Home Left

ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ ପତ୍ରକୁ ହିତାଧିକାରୀମାନେ ବ୍ୟବହାର କରିବା ପାଇଁ ବ୍ୟବସ୍ଥା ରହିଛି। ନିକଟରେ ୟୁନିକ୍‌ ଡିଜାବିଲିଟି ଆଇଡେଣ୍ଟିଫିକେଶନ…

ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ

ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର ହାତ ବଢ଼ାଇଥିଲେ। ଏହାକୁ ଦେଖି କେତେକ ପାକିସ୍ତାନୀ ସଙ୍ଗଠନ ଭାରତକୁ ସହାୟତା ଦେବା ନାଁରେ…

୭୦ କୋଭି୍‌ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି

ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ, ସୁଲତାନପୁର ସମେତ ଅନ୍ୟ ଜିଲାଗୁଡ଼ିକର ଶିକ୍ଷକମାନେ ପ୍ରାୟ ୧ ହଜାର ପିଲାଙ୍କ ଖର୍ଚ୍ଚ ବହନ…

ଓକିଲାତିନାମାରେ ଅତିରିକ୍ତ ଷ୍ଟାମ୍ପ୍‌ ଫି’ ଲାଗୁ ୬ ସପ୍ତାହ ଘୁଞ୍ଚିଲା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଷ୍ଟେଟ୍‌ ବାର କାଉନ୍‌ସିଲ ଆଡ୍‌ଭୋକେଟ୍‌ସ ଓ୍ବେଲ୍‌ଫେୟାର କର୍ପସ ଫଣ୍ଡ୍‌ ଷ୍ଟାମ୍ପ୍‌ କାର୍ଯ୍ୟକାରିକୁ ସ୍ଥଗିତ ରଖାଯାଇଛି। ପ୍ରତ୍ୟେକ ଓକିଲାତି ନାମାରେ ଏବାବଦକୁ ୧୦୦ ଟଙ୍କାର ଅତିରିକ୍ତ ଷ୍ଟାମ୍ପ୍‌ ଫି’ ଲଗାଇବାକୁ ନୂଆ ନିୟମ କରାଯାଇଛି। ହେଲେ ରାଜ୍ୟର ଆଇନଜୀବୀ ତଥା…

ଜେନେଭାରେ ବାଇଡେନ୍‌-ପୁଟିନ୍‌ ସମିଟ୍‌

ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଭ୍ଲାଡିମିର ପୁଟିନ ବୁଧବାର ପରସ୍ପର କରମର୍ଦ୍ଦନ କରିଛନ୍ତି। ଜାନୁୟରୀ ୨୦ରେ ବାଇଡେନ୍‌ ଆମେରିକା…

ଲାବ୍‌ରୁ ବାହାରିନି ଭୂତାଣୁ: ବ୍ୟାଟ୍‌ ଓମ୍ୟାନ

ବେଜିଂ, ୧୭ା୬: ଚାଇନାର ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ କରୋନା ଭୂତାଣୁ ଲିକ୍‌ ହୋଇଥିବା କଥା ଭୁଲ୍‌ ବୋଲି କହିଛନ୍ତି ଚାଇନା ବ୍ୟାଟ୍‌ ଓମ୍ୟାନ ଭାବେ ପରିଚିତ ଡା. ଶି ଝେଙ୍ଗଲି। କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟ ପାଇଁ ତାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌କୁ ବଦନାମ…

୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ

କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍‌ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍‌ ପୋଲିସକୁ ମିଳିଳାଣି ବିପୁଳ ପରିମାଣର ବନ୍ଧୁକ ଓ ଗୁଳି। ଅନୁଗୋଳ ଜିଲା ତାଳଚେରର ଟୁକୁନା ସ୍ବାଇଁ ଧରାପଡିବା ପରେ ଧଳସାମନ୍ତ…

୩୩୦ କୋଟି ଦେଲେ ସ୍କଟ୍‌

ଆମେରିକାର ଶିକାଗୋ ସହରରେ ଥିବା ୨ଟି କଲେଜକୁ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକ୍‌କେଞ୍ଜି ସ୍କଟ୍‌ ୪୫ ମିଲିୟନ ଡଲାର (ପ୍ରାୟ ୩୩୦ କୋଟି ଟଙ୍କା) ଦାନ କରିଛନ୍ତି। ସିଟି କଲେଜ ଅଫ୍‌ ଶିକାଗୋର ଏକ ବ୍ରାଞ୍ଚ୍‌ କେନେଡି-କିଙ୍ଗ୍‌…

ଲିନା ଏଫ୍‌ଟିସି ମୁଖ୍ୟ

ଫେସ୍‌ବୁକ୍‌, ଗୁଗଲ, ଆମାଜନ, ଆପଲ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍‌(୩୨)ଙ୍କୁ ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି)ର ମୁଖ୍ୟ ଭାବେ ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଯୁକ୍ତ କରିଛନ୍ତି। କମିଶନ୍‌ର ୫ ସଦସ୍ୟଙ୍କ ମଧ୍ୟରୁ ସେ…

ଶାରଳା ଆମେରିକାରେ ବିଚାରପତି

ଭାରତୀୟ ବଂଶୋଦ୍ଭବ ଶାରଳା ବିଦ୍ୟା ନାଗଲାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କନେକ୍ଟିକଟ୍‌ ରାଜ୍ୟରେ ବିଚାରପତି ନିଯୁକ୍ତ କରିଛନ୍ତି। ନାଗଲା ୨୦୧୭ରୁ କନେକ୍ଟିକଟ୍‌ ଜିଲାର ଆମେରିକା ଆଟର୍ନି ଅଫିସ୍‌ରେ ମେଜର କ୍ରାଇମ୍‌ ୟୁନିଟ୍‌ର ଡେପୁଟି ଚିଫ୍‌ ଅଛନ୍ତି। ବିଚାରପତି ପଦରେ ନିଯୁକ୍ତ…

ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍‌ ଶୋ’ରୁମ୍‌ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ଟୁଇଟର…

୩ ପରୀକ୍ଷାଫଳ ଆଧାରରେ ମୂଲ୍ୟାୟନ

ଭୁବନେଶ୍ୱର,୧୭ା୬ (ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ପଦ୍ଧତି କ’ଣ ରହିବ ତାହାକୁ ନେଇ ଏବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ଏପରିସ୍ଥଳେ ୧୩ ଜଣିଆ କମିଟି ଗଠନ ହୋଇଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri