Home Left

କୁନି ଝିଅର ଜୀବନ ପାଇଁ ଆଗେଇ ଆସିଲେ ସୌଦି

ଅକଲାଣ୍ଡ,୨୯।୬: ଟିମ୍‌ ଇଣ୍ଡିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ପେସର ଟିମ୍‌ ସୌଦି ପିନ୍ଧିଥିବା ଜର୍ସିକୁ ନିଲାମ କରିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାରୁ ଆୟ ହେବାକୁ ଥିବା ଅର୍ଥ ବିରଳ କର୍କଟ ରୋଗର ପୀଡ଼ିତ ୮ ବର୍ଷୀୟା କୁନି…

ଜାନ୍‌ଙ୍କୁ ଦେଖି ଚିହ୍ନିପାରୁନାହାନ୍ତି ଅନେକ; ପଛରେ ରହିଛି ଏଭଳି…

ବମ୍ବେ: ବର୍ତ୍ତମାନ ସମୟରେ ଫିଟ୍‌ ରହିବା ହେଉଛି ବଡ଼ ଆହ୍ବାନ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛନ୍ତି ଅନେକ ସେଲିବ୍ରିଟି। ବିଗ୍‌ ବସ୍‌ ସିଜନ-୧୪ରେ ଭାଗ ନେଇଥିବା ଜାନ କୁମାର ସାନୁ ଏବେ ସେଭଳି କିଛି କରି ସମସ୍ତଙ୍କୁ ଚମକାଇ…

ଅକ୍ଷୟ କୁମାରଙ୍କୁ କଟ୍ରିନା ପଚାରିଲେ ‘ତୁମକୁ ରାଖୀ ବାନ୍ଧି ପାରିବି କି?’; ଜବାବରେ ଚାପୁଡ଼ା….

ବମ୍ବେ: ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ମନ ଆତୁର ହୋଇପାରେ। ହେଲେ ଯଦି ରାଖୀ ବାନ୍ଧିବାକୁ କୁହାଯାଏ, ତେବେ ଉତ୍ତର ନା ହେବା ସ୍ବାଭାବିକ। ଏଭଳି କିଏ କାହିଁକି ବା ଚାହିଁବ। ସେଭଳି କିଛି ଥିଲା ଅଭିନେତ୍ରୀ କଟ୍ରିନା କୈଫଙ୍କ…

ଟେନଶନରୁ ବର୍ତ୍ତିବା ପାଇଁ ବାଥରୁମ୍‌ରେ ଲୁଚିଥିଲେ ଖେଳାଳି

ଲଣ୍ଡନ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ଅନ୍ତିମ ତଥା ନର୍ଣ୍ଣାୟକ ଦିନ ଭାରତୀୟ ଦଳର ବୋଲିଂ ଦେଖି ଭୟବିତ ହୋଇପଡ଼ିଥିଲେ ଫାଇନାଲର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା କାଇଲ ଜେମିସନ। ଏପରି କି ଚାପରୁ ବର୍ତ୍ତିବା ପାଇଁ ନ୍ୟୁଜିଲାଣ୍ଡର ଷ୍ଟାର…

ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଏସ୍‌ବିଆଇର ଅନେକ ନିୟମ: ଚେକ୍‌ବୁକ୍‌ଠାରୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଆସନ୍ତା ଜୁଲାଇ ପହିଲାରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନଗଦ ପ୍ରତ୍ୟାହାର, ଶାଖାରୁ ନଗଦ ଟଙ୍କା ଉଠାଇବା ଏବଂ ଚେକ୍‌ ବୁକ୍‌ ପାଇଁ ଏହାର ଶୁଳ୍କକୁ ସଂଶୋଧନ କରିବାକୁ…

ଟି୨୦ ବିଶ୍ୱକପ୍‌: ତାରିଖ ଘୋଷଣା କଲା ଆଇସିସି

ଦୁବାଇ,୨୯।୬: କୋଭିଡ୍‌ ମହାମାରୀ ଯୋଗୁ ଭାରତରୁ ୟୁଏଇ ଓ ଓମାନକୁ ସ୍ଥାନାନ୍ତର ହୋଇଥିବା ଚଳିତ ବର୍ଷର ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ଖେଳାଯିବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି।…

୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ହେଲେ ଏବେ ବି ସଙ୍କଟ ଜାରି ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ…

ତେନ୍ଦୁଲକରଙ୍କ କ୍ରିକେଟ ଜୀବନର ଖାସ୍‌ ଦିନ

ନୂଆଦିଲ୍ଲୀ,୨୯।୬: ଲିଟ୍‌ଲ ମାଷ୍ଟର ଭାବେ ପରିଚିତ ଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନ ବେଶ୍‌ ଗୁରୁତ୍ୱ ବହନ କରେ। ଠିକ୍‌ ୧୪ ବର୍ଷ ତଳେ ସେ କ୍ରିକେଟ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ପୂରଣ କରିଥିଲେ ୧୫…

ଭାରତରେ ମର୍ଡେନା ଭାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୬: ଖୁବ୍‌ଶୀଘ୍ର ଭାରତକୁ ଆସିବ ଆଉ ଏକ ବିଦେଶୀ ଟିକା। ଏଥିପାଇଁ ବାଟ ଫିଟିଥିବା ବେଳେ ଆମେରିକୀୟ କମ୍ପାନୀ ମର୍ଡେନା ଟିକା ଖୁବଶୀଘ୍ର ଭାରତ ଆସିବ ବୋଲି ଜଣାପଡ଼ିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ମର୍ଡେନାକୁ ଅନୁୁମତି ଦେଇଥିବା…

ଟିଉସନ କରିବା ବେଳେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ; ଅପହରଣ ପରେ ବଳାତ୍କାର ଅଭିଯୋଗରେ ବାନ୍ଧିଲା ପୋଲିସ

ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପାଟଣା ପୋଲିସ ଜଣେ ୨୮ ବର୍ଷର ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ…

ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଏବେ ବହୁ ପରିମାଣରେ ନିୟନ୍ତ୍ରଣକୁ ଆସିଛି। ତେଣୁ ସଂସଦର କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରିବାକୁ ବିଚାର କରାଯାଉଛି। ମଙ୍ଗଳବାର ସଂସଦୀୟ ବ୍ୟାପାର କମିଟି (ସିସିପିଏ) ଜୁଲାଇ ୧୯ରୁ ଅଗଷ୍ଟ ୧୩ପର୍ଯ୍ୟନ୍ତ ସଂସଦର…

ମହିଳାମାନେ ବି କରିପାରିବେ ଅନେକ ବିବାହ

ଜୋହାନ୍ସବର୍ଗ,୨୯।୬: ଦକ୍ଷିଣ ଆଫ୍ରିକା ସରକାର ନିଜର ଏକ ବିବାଦୀୟ ପ୍ରସ୍ତାବକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅନେକ ଦେଶରେ ପୁରୁଷଙ୍କର ଏକରୁ ଅଧିକ ପତ୍ନୀଙ୍କୁ ବିବାହ କରିବାର ଅଧିକାର ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକାରେ ମହିଳାକ୍ଷେତ୍ରରେ ସମାନ ଅଧିକାର ନାହିଁ। ତେଣୁ ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri