Home Left

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ ଟିଡିପି ଓ ଅନ୍ୟ ଦଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସୋମବାର ସକାଳେ କୋଡେଲା…

ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀଙ୍କ ଧର୍ମଘଟ: ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିଲା

ଓ୍ବାଶିଂଟନ, ୧୬।୯ : ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀ ସୋମବାରଠାରୁ ଧର୍ମଘଟ ଆରମ୍ଭ କରିଛନ୍ତି। କର୍ମଚାରୀମାନେ ଜେନେରାଲ ମୋଟର କମ୍ପାନୀ ବିରୋଧରେ ଧର୍ମଘଟ କରିଛନ୍ତି। କମ୍ପାନୀ ଗତ ୪ ବର୍ଷ ଧରି କର୍ମଚାରୀଙ୍କ ସହିତ କରିଥିବା ବିଭିନ୍ନ ବୁଝାମଣା…

ବନ୍ଧୁକ ଦେଖାଇ ଶ୍ରେଣୀଗୃହରୁ ଶିକ୍ଷୟିତ୍ରୀଙ୍କଠାରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ତିର୍ତ୍ତୋଲ,୧୬।୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କ ଠାରୁ ସୋମବାର ବନ୍ଧୁକ ଦେଖାଇ ସୁନାହାର ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେ ଆଜି ସକାଳେ ଶ୍ରେଣୀରେ ପଢ଼ାଉଥିବା ସମୟରେ ଦୁଇଜଣ ଯୁବକ…

ବନ୍ୟା ପୀଡ଼ିତ ଚାଷୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିବେ ଶିବରାଜ

ଭୋପାଳ,୧୬।୯: ମଧ୍ୟ ପ୍ରଦେଶରେ ଚଳିତ ବନ୍ୟାରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କୋଟି କୋଟି ଟଙ୍କାର ଫସଲ ହାନିହୋଇଛି। ତେବେ ଏହି ବନ୍ୟାରୁ ଲୋକଙ୍କୁ ଉଦ୍ଧାର କରାଯାଉ ବା ନ ଯାଉ ଏଠାରେ କିନ୍ତୁ ବନ୍ୟାକୁ ନେଇ ରାଜନୀତି ଜୋର…

ଛୂୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସୁସ୍ମିତା ସେନ୍‌ ଏବେ ବିଦେଶରେ ଛୁଟି କଟାଉଥିବା ଜଣାପଡିଛି। ମାଲଦ୍ୱୀପରେ ସେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଶଲଙ୍କ ସହ ହାପି ମୁଡ୍‌ରେ ଥିବା ଦେଖିବାକୁ ମିଳିଛି। ଅସଲ କଥା ହେଲା ବଲିଉଡ୍‌ର ଏହି ସିଙ୍ଗଲ ମଦର…

ବିଧବା ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ ବସିଲେ ବ୍ଲକ ବାରଣ୍ଡାରେ

କାଲିମେଳା,୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ କୋଇମେଟଲା ଗ୍ରାମରେ କେତେଜଣ ବିଧବା ଓ ବୁଢ଼ାବୁଢ଼ୀ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଦୀର୍ଘ ବର୍ଷ ଧରି ବିଧବା ମହିଳାମାନେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ…

ବରଗଡ଼ ପଞ୍ଚାୟତ କଲେଜରେ ଛାତ୍ର ଆନ୍ଦୋଳନ: ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଜାରିରହିବ

ବରଗଡ଼ ଅଫିସ, ୧୬।୯: ବରଗଡ଼ ପଞ୍ଚାୟତ କଲେଜ ଛାତ୍ରୀଛାତ୍ର ବିଭିନ୍ନ ଦାବିନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜ ଫାଟକରେ ତାଲା ପକାଇବା ସହିତ ଦାବିନେଇ ନାରାବାଜି କରୁଛନ୍ତି। ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, କଲେଜକୁ ସ୍ବୟଂଶାସିତ ମାନ୍ୟତା, ପାନୀୟ ଜଳ…

ରାଜ୍ୟରେ ପ୍ରଥମ:ପେପରଲେସ୍‌ ଅଭିଯୋଗ ଶୁଣାଣି

ସମ୍ବଲପୁର,୧୬।୯(ବ୍ୟୁରୋ): ସାଧାରଣ ଲୋକଙ୍କୁ ଅଭିଯୋଗ କରିବା ପାଇଁ ଆଉ ଜିଲାପାଳ ଅଫିସ, ବ୍ଲକ ଅଫିସ କିମ୍ବା ଅନ୍ୟାନ୍ୟ ଅଫିସକୁ ଯିବାକୁ ପଡିବ ନାହିଁ। ଏଣିକି ସେମାନେ ଅନ୍‌ଲାଇନ ମାଧ୍ୟମରେ ବ୍ୟକ୍ତିଗତ ହେଉ କିମ୍ବା ସାମୂହିକ ଅଭିଯୋଗ କରିପାରିବେ। ସୋମବାର ସମ୍ବଲପୁର ଜିଲାପାଳ…

ପିଲାକୁ ବୁଦ୍ଧିମାନ କରିବା ପାଇଁ କେତୋଟି କଥାପ୍ରତି ଧ୍ୟାନ ଦିଅନ୍ତୁ

ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ଚିନ୍ତା କରିଥାନ୍ତି। ନିଜ ପିଲାକୁ ଠିକ୍‌ ଦିଗରେ ନେବା ଏବଂ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ ହାତଛଡ଼ା କରି ନ ଥାନ୍ତି। ପାଠ ପଢ଼ାପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ମା’ବାପା…

ଚାଉଳିଆଗଞ୍ଜ ପୂଜା କମିଟି : ଦଶମୀରେ ହୁଏ ଦହି ପଖାଳ

କଟକ ଅଫିସ,୧୬ା୯ : ଷୋଡ଼ଶ ଉପଚାରରେ ହୁଏ ଜନଗହଳି। କେବଳ ଗୋଟିଏ ଦିନ ନୁହେଁ, ସମ୍ପୂର୍ଣ୍ଣ ଷୋଡ଼ଶ ଉପଚାରରେ ଏଠାରେ ଜନଗହଳି ହୁଏ। ଚଳିତଥର ଷୋଡ଼ଶ ଉପଚାର ସମୟରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କମିଟି ପକ୍ଷରୁ ଭାଇଚାରାକୁ ପ୍ରାଧାନ୍ୟ…

‘ଶକୁନ୍ତଳା ଦେବୀ’ଙ୍କ ବାୟୋପିକରେ ବିଦ୍ୟା

ମୁମ୍ବାଇ: ଫିଲ୍ମ ‘ମିଶନ ମଙ୍ଗଲ’ରେ ନିଜର ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ଡାର୍ଟି ଗର୍ଲ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଅନୁ ମେନନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ବିଦ୍ୟା ବାଲାନ ନଜର ଆସିବେ।…

ସ୍ମାର୍ଟ ରୋବୋ ରୋଗୀଙ୍କ ପାଇଁ ବରଦାନ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରୋବଟ୍‌ ବା ରୋବୋର ବ୍ୟବହାର କିଛି ନୂଆ କଥା ନୁହେଁ। ନିକଟରେ ଜାପାନର ବୈଜ୍ଞାନିକମାନେ ଏପରି ଏକ ରୋବୋ ତିଆରି କରିଛନ୍ତି ଯାହା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ବିଶେଷଭାବରେ ଷ୍ଟ୍ରୋକ୍‌ ରୋଗୀଙ୍କ ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?