ଭାଜପାରୁ ଇସ୍ତଫା ଦେଲେ ଶ୍ରାବନ୍ତି
କୋଲକତା,୧୧।୧୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଛି। ଅନେକ ନେତା ଦଳ ଛାଡିବାର ଦେଖାଯାଇଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ଶ୍ରାବନ୍ତି ଚାଟାର୍ଜୀ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଟଇଟର୍ ଯୋଗେ ଏହି ସୂଚନା…
ଇନ୍ଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା ଭିଡିଓ କରି ଫସିଲେ ଯୁବତୀ
କଟକ ଅଫିସ,୧୧ା୧୧: କଟକ ମାଲଗୋଦାମ ଥାନା ଅଞ୍ଚଳରେ ଜଣେ ଯୁବତୀ ସୋସିଆଲ ମିଡିଆରେ ଭିଡିଓ କରିବା ପାଇଁ ଏକ ଖଣ୍ଡା ବୁଲାଇ ଶେଷରେ ଫସିଛନ୍ତି। ଏହି ଅଞ୍ଚଳର ଏକ ଗ୍ରୁପ୍ରେ ଏପରି ଏକ ଭିଡିଓ ଭାଇରାଲ ହେବା ପରେ ଗୁରୁବାର ମାଲଗୋଦାମ…
ଅଷ୍ଟ୍ରେଲିଆଠାରୁ ଭାରତ ହାରିଯିବା ଦେଖି ହୋଇଯାଇଥିଲା ଜ୍ୱର, ଏବେ ପିତା ବଖାଣିଲେ…
ନୂଆଦିଲ୍ଲୀ,୧୧।୧୧: ଆଇପିଏଲ୍ରେ ଚମକିବା ପରେ ଭାରତୀୟ ଟି-୨୦ ଟିମ୍ରେ ସାମିଲ ହୋଇଛନ୍ତି ଭେଙ୍କଟେଶ ଆୟାର। ପିଲାଦିନୁ ପାଠପଢ଼ା ସହ କ୍ରିକେଟରେ ତାଙ୍କର ରୁଚି ରହିଥିଲା। ସେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବ୍ୟାଟିଂକୁ ବେଶ ପସନ୍ଦ କରୁଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏକ…
ଏନ୍ସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ
ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ ନାରାୟଣଙ୍କୁ ୨୦୨୪ ଯାଏ ନିୟମିତ ନିଯୁକ୍ତି ଦେଇଛନ୍ତି। ସେ ପରବର୍ତ୍ତୀ ଆଦେଶ କିମ୍ବା ଅବସର…
କିଏ କାମୁଡ଼େ ନଖ ତ କିଏ ଗାଧୋଇବାକୁ ଡରେ
ମୁମ୍ବାଇ: ଦୁନିଆରେ ଏପରି ଅଜବ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ଅନେକ ଅଦ୍ଭୁତ କାର୍ଯ୍ୟସବୁ କରିଥାନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବଲିଉଡ୍ ଷ୍ଟାର୍ମାନେ ମଧ୍ୟ ଏପରି କିଛି ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ପ୍ରଶଂସକମାନେ ବଲିଉଡ୍ ସେଲିବ୍ରିଟିଙ୍କ ଜୀବନଶୈଳୀ ବିଷୟରେ ଜାଣିବା…
ଡ୍ରେସ୍ ଦୋକାନରେ ଧସେଇ ପଶିଲା ଦ୍ରୁତ ଗତିରେ ଥିବା ବାଇକ୍, ପରେ ଯାହା ହେଲା ଦେଖିଲେ…
ପ୍ରତ୍ୟେହ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ହାସ୍ୟାସ୍ପଦ ହୋଇଥିବାବେଳେ କେତେକ ଚକିତ କରିଥାଏ। କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଏହି କ୍ରମରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ…
ଏଣିକି ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅ ପାଇବେ ଚାକିରି
ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…
ନ୍ୟୁଜିଲାଣ୍ଡକୁ କାହିଁକି କୁହାଯାଉଛି ‘ସାଇଲେଣ୍ଟ କିଲର୍’
ଆବୁଧାବି,୧୧।୧୧: ଟି-୨୦ ବିଶ୍ୱକପ୍ ୨୦୨୧ ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଦଳ ପ୍ରଥମ ଥର ଫାଇନାଲ ଖେଳିବାକୁ ଯାଉଛି। ଟି-୨୦ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ କେହି ଭାବି ନ ଥିଲେ ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିବାରେ ପ୍ରଥମ…
ଦୁଇ ସିଂହୀ ମିଶି ବିଶାଳକାୟ ସିଂହ ଉପରେ କଲେ ଭୟଙ୍କର ଆକ୍ରମଣ, ଲୋମଟାଙ୍କୁରା ଭିଡିଓ ଦେଖିଲେ…
ଯେତେବେଳେ ‘ଜଙ୍ଗଲର ରାଜା’ ସିଂହ କାହା ଉପରେ ଆକ୍ରମଣ କରେ, ସେତେବେଳେ ତା କବଳରୁ ବଞ୍ଚିବା କଷ୍ଟକର। କିନ୍ତୁ ଯେତେବେଳେ ସିଂହ ଶିକାର ପାଲଟେ ତେବେ ସେହି ଦୃଶ୍ୟ କିପରି ହେବ ତାହା ଥରେ ଭାବନ୍ତୁ ତ? ସୋସିଆଲ ମିଡିଆରେ ଏପରି…
କଙ୍ଗନାଙ୍କ ୱେଡିଂ ପ୍ଲାନିଂ
ମୁମ୍ବାଇ: ବଲିଉଡ୍ରେ ଏବେ ବିବାହର ଚର୍ଚ୍ଚା ଚାଲିଛି । କ୍ୟାଟ୍ରିନା କୈଫ ଭିକ୍କି କୌଶଲ ତ ପୁଣି ରାଜକୁମାର ରାଓ ଓ ପତ୍ରଲେଖା ଏମାନେ ଏବେ ବିବାହା କରିବେ ବୋଲି ପ୍ରସ୍ତୁତି ଯୋର ସୋରରେ ଚଳାଇଛନ୍ତି । ଏମିତି ସମୟରେ ଅଭିନେତ୍ରୀ…
ଏହି ଫୁଲରେ ବସେ ନାହିଁ ଭଅଁର
ଫୁଲ ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି। ଫୁଲରେ ଭଅଁର ବସିଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ମାତ୍ର ଏମିତି ଫୁଲ ଅଛି, ଯାହା ଉପରେ ଭଅଁର ବସେ ନାହିଁ। ଏପରି ଫୁଲ ହେଉଛି ଚମ୍ପା। ଏହା ଉପରେ ଭଅଁର ବସେ ନାହିଁ।…
ମିଳିଗଲା ଯୋଡ଼ି
ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସେ ଆଗଉଛନ୍ତି। ଆଉ ସେତିକିବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ନବାଗତ ପ୍ରଯୋଜକ…
Archives


