ବୋଲ୍ଡ ଲୁକ୍ରେ ଇଲିଆନା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଇଲିଆନା ଡି-କ୍ରୁଜ ଫଟୋ ଏବଂ ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏବେ ସେ ମାଲଦ୍ୱୀପରେ ଛୁଟିଦିନ କାଟୁଛନ୍ତି ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ଗ୍ଲାମରସ ଲୁକ୍ର ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳୁଛି । ଯାହା…
ଜାଣନ୍ତୁ କେଉଁମାନେ ନେଇପାରିବେ ବୁଷ୍ଟର ଡୋଜ୍
ନୂଆଦିଲ୍ଲୀ,୨ା୧୨: ଦେଶରେ କରୋନାର ନୂଆ ଭାଇରସ୍ ଓମିକ୍ରନ୍କୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତ ଡ୍ରଗ୍ସ କଣ୍ଟ୍ରୋଲରକୁ କୋଭିଶିଲ୍ଡର ବୁଷ୍ଟର ଡୋଜ୍ ମଞ୍ଜୁରୀ ପାଇଁ ଆବେଦନ କରିଛି। ତେବେ ଜାଣନ୍ତୁ କେଉଁମାନେ ଏହି…
ପ୍ରେମ ପାଇଁ…
ପ୍ରେମରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ବେଳେବେଳେ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ। ଏକ ସତ ଘଟଣା ଉପରେ ଆଧାରିତ ପ୍ରେମ କାହାଣୀ, ଯେଉଁଥିରେ କେବଳ ଲଭ୍ ନୁହେଁ, ପ୍ରତିଶୋଧ ଏବଂ ଭାବପ୍ରବଣତା ମଧ୍ୟ ରହିଛି। ଏହାକୁ ନେଇ ନିର୍ମିତ ହୋଇଛି ନୂଆ…
ଶୀତରେ ଥରୁଛି ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି,୨ା୧୨(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳୁ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ପାରଦ ଖସିଆସିଛି। ଯାହାକି ଚଳିତବର୍ଷର ସବୁଠାରୁ କମ୍ ତାପମାତ୍ରା…
ଚେୟାରରେ ବସି ଜାତୀୟ ସଙ୍ଗୀତ ଗାଇଲେ ମମତା: ମାମଲା ରୁଜୁ କଲା ଭାଜପା
ମୁମ୍ବାଇ,୨।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଭାଜପା ଜାତୀୟ ସଂଗୀତକୁ ଅପମାନିତ କରିଥିବା ଅଭିଯୋଗ ଆଣିଛି। ଏନେଇ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଛି ଭାଜପା। ମୁମ୍ବାଇ ଗସ୍ତରେ ମମତା ବାନାର୍ଜୀ ଚେୟାରରେ ବସି ଜାତୀୟ ସଙ୍ଗୀତ ଗାନ…
ବିବାହ ପରେ ଫିଲ୍ମ ଛାଡ଼ିବେ କାଟ୍ରିନା!
ମୁମ୍ବାଇ: ବଲିଉଡ୍ର ବାର୍ବି ଡଲ୍ କୁହାଯାଉଥିବା କାଟ୍ରିନା କୈଫ୍-ଭିକି କୌଶଲଙ୍କ ବିବାହକୁ ନେଇ ଆଜିକାଲି ଜୋର୍ ଚର୍ଚ୍ଚା ଚାଲିଛି। କୁହାଯାଉଛି, ଡିସେମ୍ବର ୯ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ଚାରିଆଡ଼େ ଚର୍ଚ୍ଚା।…
ତୋ ନା ରେ ମୋର ହଁ
ଚଳିତ ବର୍ଷର ନୂଆ ଓଡ଼ିଆ ସିନେମା ତାଲିକାରେ ଆଉ ଏକ ଟାଇଟଲ ସାମିଲ ହୋଇଛି। ତାହା ହେଲା ‘ତୋ ନା ରେ ମୋର ହଁ’। ଜୋକର ପ୍ଲସ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହେବା ସହ ଶୁଟିଂ ମଧ୍ୟ…
ପୃଥ୍ବୀ ଶ’ଙ୍କୁ ଦିଲ୍ଲୀ ଦଳରେ ରଖିବା ପରେ ଗର୍ଲଫ୍ରେଣ୍ଡ ଖୁସିରେ କଲେ ଏମିତି କାମ
ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ କେବଳ ତାଙ୍କ ଚମତ୍କାର ବ୍ୟାଟିଂ ବିଷୟରେ ନୁହେଁ, ବରଂ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶ’ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୨୦୨୨ ଆଇପିଏଲ୍ ପାଇଁ ରିଟେନ…
ମାଛଧରା ବନ୍ଦର ନିର୍ମାଣ ନେଇ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ
ଛତ୍ରପୁର,୨ା୧୨(ଡି.ଏନ୍.ଏ.): ପ୍ରସ୍ତାବିତ ମାଛଧରା ବନ୍ଦର ଓ ଛତ୍ରପୁର କଲେଜରେ ବିଭିନ୍ନ ପଦବୀ ପୂରଣ ସମ୍ପର୍କରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଧାନସଭାରେ ପ୍ରଶ୍ନ କରିଛନ୍ତି । ସୂଚନାନୁସାରେ, ଛତ୍ରପୁର ନିର୍ବାଚନମଣ୍ଡଳୀର ଆର୍ଯ୍ୟପଲ୍ଲୀଠାରେ ପ୍ରସ୍ତାବିତ ମାଛଧରା ବନ୍ଦର ନିର୍ମାଣ ନିମନ୍ତେ କ’ଣ…
ବଲିଉଡ୍ରେ ଏଣ୍ଟ୍ରି କରିବେ ନିକ୍!
ମୁମ୍ବାଇ: ବଲିଉଡ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନାସ ଖୁବ୍ଶୀଘ୍ର ବଲିଉଡ୍ରେ ପ୍ରବେଶ କରିବେ । ନିକଟରେ ଏକ ସାକ୍ଷାତକାରରେ ନିକ୍ ବଲିଉଡ ଫିଲ୍ମର ବେଶ୍ ପ୍ରଶଂସା କରିଛନ୍ତି। ଆଉ ସେ କହିଛନ୍ତି ଯେ, ଏଠାକାର ଫିଲ୍ମ ବେଶ୍ ପ୍ରେରଣାଦାୟକ।…
କାଟ୍ରିନା-ଭିକିଙ୍କ ମଧ୍ୟରୁ କାହା ରୋଜଗାର ଅଧିକ
ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଖବର ଆଜିକାଲି ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛି। ଉଭୟ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଉଛି। ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି।…
ବାତିଲ୍ ହେଲା ୯୫ ଟ୍ରେନ୍
ଭୁବନେଶ୍ୱର,୨।୧୨(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହେବ । ଶୁକ୍ରବାର କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ । ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ…
Archives


