ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ପ୍ରଥମ ଗୀତ

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ମୋଷ୍ଟ ଆୱେଟେଡ ଫିଲ୍ମ ତାଲିକାରେ ସାମିଲ ହୋଇଥିବା ବେଳେ ଏଥିରେ ଅକ୍ଷୟ କୁମାରଙ୍କ ଲୁକକୁ ନେଇ ପ୍ରସଂଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଫିଲ୍ମର ପ୍ରଥମ ଗୀତ ‘ମାର ଖାଏଗା’ ରିଲିଜ୍ ହୋଇଛି । ଏହି ଗୀତରେ ଅକ୍ଷୟଙ୍କ ଇଂଟେଂସ ଲୁକ୍ ଦେଖିବାକୁ ମିଳିଛି ।
ଏହି ଗୀତରେ ଅକ୍ଷୟ କୁମାର ଖୁବ୍ ଉଗ୍ର ଲାଗୁଛନ୍ତି । ଆଉ ଗୀତର ବୋଲରେ ବି ମାରଧାଡ କଥା କୁହାଯାଇଛି । ଏହି ଗୀତରେ ଅକ୍ଷୟ ଆକ୍ସନ କରୁଥିବା ଦେଖାଯାଇଛି । ଏଥିରେ ଅକ୍ଷୟଙ୍କ ଲୁକ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସେଥିପାଇଁ ବୋଧହୁଏ ଗୀତଟିକୁ ଧମାକାଦାର ରେସପନ୍ସ ମିଳିଛି ।
ଫରହାନ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଖୁବ୍ ଆକ୍ସନ ରହିଥିବା ବେଳେ କମେଡି ବି ରହିଛି । ଏହା ୧୮ ମାର୍ଚ୍ଚ ୨୦୨୨ରେ ରିଲିଜ୍ ହେବ । ଏଥିରେ ଅକ୍ଷୟଙ୍କ ବତୀତ, କୃତି ସାନନ, ଅରଶଦ ୱାରସି, ପଙ୍କଜ ତ୍ରିପାଠୀ ଓ ଜ୍ୟାକଲିନ ପର୍ନାଡିଜ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତେ ମୋ ଝିଅକୁ ଫାଶୀରେ ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ: ରିୟାଙ୍କ ବାପା

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି ପ୍ରେମିକା ରିୟା ଚକ୍ରବର୍ତ୍ତୀ। ଭାଇ ସୌଭିକଙ୍କ...

‘ବିଗ୍‌ ବସ୍‌’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍‌

ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍‌ ବସ୍‌’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: ୧୧୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ବଲିଉଡର ଜଣାଶୁଣା ଅଭିନେତା ତଥା ସମାଜସେବୀ ଚନ୍ଦ୍ରଶେଖର ବୈଦଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଆଜି ସକାଳେ ଦେହାନ୍ତ ହୋଇଛି। ତାଙ୍କୁ ୯୮...

ମାଳତୀଙ୍କ ସହ ପ୍ରଥମ ଜନ୍ମଦିନ ପାଳିଲେ ପିସି

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପରିବାର ସଦସ୍ୟ ଓ ସାଙ୍ଗସାଥିଙ୍କ...

ବ୍ରାଇଡାଲ୍‌ ଲୁକ୍‌ରେ ନଜର ଆସିଲେ ଆଲିଆ, ପ୍ରଶଂସକ ପଚାରିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବ୍ରାଇଡାଲ୍‌ ଲୁକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ସେ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେବେଠାରୁ ଏହା ସୋସିଆଲ...

ସୁଇଜରଲ୍ୟାଣ୍ଡରେ ହନିମୁନ

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । କିଛିବର୍ଷ ହେବ ଏମାନେ...

ରିଲିଜ ହେଲା ‘ସତ୍ୟ ପ୍ରେମ କି କଥା’ର ଟିଜର

ମୁମ୍ବାଇ: ବଲିଉଡ ନାୟକ କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଅପକମିଂ ମୁଭି ‘ସତ୍ୟ ପ୍ରେମ କି କଥା’କୁ ନେଇ କିଛିଦିନ ହେବ...

ସତ୍ତେ ପେ ସତ୍ତାର ରିମେକ୍‌: ଅମିତାଭଙ୍କ ଭୂମିକାରେ ନଜର ଆସିବେ ଋତିକ

ମୁମ୍ବାଇ,୭।୬: ୧୯୮୨ର ଆଇ ରାଜ ଏନ୍‌ ସିପ୍ପିଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବାକୁ ଯାଉଛି। ଏହି ନୂଆ ପ୍ରୋଜେକ୍ଟ ପାଇଁ ଫରାହ ଖାଁ...

Advertisement
Archives

Model This Week