ବଲିଉଡ୍ରେ ଏଣ୍ଟ୍ରି କରିବେ ନିକ୍!
ମୁମ୍ବାଇ: ବଲିଉଡ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନାସ ଖୁବ୍ଶୀଘ୍ର ବଲିଉଡ୍ରେ ପ୍ରବେଶ କରିବେ । ନିକଟରେ ଏକ ସାକ୍ଷାତକାରରେ ନିକ୍ ବଲିଉଡ ଫିଲ୍ମର ବେଶ୍ ପ୍ରଶଂସା କରିଛନ୍ତି। ଆଉ ସେ କହିଛନ୍ତି ଯେ, ଏଠାକାର ଫିଲ୍ମ ବେଶ୍ ପ୍ରେରଣାଦାୟକ।…
କାଟ୍ରିନା-ଭିକିଙ୍କ ମଧ୍ୟରୁ କାହା ରୋଜଗାର ଅଧିକ
ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଖବର ଆଜିକାଲି ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛି। ଉଭୟ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଉଛି। ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି।…
ବାତିଲ୍ ହେଲା ୯୫ ଟ୍ରେନ୍
ଭୁବନେଶ୍ୱର,୨।୧୨(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହେବ । ଶୁକ୍ରବାର କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ । ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ…
‘ତୁମେ ମୋ ଜୀବନ ବଦଳାଇ ଦେଲ’
ନୂଆଦିଲ୍ଲୀ,୨ା୧୨: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ୩୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍ର ପେଜ୍ରେ ତାଙ୍କର କିଛି ପୁରୁଣା ଫଟୋ ଶେୟାର କରିବା ସହ ସ୍ତ୍ରୀ ସୀମାଙ୍କ ଉଦ୍ଦେଶ୍ୟରେ କିଛି ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି।…
ଅଧୁରା ରହିଲା ଆଶା
ବେଳେବେଳେ ଏ ମନ ଯାହା ଚାହେଁ ତାହା ପୂରଣ ହୋଇ ନ ଥାଏ। ଠିକ୍ ସେମିତି ପାଠ ପଢ଼ିବା ସମୟରେ ୟାମି ଗୌତମ ଭବଷ୍ୟତରେ କ’ଣ କରିବାକୁ ଲକ୍ଷ୍ୟ ରଖିଥିଲେ ଜାଣନ୍ତି ? ଓକିଲାତି ପଢ଼ିବାକୁ ତାଙ୍କର ଆଶା ଥିଲା। କିନ୍ତୁ…
ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନର ପ୍ରସ୍ତୁତି: ଉପକୂଳବାସୀଙ୍କ ସତର୍କ ରହିବାକୁ ନିର୍ଦ୍ଦେଶ
ଛତ୍ରପୁର,୨ା୧୨(ଡି.ଏନ୍.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଜି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାର ସମୁଦ୍ର ତଟବର୍ତ୍ତୀ ଓ ନଦୀ କୁଳିଆ ଅଞ୍ଚଳର ବ୍ଲକ…
ଏହି ବୟସର ଲୋକଙ୍କୁ ‘ଓମିକ୍ରନ’ ଆଶଙ୍କା ବେଶୀ
କେପଟାଉନ୍,୨।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଆଣ୍ଟ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ୨୦ରୁ ଅଧିକ ଦେଶରେ ଏହାର ଭାରିଆଣ୍ଟ ଦେଖିବାକୁ ମିଳିଛି। ଏହି ନୂତନ ଭାରିଆଣ୍ଟ ନେଇ ଦକ୍ଷିଣ ଆଫ୍ରିକାର…
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ବର,୨।୧୨(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନର ଆଜି ୨ୟ ଦିନ। ଆରମ୍ଭ ହେଉ ହେଉ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ କରାଯାଇଛି ।…
ତୋ ପ୍ରେମରେ..
ଓଡ଼ିଆ ମ୍ୟୁଜିକ ଆଲବମ୍ ‘ତୋ ପ୍ରେମରେ’କୁ ନେଇ ଚର୍ଚ୍ଚା। ଜିତ୍ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟବହୁଳ ମ୍ୟୁଜିକ୍ ଭିଡିଓ ନଭେମ୍ବର ଶେଷ ସପ୍ତାହରେ ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ ହୋଇ ସାଉଁଟିଛି ଅନେକ ପ୍ରଶଂସା। ଏହାର ଭିଜୁଆଲରେ ଅଭିନୟ କରିଛନ୍ତି ଆକ୍ଟର-କମ୍-ଆଙ୍କରର୍…
ପୁଣି ୧୦୩ ଟଙ୍କା ବଢ଼ିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୨।୧୨: ଡିସେମ୍ବର ପହିଲାରେ ନୂଆ ଗ୍ୟାସ ଦର ପ୍ରକାଶ ପାଇଛି। ଦେଶର ପ୍ରମୁଖ ଗ୍ୟାସ ବିତରଣ କମ୍ପାନୀର ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୩ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ଘରୋଇ ଗ୍ୟାସ ସିଲିଣ୍ଡରର ଦର ପୂର୍ବପରି…
ଅଡୁଆ କରିଛି ବୋଲ୍ଡ ଶଟ୍
ମହେଶ ତନୟା ଆଲିୟା ଭଟ୍ଟ ଦୋଛକିରେ ପଡ଼ିଯାଇଛନ୍ତି। କାରଣ କ’ଣ ଜାଣନ୍ତି ? ନିକଟରେ ତାଙ୍କୁ ଏକ ନୂଆ ସିନେମା ଅଫର ମିଳିଛି। ପୁଣି ଏହି ଫିଲ୍ମ ପାଇଁ ତାଙ୍କୁ ଅଧିକ ପାରିଶ୍ରମିକ ମିଳିବ ବୋଲି ଶୁଣାଯାଉଛି। ହେଲେ ଏଥିରେ ଗୋଟିଏ…
ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା
ନୂଆଦିଲ୍ଲୀ,୨।୧୨: ଫର୍ଚୁନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଭାରତର ୫୦ଟି ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଏହା ପ୍ରକାଶ ପାଇଛି। ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା ହୋଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ…
Archives


