Home Left

ସ୍ବାମୀ ମୃତ୍ୟୁର ୨ଘଣ୍ଟା ପରେ ଜନ୍ମ ହେଲା ଝିଅ

ନାକଟିଦେଉଳ, ୧୦ା୧୧(ବୈକୁଣ୍ଠନାଥ ସାହୁ): ବିଧିର ବିଧାନ ବଡ଼ ବିଚିତ୍ର। ବାଇକ୍‌ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁର ୨ଘଣ୍ଟା ପରେ କନ୍ୟା ସନ୍ତାନ ଜନ୍ମଦେଲେ ସ୍ତ୍ରୀ। ଏପଟେ ଜନ୍ମର କେଇ ଘଣ୍ଟା ପୂର୍ବରୁ ବାପଛେଉଣ୍ଡ ହୋଇଗଲା ନିଷ୍ପାପ ଶିଶୁ। ଆସନ୍ନ ପ୍ରସବା ସ୍ତ୍ରୀଙ୍କୁ ଦେଖି…

ଶିଶୁକନ୍ୟାଙ୍କ ଜରୁରୀ ସାମାଜିକ ନିରାପତ୍ତା

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ସଦସ୍ୟା ସୁରଭି ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ିକର୍ମୀ ରଶ୍ମିତା ପାତ୍ର, ସ୍ବାସ୍ଥ୍ୟକର୍ମୀ ପ୍ରୀୟଦର୍ଶନୀ ମିଶ୍ର, ଶିଶୁ…

ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଲେ ଛାତ୍ରୀଛାତ୍ର: ଜିଲାପାଳଙ୍କୁ ଜଣାଇବା ପାଇଁ ଚାଲିଲେ ୬ କିଲୋମିଟର

କୋରାପୁଟ,୧୦।୧୧(ଅମିତାଭ ବେହେରା) ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟର ଛାତ୍ରୀଛାତ୍ର ଇତିହାସ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ସମାଧାନ ନହେବାରୁ ସୋମବାର ଜାତୀୟ ରାଜପଥ ଉପରେ ୬ କିଲୋମିଟର ଚାଲି ପହଞ୍ଚିଥିଲେ ଜିଲାପାଳଙ୍କ କାର୍ଯ୍ୟାଳୟ। ପାଠପଢ଼ାକୁ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ: ଚାଳକ ମୃତ

ବାଲିଗୁଡ଼ା,୧୦।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଗଛରେ ବାଇକ୍‌ ପିଟିହେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳ…

ନିଲାମ ପୂର୍ବରୁ ଏହି ୫ ଖେଳାଳିଙ୍କୁ ରିଲିଜ୍‌ କରିବ KKR! କୋଟି କୋଟି ଟଙ୍କା ଦେଇ କିଣିଥିବା ଏହି…

ନୂଆଦିଲ୍ଲୀ,୧୦।୧୧: IPL ୨୦୨୬ ନିଲାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, ବିଶେଷକରି କୋଲକାତା ନାଇଟ ରାଇଡର୍ସ ପାଇଁ। ଗତ ସିଜିନରେ, KKR ଅଧିନାୟକତ୍ୱକୁ ନେଇ ବହୁତ ବିତର୍କ ହୋଇଥିଲା, ଶେଷରେ ଅଜିଙ୍କ୍ୟ ରାହାଣେଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। KKR ଟେବୁଲରେ ଅଷ୍ଟମ…

ପୋଷାକକୁ ନେଇ ଟ୍ରୋଲ୍ ହେବା ପରେ ମୁହଁ ଖୋଲିଲେ ଅମୃତା ଫଡନଭିସ୍

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ଙ୍କ ପତ୍ନୀ, ବ୍ୟାଙ୍କର ଓ ସମାଜସେବୀ ଅମୃତା ଫଡନଭିସ୍ ଗଣେଶ ଚତୁର୍ଥୀ ଶେଷ ହେବା ପରେ ଜୁହୁ ବିଚ୍ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଯୋଗ…

ସାମ୍ନାକୁ ଆସିଲା IPL ୨୦୨୬ ନିଲାମ ତାରିଖ, ଭେନ୍ୟୁ: କେବେ, କେଉଁଠି ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: ଆଇପିଏଲ ୨୦୨୬ ମିନି ନିଲାମ ଆବୁଧାବିରେ ହୋଇପାରେ। ରିପୋର୍ଟ ହୋଇଥିଲା ଯେ ବିସିସିଆଇ ଡିସେମ୍ବର ୧୫-୧୬ ରେ ନିଲାମ କରିପାରେ। ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ନିଲାମ ଡିସେମ୍ବର ତୃତୀୟ ସପ୍ତାହରେ ହୋଇପାରେ। ଯଦି ଏହା ହୁଏ, ତେବେ…

ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

ଭୁବନେଶ୍ୱର,୧୦।୧୧: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ECIଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି କରିଛନ୍ତି।…

ଅନିଶ୍ଚିତ ମଧ୍ୟରେ ମହମ୍ମଦ ଶାମି ଭବିଷ୍ୟତ! ଏହି ସିରିଜରେ ଖେଳିବାକୁ କରିଥିଲେ ମନା

ମୁମ୍ବାଇ,୧୦।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନେଇ ବିବାଦ ଓ ଅନିଶ୍ଚିତତା ଦେଖାଦେଇଛି। ଜାତୀୟ ଚୟନକର୍ତ୍ତାଙ୍କ ସହ ଯୋଗାଯୋଗ ନେଇ ବିବାଦ ଲାଗିରହିଥିବା ବେଳେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ…

ବିଗିଡିଲା ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ,୧୦।୧୧: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଖରାପ ଅଛି। ତାଙ୍କୁ ଗତ ସପ୍ତାହରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ କିଛି ଦିନ ଧରି ଆଇସିୟୁରେ ଅଛନ୍ତି। କିନ୍ତୁ, ଆଜି ସକାଳେ ତାଙ୍କ ଅବସ୍ଥା ଆହୁରି ଖରାପ…

IPL ଖେଳାଳିଙ୍କୁ ହତ୍ୟା ଧମକ: ଫୋନ କରି ବ୍ଲାକମେଲ କଲେ ଯୁବତୀ, ଘଟଣା ସମ୍ପର୍କରେ ଜାଣିଲେ…

ନୂଆଦିଲ୍ଲୀ, ୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା କ୍ରିକେଟର ବିପରାଜ ନିଗମଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏକ ଅଜଣା ଅନ୍ତର୍ଜାତୀୟ ନମ୍ବରରୁ ବାରମ୍ବାର କଲ୍‌ ଆସୁଛି। ଜଣେ ମହିଳା ତାଙ୍କୁ ବ୍ଲାକମେଲ କରୁଥିବାର ଖବର ମିଳୁଛି।…

ଧୋନୀଙ୍କ ଏକ ଅଟୋଗ୍ରାଫ ପ୍ରଶଂସକଙ୍କୁ କଲା କୋଟିପତି, ୩ କୋଟି ଟଙ୍କାରେ ପହଞ୍ଚିଗଲା ୩ ଲକ୍ଷ ଟଙ୍କାର ବାଇକ!

ନୂଆଦିଲ୍ଲୀ, ୧୦।୧୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କେବଳ କ୍ରିକେଟ ପଡ଼ିଆରେ ତାଙ୍କର ଶାନ୍ତ ଆଚରଣ ପାଇଁ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କ ସମ୍ପର୍କ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ଏକ ଭିଡିଓ ସୋସିଆଲ ମିୃିଆରେ ଭାଇରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri