୟନାରାୟଣ (୫୯)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ବିକାଶ ମେଡିକାଲରେ ପରଲୋକ ହୋଇଯାଇଛି । ସେ ବରଗଡ଼ ନିକଟସ୍ଥ ଖଣ୍ଡହଥା ଗ୍ରାମର ବାସିନ୍ଦା ହୋଇଥିବାବେଳେ ଭବାନୀପାଟଣା...

ଟୋକିମରା ପର୍ବ ପାଇଁ ଗାଁରୁ ସହର ଚଳଚଞ୍ଚଳ: ମାଟି ମାତାଙ୍କ ସନ୍ତୁଷ୍ଟି ପାଇଁ ଆସନ୍ତା ୨୮ରେ…

ଥୁଆମୂଳ ରାମପୁର,୧।୧୨-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ମା’ମାଟି, ମା’ମାଟି ଦେବତାଙ୍କର ପୂଜା ସକାଶେ ଗାଁ ଠାରୁ ସହର ଏବେଠୁ ଚଳଚଞ୍ଚଳ ହେଲାଣି। ଆଦିବାସୀମାନଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ ଟୋକି ମରା ପର୍ବ। ମାଟି ମାତାଙ୍କ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ …

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିନ୍ଦୂରପୁର ଗ୍ରାମର ବାପୁନା ନାୟକ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦାମୋଦର ନାୟକଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଏସ.ଆଇ ଶ୍ରୀନିବାସ ଦାସ ଗିରଫ...

ଜଗନ୍ନାଥଙ୍କ ଅବକ୍ଷୟ ମୂର୍ତ୍ତି ପୂଜା କଲେ ଘୁମୁସରର କ୍ଷତି ହେବ: ମନ୍ଦିର ପରିଦର୍ଶନରେ ଆସି ଏମିତି କହିଲେ ପୁରୀର…

ଭଞ୍ଜନଗର,୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଭଞ୍ଜ ରାଜବଂଶର ରାଜଧାନୀ ଥିଲା। ଘୁମୁସରରେ ଭଞ୍ଜ ରାଜବଂଶ ହଜାରେ ବର୍ଷ ଶାସନ କରିଥିଲେ। ଏହି ସମୟରେ ବିଭିନ୍ନ ସମୟରେ ବିଭିନ୍ନ ରାଜାମାନେ ଘୁମୁସରରେ ବହୁ ମନ୍ଦିର ପ୍ରତିଷ୍ଠା...

ଜିଏସ୍‌ଟି ହାର ହ୍ରାସର ପ୍ରଭାବ: ନଭେମ୍ବରରେ ସଂଗ୍ରହ ୧.୭୦ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୧୨: ନୂତନ ପିଢ଼ିର ଜିଏସ୍‌ଟି ଟିକସ ସଂସ୍କାରରେ ହାର ହ୍ରାସ ହେବା ପରେ ଏହାର ପ୍ରଭାବ ପରୋକ୍ଷ ଟିକସ ସଂଗ୍ରହ ଉପରେ ପଡ଼ିଛି। ନଭେମ୍ବର ମାସରେ ଜିଏସ୍‌ଟି ସଂଗ୍ରହରେ ମାତ୍ର ୦.୭ ପ୍ରତିଶତ ବୃଦ୍ଧି ହୋଇ ୧.୭୦ ଲକ୍ଷ କୋଟି...

ବିଶ୍ୱରେ ଚହଳ: ଭାରତ ଆସି ବଡ଼ ଡିଲ୍‌ କରିବେ ପୁଟିନ୍‌! ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ,୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭାରତ ଗସ୍ତ ପୂର୍ବରୁ, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କ’ଣ ଭାରତ ରୁଷିଆ Su-57 ଗୁପ୍ତ ଯୁଦ୍ଧ ବିମାନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରିବ?...

ଏହି କାରଣ ଦର୍ଶାଇ ଇସ୍ତଫା ଦେଲେ ମହିଳା ହକି ଦଳର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୧ା୧୨: ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ହରେନ୍ଦ୍ର ସିଂ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ପଛରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ମିଳିଥିବା ସୂଚନା ମୁତାବକ, ହରେନ୍ଦ୍ର ତାଙ୍କ ଇସ୍ତଫା ପତ୍ର...

 କୁନି ବୈଜ୍ଞାନିକ ଖୋଜିବା ଲକ୍ଷରେ…

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ସୋମବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ବନାଥ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ୍‌ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ....

ବର୍ଷାରେ ଭିଜିଲା କଟା ଧାନ , ବଢିଲା ଚାଷୀଙ୍କ ଚିନ୍ତା

ବୁଗୁଡ଼ା,୧।୧୨ (କାଳିଚରଣଦାଶ): ପୂର୍ବରୁ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ମୁତାବକ ବୁଗୁଡ଼ା ଅଞ୍ଚଳରେ ସୋମବାର ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ଆରମ୍ଭ ହୋଇଯାଇଛି । ରବିବାର ଦିନଠାରୁ ପାଗ ମେଘୁଆ ରହିଥିବା ବେଳେ ସୋମବାର ଝିପିଝିପି ବର୍ଷାରେ...

ଭୀଷ୍ମଗିରିରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଡିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣିରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା...

ସାମନ୍ଥା ନା ରାଜ୍‌, କିଏ ଅଧିକ ଧନୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବିବାହ କରିଛନ୍ତି। ଡିସେମ୍ବର ୧ ଅର୍ଥାତ୍‌ ଆଜି ଇଶା ଯୋଗ କେନ୍ଦ୍ରରେ ଏକ ବ୍ୟକ୍ତିଗତ ଉତ୍ସବରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri