Home Left

କେବଳ ଦଶହରାରେ ଖୋଲିଥାଏ ଏହି ମନ୍ଦିର, ପୂଜା ପାଆନ୍ତି ରାବଣ

କାନପୁର: ପ୍ରତିବର୍ଷ ଦଶହରାରେ ରାବଣ ଦହନର ପରମ୍ପରା ରହିଛି। କାରଣ ଦଶମୀ ତିଥିରେ ରାବଣଙ୍କୁ ବଧ କରାଯାଇଥିଲା। ଏଥିଯୋଗୁ ଏହି ଦିନକୁ ବିଜୟା ଦଶମୀ ଭାବେ ମଧ୍ୟ ପାଳନ କରାଯାଉଛି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ସ୍ଥାନରେ ରାବଣଙ୍କ ପୂଜା…

ପନ୍ତଙ୍କୁ କୋହଲି କହିଲେ ‘ଭାରତ ପାଖରେ ବହୁତ ବିକଳ୍ପ ଅଛି’; ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୪ରେ ଖେଳିବ। ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲି ଏବଂ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଏକ ଟିଜର…

ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ହତ୍ୟା

ବରଗଡ଼ ଅଫିସ,୧୫।୧୦: ବରଗଡ଼ ସହର ବିଚ ରାସ୍ତା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାଶର୍‌ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରି…

ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ରାୟଗଡ଼ା ଅଫିସ/ରାମନାଗୁଡ଼ା,୧୪।୧୦ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଚାକୁଣ୍ଡା ଛକ ନିକଟସ୍ଥ ବୁଲାଣି ପାଖରେ ଏକ ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ ହେଲ୍‌ପର ଶିବ ଗୌଡ଼ ଏଥିରେ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ଜେକେ କାଗଜକଳରୁ ବାହାରି…

ଚାଲିଛି ମା’ ମଝିଘରିଆଣୀଙ୍କ ଦଶମୀପୂଜା

ରାୟଗଡ଼ା ଅଫିସ, ୧୫।୧୦: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦଶମୀପୂଜା ଚାଲିଛି। ତହସିଲ ଅଫିସ ପ୍ରାଙ୍ଗଣରେ ୯ ଦିନ ଧରି ଦୁର୍ଗା ଏବଂ ମଝି ଘରିଆଣୀଙ୍କର ଖଣ୍ଡାପୂଜା କରାଯାଉଥିଲା। ଉକ୍ତ ଖଣ୍ଡାକୁ ଦଶହରା ପୂଜା ପରେ ମଝିଘରିଆଣୀଙ୍କ ମନ୍ଦିରକୁ ନିଆଯିବ।…

ବୁଦା ମୂଳରୁ ମିଳିଲା ଗଳାକଟା ମୃତଦେହ: ହତ୍ୟା ସନ୍ଦେହ

ରାଉରକେଲା,୧୫।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର ୫ରେ ଥିବା ଏକ ଘରୋଇ ସ୍କୁଲ ପଛପଟ ବୁଦା ମୂଳରୁ ଜଣେ ଯୁବକଙ୍କ ଗଳାକଟା ମୃତଦେହ ଜବତ କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ହତ୍ୟା କରି କେହି ବୁଦା ମୂଳରେ ପକାଇ…

ଏହି କୁନି ବାଳକଙ୍କ ସ୍ପିନ୍‌ ଦେଖି ଚକିତ ହେଲେ ସଚିନ; ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୫।୧୦: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଠିକ୍‌ ସେଭଳି ଜଣେ ବାଳକଙ୍କ ଲେଗ୍‌ ସ୍ପିନ୍‌ ବୋଲିଂର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏହାକୁ ନିଜର ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ…

ଭାଇକୁ ଘରେ ଛାଡ଼ି କାମକୁ ଯାଇଥିଲେ ଭଉଣୀ, ଫେରି ଦେଖିଲେ ମୃତଦେହ

ରାଉରକେଲା,୧୫।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟସାଇଟ୍‌ ଥାନା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ସେ ହେଲେ ବମ୍ବବମ୍‌ ଘୋଷ (୩୫)। କିଛି ଦୁର୍ବୃତ୍ତ ବମ୍ବବମ୍‌ଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବମ୍ବବମ୍‌ ଗୋପବନ୍ଧୁପାଲି…

ଭୋକିଲା ତାଲିକାରେ ପୁଣି ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚ୍‌ଆଇ)୨୦୨୧ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରିପୋର୍ଟ ଅନୁସାରେ ଭାରତ ୯୪ସ୍ଥାନରୁ ୧୦୧ ସ୍ଥାନକୁ ଖସି ଆସିଛି। ୨୦୨୦ରେ ୧୦୭ଟି ଦେଶକୁ ନେଇ ପ୍ରକାଶିତ ରିପୋର୍ଟରେ ଭାରତ ୯୪ସ୍ଥାନରେ ରହିଥିଲା। ଏଥର ୧୧୬ଟି ଦେଶକୁ…

ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଏହି କ୍ରିକେଟର, ଆଇସିୟୁରେ ଚାଲିଛି ଚିକିତ୍ସା

ଢାକା,୧୫।୧୦: ମୃତ୍ୟୁ ସହ ଲଢ଼ୁଛନ୍ତି ବାଂଲାଦେଶ କ୍ରିକେଟର ମୋଶାରଫ୍‌ ହୁସେନ ରୁବେଲ। ସେ ଦୀର୍ଘ ଦିନ ଧରି ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ମୋଶାରଫ୍‌ ଜଣେ ବାମହାତୀ…

ଘରକୁ ଫେରୁଥିଲେ ଦୁଇ ବନ୍ଧୁ: ହେଲେ ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ

ବୌଦ୍ଧ,୧୫।୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମଟିଆଠରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଘାଡ଼ି ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁସୁଡ଼ା ଗ୍ରାମର ଝାଣ୍ଟୁ ଚରଣ ବେହେରା…

ଘରୁ ସାଇକେଲ ନେଇ ବାହାରି ଯାଇଥିଲେ ଦାଦା- ପୁତୁରା: ସକାଳୁ ମିଳିଲା ମୃତଦେହ

ରେଢ଼ାଖୋଲ,୧୫।୧୦(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ସହର ଉପକଣ୍ଠସ୍ଥ ଡିମିରିକୁଦା ଗ୍ରାମ ନିକଟରେ ହାତୀ ଦଳିଦେବାରୁ କାକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିମିରିକୁଦା ଗ୍ରାମର ଦୁଃଶାସନ ଭୋଇ (୨୬) ଓ ପୁତୁରା ଲତିକ ଭୋଇ (୫)। ଖବରପାଇ ବନକର୍ମଚାରୀ ଓ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri