ଯୁଦ୍ଧ ମଧ୍ୟରେ ଭାଇରାଲ ହେଉଛି ଏହି ପ୍ରେମୀଯୁଗଳଙ୍କ ଫଟୋ

ନୂଆଦିଲ୍ଲୀ,୨୫।୨: ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଏଥିଲାଗି ୟୁକ୍ରେନରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ ଫଟୋ। ଉଭୟ ଦେଶର ପତାକା ଦେହରେ ଗୁଡ଼ାଇ ହୋଇଥିବା ଏକ ପ୍ରେମୀଯୁଗଳଙ୍କୁ ଫଟୋରେ ଦେଖିବାକୁ ମିଳୁଛି। କଂଗ୍ରେସ ଏମ୍‌ପି ଶଶି ଥରୁର ମଧ୍ୟ ଏହି ଫଟୋକୁ ଶେୟାର କରି ମର୍ମସ୍ପର୍ଶୀ କହିବା ସହ ଆସନ୍ତୁ ଆମେ ଯୁଦ୍ଧ ଏବଂ ସଂଘର୍ଷକୁ ଭୁଲି ଶାନ୍ତିକୁ ଆପଣାଇବା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ଖାଇପାରିବେନି ଅମଲେଟ୍‌: ଅଣ୍ଡା ଦାମ୍‌ ଆକାଶ ଛୁଆଁ

ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍‌ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ...

ତାଇଓ୍ବାନ ଚାରିପଟେ ଚାଇନା ବିମାନ-ଯୁଦ୍ଧପୋତ: ସମରାଭ୍ୟାସ ଉପରେ ଆମେରିକା ନଜର…

ତାଇପେ/ବେଜିଂ,୯।୪ : ତାଇୱାନର ରାଷ୍ଟ୍ରପତିଙ୍କ ଆମେରିକୀୟ ଗସ୍ତ ଯୋଗୁଁ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି। ତାଇୱାନ ଗଣମାଧ୍ୟମ ଦାବି କରିଛି,...

ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି

କ୍ୱିଭ୍‌,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ...

ନିର୍ଣ୍ଣାୟକ ହୋଇପାରେ କୋଭିଡ୍‌ ପରିଚାଳନା

ଓ୍ବାଶିଂଟନ,୨୧ା୭(ପି.ଟି.): ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। କାରଣ ଆପ୍ରୁଭାଲ ରେଟିଂରେ...

କମ୍ୟୁନିଷ୍ଟ ପାର୍ଟିର ଦାୟିତ୍ୱ ରିଷି କଟେଲଙ୍କୁ ଦେଲେ ସୁପ୍ରିମକୋର୍ଟ

କାଠମାଣ୍ଡୁ,୭।୩: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରବିବାର ନେପାଳର ସୁପ୍ରିମକୋର୍ଟ କମ୍ୟୁନିଷ୍ଟ ପାର୍ଟିର ଦାୟିତ୍ୱ ରିଷି କଟେଲଙ୍କୁ ଦେଇଛନ୍ତି। ୨୦୧୮ରେ ସିପିଏନ୍‌-ୟୁଏମ୍‌ଏଲ୍‌ ଏବଂ ମାଓବାଦୀ...

ପଶ୍ଚିମ ଦେଶ ସହାୟତା କଲେ ଚଳିତ ବର୍ଷ ରୁଷିଆକୁ ହରାଇ ଯୁଦ୍ଧ ଜିତିବୁ: ୟୁକ୍ରେନ…

ମସ୍କୋ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରାୟ ୧୧ ମାସ ବିତିବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଜିତିବାରେ ସକ୍ଷମ...

ଚାଇନାରେ କରୋନା ତାଣ୍ଡବ: ଦିନକୁ କୋଟିଏରୁ ଅଧିକ ଆକ୍ରାନ୍ତ ଚିହ୍ନଟ-ଦୈନିକ ମୃତ୍ୟୁ ସଂଖ୍ୟା ୩୦ ହଜାର ପାର…

ବେଜିଂ,୨୬।୧୨ : ଚାଇନାରେ ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ ଅନୁଯାୟୀ,...

କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ

ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ...

Advertisement
Archives

Model This Week