Posted inଖେଳ

ଶସ୍ତାରେ ଓପନରଙ୍କୁ ହରାଇଲା ଟିମ୍‌ ଇଣ୍ଡିଆ

ଆଣ୍ଟିଗୁଆ,୨।୨: ଏଠାରେ ବୁଧବାର ଖେଳାଯାଉଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲରେ ଖୁବ୍‌ ଶସ୍ତାରେ ଦୁଇ ଓପନରଙ୍କୁ ହରାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବୋଲିଂ ଆଗରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୩ ଓଭରରେ ୨ ଉଇକେଟ ହରାଇ ୪୧ ରନ୍‌ କରିଛି। ଏବେ ଅଧିନାୟକ ୟଶ ଧୁଲ (୨) ଓ ଶୈକ ରଶିଦ (୮ ରନ୍‌, ୧ ଚୌକା) ଖେଳୁଛନ୍ତି।

ଦୁଇ ଓପନର ଖୁବ୍‌ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ ଅଧିକ ସମୟ ଧରି କ୍ରିଜ୍‌ରେ ଛିଡ଼ା ହୋଇ ପାରି ନ ଥିଲେ। ଅଙ୍ଗକ୍ରିଶ ରଘୁବଂଶୀ ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ହାରନୁର ସିଂ ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତାରେ ଘର କିଣିଲେ ଗାଙ୍ଗୁଲି, ଯାହାର ମୂଲ୍ୟ…

କୋଲକାତା,୨୧।୫: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ସବୁଠାରୁ ଧନୀ ପରିବାର ମଧ୍ୟରୁ ଅନ୍ୟତମ । କୋଲକାତାର ସର୍ବଶ୍ରେଷ୍ଠ ଅଞ୍ଚଳରେ ଏକ ଘର...

ବିଜୟ ଆଶା ନ ଥିଲା: ରୋହିତ

ମେଲବୋର୍ନ,୨୩।୧୦: ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ମୋ...

ଏସିଆନ ଗେମ୍ସ ୨୦୨୩: ତିଳକ ବର୍ମାଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୫।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତ ଦଳ ଘୋଷଣା କରିଛି। ଋତୁରାଜ ଗାୟକୱାଡଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ଅନେକ...

କିଏ ଜିତିବ ବାଜି: ଶେଷ ଦିନରେ ଇତିହାସ ରଚିପାରେ ଭାରତ

ଚେନ୍ନାଇ,୯।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ମ୍ୟାଚ...

ମୁମ୍ବାଇ ସିଟିରେ ଜାପାନିଜ୍‌ ମିଡ୍‌ଫିଲ୍ଡର ଗୋଡାର୍ଡ

ମୁମ୍ବାଇ: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ମୁମ୍ବାଇ ସିଟି ଏଫ୍‌ସି ସିଜନ ୨୦୨୦-୨୧ ପାଇଁ ଇଂଲଣ୍ଡ ଜନ୍ମିତ ଜାପାନିଜ ମିଡ୍‌ ଫିଲ୍ଡର ସାଏ ଗୋଡାର୍ଡଙ୍କ...

ଆଇପିଏଲ୍‌ ମ୍ୟାଚ୍‌ ବେଳେ ବେଟିଂ: ୬ ଜଣ ଗିରଫ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିବାବେଳେ ବେଟିଂ ପାଇଁ ୬ଜଣ ଗିରଫ ହୋଇଛନ୍ତି। ଡିସିପି ଅତୁଲ...

ସେମିରେ ଆଜାରେଙ୍କା, ରିବାକିନା

ମେଲବୋର୍ନ,୨୫ା୧(ପି.ଟି.): ଚଳିତ ବର୍ଷର ପ୍ରଥମ ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ସେମିରେ ପ୍ରବେଶ କରିଛନ୍ତି ଭିକ୍ଟୋରିଆ ଆଜାରେଙ୍କା ଓ ଏଲିନା ରିବାକିନା। ସେହିପରି...

ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା

ହାଙ୍ଗଝୋ, ୩୦।୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଶୁଟିଂ ରେଞ୍ଜରେ ଭାରତୀୟ ଶୁଟରମାନେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଏଥର ଶୁଟିଂରେ ଭାରତକୁ ଶ୍ରେଷ୍ଠ...

Advertisement
Archives

Model This Week