Home Left

ବିଦେଶରେ ଥାଇ ବି ଦୀପାବଳିକୁ ଭୁଲିନାହାନ୍ତି ପ୍ରିୟଙ୍କା, ପ୍ରଶଂସକଙ୍କ ପାଇଁ ଲେଖିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ୍‌ଏଞ୍ଜେଲସରେ ରହୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଭାରତୀୟ ସଂସ୍କୃତିକୁ ଆଦୌ ଭୁଲିନାହାନ୍ତି। ଅନେକ ଥର ପ୍ରିୟଙ୍କା ପ୍ରମାଣ କରିଛନ୍ତି ଦେଖାଇଛନ୍ତି, ସେ ହୁଏତ ବିଦେଶରେ ରହୁଥାଇପାରନ୍ତି ମାତ୍ର ତାଙ୍କ…

ପ୍ରେମ କରୁଛି ମାନେ ତୁମ ସହ ତୁମ ଅତୀତ ବି ମୋର…

ବମ୍ବେ: ମଡେଲିଂ ହେଉ ଅଥବା ଫିଟନେସ୍‌, ଆଜିର ଯୁବପିଢ଼ିଙ୍କୁ ପ୍ରେରଣା ଦେଇ ଆସୁଛନ୍ତି ଅଭିନେତା ମିଲିନ୍ଦ ସୋମେନ। ଆଜି ଅର୍ଥାତ ନଭେମ୍ବର ୪ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏବେ ୫୫ ବର୍ଷର ହୋଇଛନ୍ତି ମିଲିନ୍ଦ। ଏହି ଅବସରରେ ତାଙ୍କ…

ପାରିଶ୍ରମିକ ପାଇଁ..

ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିର ଅନ୍ୟତମ ଆଗଧାଡିର ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କୁ ନେଇ ଚର୍ଚ୍ଚା। ପୁଣି କାରଣ କ’ଣ ଜାଣନ୍ତି ? ନିକଟରେ ସେ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କୁ ଏକ ଅନ୍‌ଟାଇଟଲ୍‌ଡ ଫିଲ୍ମରେ…

ସବୁଜ ଦୀପାବଳି

ବୌଦିକ କାଳରୁ ପାଳିତ ହେଉଥିବା ଦୀପାବଳି ଆମ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ଅନନ୍ୟ ପର୍ବ। କାର୍ତ୍ତିକ ମାସରେ ଏହା ପଡ଼ୁଥିବାରୁ ଲୋକଙ୍କ ପ୍ରାତଃସ୍ନାନ ସାଙ୍ଗକୁ ସାତ୍ତ୍ୱିକ ଆହାର, ଠାକୁର ଦର୍ଶନ, ଭଜନ, କୀର୍ତ୍ତନ ଇତ୍ୟାଦି ଧାର୍ମିକ ଭାବନାକୁ ଆହୁରି ସତେଜ…

ଦୀପ ଜଳାନ୍ତୁ

ବିଭିନ୍ନ ପର୍ବପର୍ବାଣି, ବିଶେଷ କରି ଦୀପାବଳି ପାଳନ ଅବସରରେ ଆମେ ବାଣ ଫୁଟାଇଥାଉ, ଯାହାକି ଅତ୍ୟନ୍ତ ବାୟୁ ପ୍ରଦୂଷଣକାରୀ ବୋଲି ପ୍ରମାଣିତ ହେବାରୁ ବିଗତ ବର୍ଷଠାରୁ ଏହା ବଦଳରେ ତଥାକଥିତ ସବୁଜବାଣ ବ୍ୟବହାର କରାଯାଉଛି। କୁହାଯାଉଛିି ଯେ, ଏହା ୩୦% କମ୍‌…

କେନାଲକୁ ଖସି ପଡିଲା କାର୍‌; ୨ ନିଖୋଜ

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ପୁରୀ କେନାଲରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନାଲରେ ଏକ କାର୍‌ ଖସି ପ଼ଡିଥିବା ଯୋଗୁ କାର୍‌ରେ ଥିବା ୨ ଜଣ ଯୁବକଙ୍କ ପତ୍ତା ମିଳିନାହିଁ । ତେବେ ଏଯାଏ ସେମାନଙ୍କର କୌଣସି ଖୋଜ…

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୪।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୪୭ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ଅନୁଗୋଳ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର…

ମିଳିଗଲା ରିଲିଜ ଡେଟ୍‌

ସଲମାନଙ୍କ ହୋମ୍‌ ବ୍ୟାନର ସଲମାନ ଖଁା ଫିଲ୍ମସରେ ନିର୍ମିତ ‘ଅନ୍ତିମ-ଦ ଫାଇନାଲ ଟ୍ରୁଥ୍‌’ର ରିଲିଜ ଡେଟ୍‌ ଘୋଷିତ ହୋଇଛି। ଏହି ଚିତ୍ରଟି ଚଳିତ ମାସ ୨୬ରେ ପରଦା ଉପରକୁ ଆସିବ। ପୁଣି ଏହି ଡେଟ୍‌ରେ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ-୨’ ମଧ୍ୟ…

ଜାଲିଆତି କରି ୨୧ ଟନ୍‌ କୋକ୍‌ ଚାଲାଣ

ଢେଙ୍କାନାଳ ଅଫିସ, ୪।୧୧: କାଗଜପତ୍ର ଜାଲିଆତି କରି ଏକ ଡିପୋରୁ ଲକ୍ଷାଧିକ ଟଙ୍କାର କୋଇଲା ଚୋରାଚାଲାଣ କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲା ରାସୋଳ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଇଲା ଚୋରା ଚାଲାଣରେ ବ୍ୟବହୃତ ଏକ ଟ୍ରକ୍‌, ୫…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା କ୍ରାଇମବ୍ରାଞ୍ଚ

ବରଗଡ ଅଫିସ,୪।୧୧: ବନ ବିଭାଗର କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଗୁରୁବାର ସକାଳୁ ବରଗଡ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଜାମପାଲି ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି । ଏହି ଘଟଣାରେ ମୁକୁନ୍ଦ ବରିହା ନାମକ ଜଣେ ଲୋକଙ୍କୁ ଘେଁସ…

ସାରା ଦେଶରେ ୧୫ ଟନ୍‌ ସୁନା ବିକ୍ରି

ନୂଆଦିଲ୍ଲୀ, ୪।୧୧: ଚଳିତ ବର୍ଷର ଧନ୍‌ତେରସ ପୂର୍ବ ରେକର୍ଡ ଭାଙ୍ଗିଛି। ଧନ୍‌ତେରସରେ ପ୍ରଥମ ଥର ଲାଗି ସାରା ଦେଶରେ ୧୫ ଟନ ସୁନା ବିକ୍ରି ହୋଇଛି। ଏହାର ମୂଲ୍ୟ ପ୍ରାୟ ୭୫୦୦କୋଟି ଟଙ୍କା ହେବ। କରୋନା ଯୋଗୁ ଦେଶର ଜୁଏଲେରି ଶିଳ୍ପ…

ଆଜି ମଧ୍ୟରାତ୍ରରେ ଧରାବତରଣ

ଭୁବନ, ୪।୧୧(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଏବଂ ବ୍ଲକର ପ୍ରସିଦ୍ଧ କାଳୀପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୪ ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି। ଗୁରୁବାର ମଧ୍ୟରାତ୍ରରେ ମା’ ଧରାବତରଣ କରିବେ। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?