Home Left

ସେହି ରାତିରେ ସାରା ଭାରତ କାନ୍ଦିଥିଲା… ରୋହିତଙ୍କ ଆଖିରେ ଲୁହ, କୋହଲିଙ୍କ ନଇଁ ଯାଇଥିବା ମୁଣ୍ଡ, ଭାରତୀୟ କ୍ରିକେଟ ପାଇଁ କଳା ଦିନ

ନୂଆଦିଲ୍ଲୀ,୧୯।୧୧: ୧୯ ନଭେମ୍ବର, ୨୦୨୩… ଭାରତୀୟ କ୍ରିକେଟର କଳା ଦିବସ। ଠିକ ଦୁଇ ବର୍ଷ ପୂର୍ବେ, ଭାରତ ତା’ର କ୍ରୀଡ଼ା ଇତିହାସର ସବୁଠାରୁ ତିକ୍ତ ସ୍ମୃତିକୁ ସହ୍ୟ କରିଥିଲା। ସେହି ରାତିରେ, ଭାରତ କେବଳ ଗୋଟିଏ ମ୍ୟାଚ ହାରିନଥିଲା ବରଂ ଲକ୍ଷ…

କ୍ୟାମ୍ବ୍ରିଜ ଡିକ୍ସନାରିରେ ବର୍ଷର ଶ୍ରେଷ୍ଠ ଶବ୍ଦ ‘ପାରାସୋସିଆଲ’: ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୯ା୧୧:କ୍ୟାମ୍ବ୍ରିଜ ଡିକ୍ସନାରିରେ ୨୦୨୫ ବର୍ଷର ଓ୍ବାର୍ଡ ଅଫ୍‌ ଦି ଇୟର ଭାବେ ମାନ୍ୟତା ପାଇଛି ‘ପାରାସୋସିଆଲ’, ଯାହାର ଅର୍ଥ ହେଉଛି ସେଲିବ୍ରିଟିଙ୍କ ପ୍ରତି ଏକତରଫା ଆକର୍ଷଣ। ଯଦି ଜଣେ ବ୍ୟକ୍ତି ଏଭଳି କୌଣସି ସେଲିବ୍ରିଟି, କାଳ୍ପନିକ ଚରିତ୍ର କିମ୍ବା ସାଧାରଣ ଜୀବନରେ…

ଚିପ୍ସ ପ୍ୟାକେଟ୍‌ରେ ଥିଲା ଖେଳନା, ଗିଳିଦେଲେ ଶିଶୁ: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ):ଏମିତି ବି ଆସେ ମୃତ୍ୟୁ । ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି। ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ…

ଘରକୁ ଯାଇଥିଲେ ମାଲିକ ,ଆସି ଦେଖିଲା ବେଳକୁ ହୁହୁ ହୋଇ ଜଳୁଛି ଦୋକାନ

ଭବାନୀପାଟଣା,୧୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ନିକଟରେ ଥିବା ଏକ ଖେଳ ସାମଗ୍ରୀ ଦୋକାନରେ ମଙ୍ଗଳବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଦୋକାନ ମାଲିକ ଅଶୋକ ପତି ଦୋକାନ…

ଏପଟେ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ, ସେପଟେ ଭାରତରେ ଅଚାନକ ପହଞ୍ଚିଲେ ବାଂଲାଦେଶର…

ଢାକା,୧୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ପରେ, ବାଂଲାଦେଶ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ମହମ୍ମଦ ୟୁନୁସଙ୍କ ବିରୋଧରେ କ୍ରୋଧ ବୃଦ୍ଧି ପାଇଛି। ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ହାସିନାଙ୍କ ନିଜ ଘର ଉପରେ…

