କୁକୁର ସହ ରିଲ୍ କରୁଥିଲେ ଯୁବତୀ, ରାଗିଗଲା କୁକୁର; ଆଉ ତା’ ପରେ…
ଆଜିକାଲି ସୋସିଆଲ ମିଡିଆରେ ରିଲ୍ କରିବା ଏକ ଟ୍ରେଣ୍ଡ ଚାଲିଛି। ଯେତେବେଳେ ଲୋକେ ଟିକେ ସୁଯୋଗ ପାଉଛନ୍ତି, ସଙ୍ଗେ ସଙ୍ଗେ ରିଲ୍ ତିଆରିରେ ମାତିଯାଆନ୍ତି। ଏବେ ଏମିତି ଦୃଶ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। କେହି ଅଫିସରେ ରିଲ୍ କରୁଛନ୍ତି ତ…
ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିବ ଅଙ୍ଗନଓ୍ବାଡି କେନ୍ଦ୍ର
ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ହେବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଗୁରୁବାର ମହିଳା ଓ ଶିଶୁ କଲ୍ୟାଣ…
ଯୁବତୀଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚିନ୍ତାରେ ଏହି କ୍ରିକେଟର୍: କ୍ରିକେଟ୍ରୁ ନେଲେ ବ୍ରେକ୍
ସିଡନୀ,୨୬।୧୧: ମାନସିକ ସ୍ବାସ୍ଥ୍ୟକୁ ଦର୍ଶାଇ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଟିମ ପେନ କ୍ରିକେଟରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି। ସମ୍ପ୍ରତି, ଜଣେ ଯୁବତୀଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଏବଂ ବାର୍ତ୍ତା ପଠାଇଥିବାରୁ ଦୁଃଖ ପ୍ରକାଶ କରି ପେନ୍…
ଦୀର୍ଘ ଦିନର ପ୍ରେମିକାଙ୍କ ହାତ ଧରିଲେ ଅଲରାଉଣ୍ଡର
ଭାରତୀୟ ଅଲରାଉଣ୍ଡର ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ଶ୍ରେୟାସ ଗୋପାଳ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନିକିତା ଶିବଙ୍କୁ ବିବାହ କରିଛନ୍ତି। ଶ୍ରେୟାସ ଏବଂ ନିକିତା ପରସ୍ପର ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ନିକିତାଙ୍କୁ ୧୧…
ଅର୍ଦ୍ଧଶତକ ହାସଲ ପରେ ଗିଲ୍ କହିଲେ-ମୁଁ ବଡ଼ ଭୁଲ କରିଦେଲି
କାନପୁର,୨୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାସତ୍ତ୍ୱେ ସେ ଏକ ଭୁଲ୍ କରିଥିବା କହିଛନ୍ତି। ୫୨ ରନ ସ୍କୋର କରିବା ପରେ ଗିଲଙ୍କୁ ଜେମିସନ ବୋଲ୍ଡ ଥିତ୍ଲେ।…
ବୋଲ୍ଡ ଲୁକ୍ରେ ନଜର ଆସିଲେ ପ୍ରିୟଙ୍କାଙ୍କ ମ୍ୟାନେଜର
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ବୋଲ୍ଡ ଲୁକ୍ ପାଇଁ ଜଣାଶୁଣା। ଏପରିକି ପ୍ରିୟଙ୍କାଙ୍କ ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲ୍କୁ ଅନୁକରଣ କରିଥାନ୍ତି। କିନ୍ତୁ ଜାଣନ୍ତି କି ପ୍ରିୟଙ୍କାଙ୍କ ମ୍ୟାନେଜର ବି ବଲିଉଡ୍ ଅଭିନେତ୍ରୀଙ୍କଠାରୁ କୌଣସି ଗୁଣରେ…
ସୌଦି ଆରବ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ସିଧାସଳଖ ପ୍ରବେଶ ପାଇଁ ଦେଲା ଅନୁମତି
ରିୟାଦ,୨୬ ।୧୧: ସୌଦି ଆରବ ଡିସେମ୍ବର ୧ରୁ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ଦେଶରେ ସିଧାସଳଖ ପ୍ରବେଶ ଅନୁମତି ପ୍ରଦାନ କରିଛି । ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହାର ଦେଶର ଯାତ୍ରୀ ସୌଦି ଆରବରେ ପ୍ରବେଶ କରିବାକୁ…
ଛାଡପତ୍ର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରିୟଙ୍କା
ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ଛାଡପତ୍ରକୁ ନେଇ ଗୁଜବ ଖବର ପ୍ରକାଶ ପାଉଛି। ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟ୍ରୁ ‘ଜୋନାସ’ ସରନେମ୍ ହଟାଇବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ନିକ ଏବଂ…
ଶୀତ ଦିନେ ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ ….
ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା ଅନେକେ ସୌଖୀନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହିଛି। ମାତ୍ର…
ଉତ୍ତର କୋରିଆରେ ଲେଦର ଜ୍ୟାକେଟ ପିନ୍ଧିବା ମହଙ୍ଗା ପଡିପାରେ
ପୋଙ୍ଗୟାଙ୍ଗ,୨୬ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ନିଜ ଦେଶର ଜନତାଙ୍କ ପାଇଁ ଏକ ଅଦ୍ଭୁତ ନିୟମ ଲାଗୁ କରିଛନ୍ତି । ନିକଟରେ ତାଙ୍କ ପସନ୍ଦର ଲେଦର କୋର୍ଟର ନକଲ କରିବାରୁ ସେ ରାଗି ଯାଇଥିଲେ, ଆଉ…
ଥରିଲା ଭାରତ-ମିଆଁମାର ସୀମା
ନୂଆଦିଲ୍ଲୀ,୨୬।୧୧: ଭାରତ-ମିଆଁମାର ସୀମାରେ ଶୁକ୍ରବାର ଭୂକମ୍ପ ଅନୁମଭୂତ ହୋଇଛି। ସକାଳ ପ୍ରାୟ ୫.୩୦ରେ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳର ୧୭୫ କିଲୋମିଟର ପୂର୍ବରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ବୋଲି ଜଣାପଡିଛି। ଏହା ପୂର୍ବରୁ ଆଜି ସକାଳ…
ଖୁର୍ସିଦଙ୍କ ପୁସ୍ତକ ନିଷେଧ ଆବେଦନ ଖାରଜ
ନୂଆଦିଲ୍ଲୀ, ୨୬।୧୧: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୂତନ ପୁସ୍ତକକୁ ନିଷେଧ କରିବା ଲାଗି ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଭାବାବେଗକୁ ଆଘାତ ଲାଗୁଥିଲେ ଉକ୍ତ ପୁସ୍ତକ ନ ପଢ଼ି ଅଲଗା କିଛି ପଢ଼ିବା ଲାଗି ହାଇକୋର୍ଟ…
Archives


