Home Left

ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦ ଛୁଇଁ ପାରିଲାନି ବାଂଲାଦେଶ

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ ଜାରି ରଖିଛି ବାଂଲାଦେଶ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶକୁ ମାତ୍ର ୭୩ ରନ୍‌ରେ ରୋକି ଦେଇଛି ଅଷ୍ଟ୍ରେଲିଆ। ଲଗାତାର ଦ୍ୱିତୀୟ ଥର ପାଇଁ ମେହମ୍ମୁଦୁଲାଙ୍କ ନେତୃତ୍ୱାଧୀନ ଦଳ ୧୦୦ ରନ୍‌ ଛୁଇଁବାରେ…

ରାଜଧାନୀରୁ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୪ା୧୧(ବ୍ୟୁରେ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକ ନିକଟରୁ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଓ ଏକ ବାଇକ୍‌ ମଧ୍ୟ ଜବତ କରାଯାଇଛି।…

ଇଚ୍ଛା ଥିଲା କାର୍‌ କିଣିବାକୁ, ପାଖରେ ଅର୍ଥ ନ ଥିବାରୁ ମୁହଁରେ କାର୍‌ ଲୋଗୋ ଟାଟୁ କଲେ ଏହି ଯୁବକ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସମସ୍ତଙ୍କ ରୁଚି ବି ଅଲଗା ଅଲଗା। କିଛି ଲୋକ ଗାଡ଼ି କିଣି ଚଢ଼ିବା ପାଇଁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ପାଖରେ ଟଙ୍କାର ଅଭାବ ହେତୁ ତାଙ୍କ ଇଚ୍ଛା ପୂରଣ ହୋଇପାରେ ନାହିଁ। ଏହି…

ଟାଣୁଥିବା ସିଗାରେଟ୍‌ରୁ ରକେଟ୍‌ ବାଣ ଫୁଟାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ

ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ…

ଭାରତର ଏହି ରାଜ୍ୟରେ ପାଳନ କରାଯାଏ ନାହିଁ ଦୀପାବଳି

ଭାରତର ଅନେକ ରାଜ୍ୟରେ ଆଲୋକର ପର୍ବ ଦୀପାବଳି ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବା ବେଳେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଦୀପାବଳି ପାଳନ କରାଯାଏ ନାହିଁ। ଅନ୍ୟ ରାଜ୍ୟର ଲୋକମାନେ ଉତ୍ସାହର ସହିତ ଏହି ଆଲୋକର ପର୍ବକୁ…

କାମ ଦେଲାନି ଚାଲ୍‌, ବନ୍ଧା ହେଲେ ରୂପେଶ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଘରେ ପଶି ମା-ଝିଅଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଗୁରୁବାର ଗିରଫ ହୋଇଛନ୍ତି। ଲୁଟ୍‌ ପାଇଁ ରୂପେଶ ରଚିଥିବା ଚାଲ୍‌ କିଛି କାମ ଦେଲାନି। ଶେଷରେ ବନ୍ଧା ହେଲେ। ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ…

‘ପୂରା ଭାରତ ତୁମ ପଛରେ ଅଛି’

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ବୁଧବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୬ ରନ୍‌ରେ ସ୍କଟଲାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍‌ରେ ସ୍କଟଲାଣ୍ଡ ଜିତିଥିଲେ, ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିପାରିଥାନ୍ତା। ତେବେ ମ୍ୟାଚ୍‌ ବେଳେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଥିଲା।…

ଧାନ ମଣ୍ଡିରୁ ମିଳିଲା ଯୁବକଙ୍କ ମୃତଦେହ

ଜୁନାଗଡ଼,୪।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚାରବାହାଲ ମଣ୍ଡିରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ପୋଲିସ ଜବତ କରିଛି। ସେ ହେଲେ ମାଲପଡାର ସୁବ୍ରତ ତାଣ୍ଡି(୩୦)। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଖବର ପାଇ…

ସଫଳତା ପାଇଁ କୋହଲିଙ୍କ ଭୋକ ଅବିଶ୍ୱାସନୀୟ: ହିଟ୍‌ମ୍ୟାନ୍‌

ଆବୁଧାବି,୪।୧୧: ଅନେକ ଥର ଭାରତୀୟ ଟିମ୍‌ର ଓପନର୍‌ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲିଙ୍କ ଭିତରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ଚର୍ଚ୍ଚା ହୋଇଥାଏ। ଏଯାବତ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ…

୬ରେ ଗଜପତି ବନ୍ଦ ଡାକରା

ପାରଳାଖେମୁଣ୍ଡି,୪।୧୧(ଡି.ଏନ୍‌.ଏ.): ଆସନ୍ତା ୬ ତାରିଖ ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପାରଳା ବିଧାୟକ ତଥା ଜିଲା ଭାଜପା ସଭାପତି କେ ନାରାୟଣ ରାଓ…

ରୋହିତଙ୍କ ବଡ଼ ବୟାନ

ଆବୁଧାବି,୪।୧୧: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୁଧବାର ଭାରତ ବିଜେତା ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଓପନର ରୋହତି ଶର୍ମା ଉଲ୍ଲେଖନୀୟ ପାଳି ଖେଳିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା।…

ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ଏହି ଜବରଦସ୍ତ କ୍ୟାଚ୍‌; ଫିଟ୍‌ନେସ ପ୍ରଶ୍ନ ଉପରେ…

ଆବୁଧାବି,୪।୧୧: ଟିମ୍‌ ଇଣ୍ଡିଆ ବୁଧବାର ଖେଳିଥିବା ଟି୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଆଫଗାନିସ୍ତାନକୁ ଦଳ ସୁପର-୧୨ ରାଉଣ୍ଡରେ ୬୬ ରନ୍‌ରେ ହରାଇଥିଲା। ଏହି ମ୍ୟାଚ୍‌କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?