Home Left

ଘରେ ପହଞ୍ଚିବ ମାଇଗ୍ରେଶନ ସାର୍ଟିଫିକେଟ

ସମ୍ବଲପୁର,୨୭ା୧୦(ବ୍ୟୁରୋ): ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ଛାତ୍ରୀଛାତ୍ରଙ୍କୁ ଆଉ ବିଶ୍ୱବିଦ୍ୟାଳୟ ଆସି ଧାଡ଼ିରେ ଛିଡା ହୋଇ ଆବେଦନ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନରେ ଆବେଦନ କରିବା ପରେ ସେମାନଙ୍କ ଘରେ କିମ୍ବା ଦିଆଯାଇଥିବା ଠିକଣାରେ ସାର୍ଟିଫିକେଟ ପହଞ୍ଚିିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ପରିସରରେ…

ପ୍ରଧାନମନ୍ତ୍ରୀ ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି

ନୂଆଦିଲ୍ଲୀ,୨୭।୧୦: “କିଏ ପେଗାସସ୍‌କୁ ଆଣିଛି ? ଏହାଦ୍ୱାରା କେଉଁ ମାନଙ୍କୁ ଟାର୍ଗେଟ କରାଯାଇଛି ? ଅନ୍ୟ କୌଣସି ଦେଶ ପାଖରେ ଆମ ଲୋକଙ୍କ ତଥ୍ୟ ଅଛି କି ? ତାଙ୍କ ପାଖରେ କେଉଁ ସବୁ ତଥ୍ୟ ଅଛି ? ଏସବୁ ଗୁରୁତ୍ୱପୂର୍ଣ୍ଣ…

ମାସ୍କ ଚେକିଂ ବେଳେ ୧.୩୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ, ୨୭।୧୦: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୁଧବାର ମାସ୍କ ଚେକିଂ ସମୟରେ ରାନ୍ଦିଆ ନିକଟରୁ ୧ କିଲୋ ୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ…

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ ଅଫିସ,୨୭ା୧୦: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ…

ଶୋ ମଝିରୁ ଉଠି ପଳାଇଲେ ଅଖତର

କରାଚୀ,୨୭।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୫ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ପରେ ଏକ ଟିଭି ପ୍ରୋଗ୍ରାମରେ ଉପସ୍ଥାପକଙ୍କ ସହ କଥା କଟାକଟି ପରେ ଶୋ ମଧ୍ୟରୁ ପଳାଇଥିଲେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର। ଏଥିସହ…

ନାବାଳିକାଙ୍କୁ ଅପହରଣ

ବୈଶିଙ୍ଗା,୨୭ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳର ଜନୈକା ୧୭ ବର୍ଷୀୟା ନାବାଳିକା ଗ୍ରାମ ପୋଖରୀକୁ ପାଣି ଆଣିବାକୁ ଯାଇ ଘରକୁ ଫେରିନାହାନ୍ତି। ପରିବାର ଲୋକେ ବହୁ ଖୋଜାଖୋଜି ପରେ ନିରାଶ ହୋଇ ତାଙ୍କୁ କେହି ଅପହରଣ କରି ନେଇଥିବା ଥାନାରେ…

ଡିସେମ୍ବରରେ ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଲଭ୍‌ବାର୍ଡ !

ବମ୍ବେ: ଡିସେମ୍ବରରେ ବିବାହ କରିବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ବିକ୍କି କୌଶଲ-କଟ୍ରିନା କୈଫ। ଏନେଇ ଅନେକ କିଛି ଶୁଣିବାକୁ ମିଳୁଛି। ଡିଜାଇନର ସବ୍ୟସାଚୀ କଟ୍ରିନାଙ୍କ ବିବାହ ପୋଷାକ ପ୍ରସ୍ତୁତ କରୁଛନ୍ତି। ଯଦି ସବୁକିଛି ଠିକ୍‌ ରୁହେ ଖୁବ୍‌ଶୀଘ୍ର ପ୍ରଶଂସକମାନେ ଏହି ଖୁସିଖବର…

ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ…

ଏହି ୪ ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର, ଶାଶୁଘର ସହ ସ୍ବାମୀଙ୍କ ଉପରେ ଥାଏ କଣ୍ଟ୍ରୋଲ

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ ସ୍ବାମୀ ସହ ଶାଶୁଘରରେ ହୁକୁମ ଚଳାଇଥାନ୍ତି।…

ବଳାତ୍କାରୀ ନାବାଳକଙ୍କୁ ୧୦ ବର୍ଷ ଦଣ୍ଡାଦେଶ

କେନ୍ଦୁଝର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଗତ ୩୦ ନଭେମ୍ବର ୨୦୧୭ରେ ଜଣେ ୧୩ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକଙ୍କୁ ବୁଧବାର ସ୍ଥାନୀୟ…

ଏମିତି ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର- ରୋହନପ୍ରୀତ୍‌ଙ୍କ ବିବାହକୁ ବର୍ଷେ ପୂରିଛି। ଅକ୍ଟୋବର ୨୪ରେ ନେହା ଏବଂ ରୋହନପ୍ରୀତ୍‌ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଏହି ଯୋଡ଼ି ରାଜସ୍ଥାନର ଉଦୟପୁର ଯାଇଛନ୍ତି। ନେହା ଏବଂ…

ଅମିତାଭଙ୍କ ଘର ‘ଜଲସା’ରେ ବାଦୁଡିଙ୍କ ତାଣ୍ଡବ; ପରିବାରଲୋକେ ଭୟଭୀତ

ବମ୍ବେ: ବଲିଉଡ୍‌ର ମହାନାୟକ ଅମିତାଭଙ୍କ ଘରେ ବାଦୁଡିମାନଙ୍କ ତାଣ୍ଡବ। ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ସଂଖ୍ୟାରେ ବାଦୁଡ଼ିମାନଙ୍କୁ ଦେଖି ଅମିତାଭଙ୍କ ପରିବାର ମଧ୍ୟ ଚିନ୍ତିତ। ପରିବାରରେ ଭୟର ବାତାବରଣ ଖେଳିଯାଇଥିବା ନେଇ ବିଗ୍‌ ବି ପ୍ରଶଂସକଙ୍କୁ କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?