ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିିଲ୍ମ ‘ବଚ୍ଚନ ପାଣ୍ଡେ’ର ଆଉ ଏକ ନୂଆ ଗୀତ ରିଲିଜ୍ ହୋଇଛି । ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଖୁବ୍ ଉତ୍ସାହର ସହ ଏହାକୁ ଅପେକ୍ଷା ରଖିଛନ୍ତି । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଏବେ ଏହାର ନୂଆ ଗୀତ ‘ସାରେ ବୋଲୋ ବେୱାଫା’ ରିଲିଜ୍ ହୋଇଛି । ଫିଲ୍ମରେ ଅକ୍ଷୟଙ୍କ ଗ୍ୟାଙ୍ଗଷ୍ଟର ଲୁକ୍ ଦେଖିବାକୁ ଦର୍ଶକେ ଅପେକ୍ଷା ରଖିଥିବା ବେଳେ ଏହି ଗୀତରେ ସେ ଖୁବ୍ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏହା ଭାଙ୍ଗିଯାଇଥିବା ହୃଦୟକୁ ଯୋଡିବାରେ ବେଶ୍ ସହାୟକ ହେବ ବୋଲି କୁହାଯାଉଛି । ଅକ୍ଷୟଙ୍କ ଏହି ଗୀତକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।
ଅକ୍ଷୟ ସୋସିଆଲ ମିଡିଆରେ ଗୀତଟିକୁ ଶେୟାର କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଏବେ ହୃଦୟ ଭାଙ୍ଗିବାର ଶବ୍ଦ ସଭିଙ୍କୁ ଶୁଭିବ । ଏବେ ସମସ୍ତେ କହିବେ ସାରେ ବୋଲୋ ବେୱାଫା ସଙ୍ଗ ରିଲିଜ୍ ହୋଇ ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରେ ୪୬ ମିଲିୟନ ଟପିଲା ଉର୍ବଶୀଙ୍କ ପ୍ରଶଂସକଙ୍କ ସଂଖ୍ୟା

ମୁମ୍ବାଇ: ବଲିଉଡ ନାୟିକା ଉର୍ବଶୀ ରୌତେଲାଙ୍କର ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ...

ଜଣେ ରାଜକୁମାରଙ୍କ ପ୍ରେମରେ ପଡ଼ିଥିଲେ ଲତା, ଗୋଟିଏ କାରଣ ପାଇଁ ସାରା ଜୀବନ ରହିଗଲେ ଅବିବାହିତା

ମୁମ୍ବାଇ: ଭରତରତ୍ନ ପୁରସ୍କାରପ୍ରାପ୍ତ ଲତା ମଙ୍ଗେସକର ଆଉ ଆମ ସହିତ ନାହାନ୍ତି। ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ। ଏହା ସହିତ ସେ ଏକମାତ୍ର...

୧୯ ବର୍ଷରେ ପର୍ନଷ୍ଟାର ହେବାକୁ ମନସ୍ଥ କରିଥିଲେ ବେବି ଗର୍ଲ; ଉଲଗ୍ନ ଫଟୋ ଦେଖି ଚମକି ପଡ଼ିଥିଲେ ପରିବାରଲୋକେ; ପରେ…

ବମ୍ବେ: ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି ବେବି ଗର୍ଲ ସନ୍ନି ଲିଓନି। ୧୯୮୧ ମେ’ ୧୩ରେ କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ...

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ବାପି ଲାହିରିଙ୍କ ପୁରୁଣା ସମ୍ପର୍କ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର...

ଲଣ୍ଡା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ ଲଣ୍ଡା ହୋଇଛନ୍ତି। ତାଙ୍କର ଏପରି ନିଷ୍ପତ୍ତିକୁ ପ୍ରଶଂସା ମଧ୍ୟ କରାଯାଇଛି। ଏବେ...

ଅନେକ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ହନି, ପଚାରିବାରୁ ମଦ ବୋତଲ ଫିଙ୍ଗିଥିଲେ: ଶାଳିନୀ

ବମ୍ବେ: ର଼୍ୟାପର୍‌ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ଶାଳିନୀ ତଲଓ୍ବାର। କୋର୍ଟ ପକ୍ଷରୁ ଗାୟକଙ୍କୁ ୨୮...

ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ଭାଇଜାନ!

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ସାଉଥ ଅଭିନେତ୍ରୀଙ୍କ ପ୍ରେମରେ। ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଛି। ଏପରି କିଛି ବାସ୍ତବ ଜୀବନରେ ନୁହଁ...

ପ୍ରତିଦିନ ୪,୫୦୦ ଖାଦ୍ୟ ପ୍ୟାକେଟ୍‌ ବାଣ୍ଟୁଛନ୍ତି ଅମିତାଭ ବଚ୍ଚନ

ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଛି। ଏହି ସମୟରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଭିନ୍ନ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥିରେ ସାମିଲ...

Advertisement
Archives

Model This Week