ବେଆଇନ ଗଞ୍ଜେଇ ଜବତ ଘଟଣା:ଜେଲ ଗଲେ ଦୁଇ ଅଭିଯୁକ୍ତ

ଦେବଗଡ,୧୯ା୧୧(ଶଶାଙ୍କ ଶେଖର ଝାଙ୍କର):ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଦେବଗଡ ଥାନା ପୋଲିସ କୁରଡ ଗ୍ରାମରୁ ଗିରଫ କରିଥିବା କୁରଡ ଗ୍ରାମର କେଶବ ଚନ୍ଦ୍ର ପ୍ରଧାନ(୫୫) ଓ ସିପୁନ ଦାସ (୩୦)ଙ୍କ ୨ ଜଣ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ଇନ୍ସପେକ୍ଟର…

ପ୍ରତି ୮ ମିନିଟ୍‌ରେ ଜଣେ ପିଲା ନିଖୋଜ ହେଉଛନ୍ତି

ନୂଆଦିଲ୍ଲୀ,୧୯ା୧୧: ଦେଶରେ ପ୍ରତି ୮ ମିନିଟ୍‌ରେ ଜଣେ ପଲା ନିଖୋଜ ହେଉଥିବା ଖବର ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଦେଶରେ ପୋଷ୍ୟଗ୍ରହଣ ପ୍ରକ୍ରିୟା ଜଟିଳ…

ଆଜି ପିଏମ୍‌ କିଷାନର ୨୧ତମ କିସ୍ତି, ଟଙ୍କା ଆସିଛି କି ନାହିଁ ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୧୯ା୧୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ବୁଧବାର ପ୍ରେରଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୨,୦୦୦…

ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ବିରୋଧରେ ବାଂଲାଦେଶ ବନ୍ଦ: ଆୱାମୀ ଲିଗର ବଡ଼ ଘୋଷଣା, ୟୁନୁସ ସରକାରର ପତନ ନ ହେବା ଯାଏ…

ଢାକା,୧୯।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ବାଂଲାଦେଶର ପରିସ୍ଥିତି ବହୁତ ଖରାପ ହୋଇଯାଇଥିଲା, କିନ୍ତୁ ମଙ୍ଗଳବାର ପରିସ୍ଥିତିରେ ଉନ୍ନତି ଆସିଛି। ତଥାପି, ଆୱାମୀ ଲିଗ ଦେଶବ୍ୟାପୀ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି। ସୁରକ୍ଷା ବାହିନୀ ପ୍ରମୁଖ ସହରଗୁଡ଼ିକ…

ସେବା ନାଁରେ ଲୁଟ୍‌: କ୍ୱାକ୍‌ ହାତରେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବା

ପଦ୍ମପୁର,୧୯ା୧୧(ପ୍ରଦୀପ୍ତ ଦାଶ):ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆଜି ମଧ୍ୟ ଅନେକ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ ପାରୁନାହିଁ। ଆବଶ୍ୟକ ଡାକ୍ତର ଅଭାବ ଯୋଗୁ ଲୋକମାନେ କ୍ୱାକ୍‌ର ଶିକାର ହୋଇ ମୃତ୍ୟୁ ମୁଖରେ…

ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ: ବିକ୍ରି ପାଇଁ ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଜୋର୍‌ ଧରିଛି। ଜିଲାରେ ଗତମାସ ଶେଷ ସପ୍ତାହରୁ ଏହା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରି ନାହିଁ। ଚଳିତ ମାସ ଶେଷ ସପ୍ତାହ ଅର୍ଥାତ୍‌ ଆସନ୍ତା…

ଅଳ୍ପକେ ବର୍ତ୍ତିଲେ ରାହାନେ-ଅନୁପମ ଖେର, ଲ୍ୟାଣ୍ଡ ହେବାର ତୁରନ୍ତ ପରେ ହୋଇଗଲା ଏଭଳି;Video

ନୂଆଦିଲ୍ଲୀ, ୧୮।୧୧: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଫ୍ଲାଇଟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଫ୍ଲାଇଟରେ ଏକ ଭୟଙ୍କର ଘଟଣା ଘଟିଥିଲା, ଯେଉଁଥିଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri