Posted inଜାତୀୟ

‘କୁ’ରେ ସେଲ୍ଫ-ଭେରିଫିକେଶନ

ନୂଆଦିଲ୍ଲୀ, ୭।୪: ମାଇକ୍ରୋବ୍ଲଗିଂ ତଥା ସୋସିଆଲ ନେଟଓ୍ବର୍କିଂ ଆପ୍ଲିକେଶନ ‘କୁ’ ସେଲ୍ଫ ଭେରିଫିକେଶନ ଫିଚର ଆଣିଛି। କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏହି ସୁବିଧା ଆଣିବାରେ ‘କୁ’ ପ୍ରଥମ। ସରକାରଙ୍କ ଦ୍ୱାରା ଅନୁମୋଦିତ ପରିଚୟପତ୍ର ଯଥା ଆଧାର କାର୍ଡର ବ୍ୟବହାର ଦ୍ୱାରା ଯେ କୌଣସି ବ୍ୟକ୍ତି ‘କୁ’ରେ ସେମାନଙ୍କ ପ୍ରୋଫାଇଲ୍‌କୁ ନିଜେ ଭେରିଫାଏ କରିପାରିବେ। ମାତ୍ର ୩୦ ସେକେଣ୍ଡରେ ୟୁଜର୍ସଙ୍କ ଆକାଉଣ୍ଟ ଭେରିଫାଏ ହୋଇପାରିବ ବୋଲି ‘କୁ’ ପକ୍ଷରୁ କୁହାଯାଇଛି। ଏହାପରେ ‘କୁ’ ଯୁଜର୍ସଙ୍କ ପ୍ରୋଫାଇଲରେ ବ୍ଲୁ ଟିକ୍‌ ମାର୍କ ଦେଖିବାକୁ ମିଳିବ। ଭେରିଫିକେଶନ ସହ ଜଡ଼ିତ ୟୁଜର୍ସଙ୍କ କୌଣସି ତଥ୍ୟକୁ ‘କୁ’ ଷ୍ଟୋର କରିବ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ…

ଲକ୍ଷ୍ନୌ,୯।୧୧: ଅକ୍ଟୋବର ୩ରେ, ଲଖିମପୁର ଖେରିରେ କୃଷକମାନେ ଏକ କାର୍‌ ଦ୍ୱାରା ଚାପି ହୋଇଯିବା ଘଟଣାରେ ଏକ ନୂଆ ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ଫୋରେନ୍ସିକ...

ପ୍ରବଳ ତାତି: ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଲା

ହାଇଦ୍ରାବାଦ୍‌, ୨।୬:ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧିଯୋଗୁ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍‌ ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁସଂଖ୍ୟା ସର୍ବାଧିକ...

କୃଷକଙ୍କ ପାଇଁ ଖୁସି ଖବର: ଆରମ୍ଭ ହେଲା ରେଳ ସେବା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୭।୮: ଭାରତୀୟ ରେଳ ବିଭାଗ ଶୁକ୍ରବାର କିଷାନ୍‌ ରେଳ ସେବାର ଶୁଭାରମ୍ଭ କରିଛି। ଏହି ପାର୍ଶଲ ଟ୍ରେନ୍‌ ମହାରାଷ୍ଟ୍ରର ନାସିକ ଜିଲାର ଦେଭଲାଲୀରୁ ପାଟନାର...

ଅକ୍ଟୋବର-୨ରୁ ଭାରତ ଯୋଡୋ ଯାତ୍ରା

ଜୟପୁର,୧୫।୫: ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରର ଶେଷ ଦିନରେ ଦଳର ଜାତୀୟ ସଭାପତି ସୋନିଆ ଗାନ୍ଧୀ ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ଏହି...

ଆଜି କର୍ନାଟକ ଉପନିର୍ବାଚନ

ବେଙ୍ଗାଲୁରୁ,୫ା୧୨(ପି.ଟି.): କର୍ନାଟକ ବିଧାନସଭାର ୧୫ ଆସନ ଲାଗି ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।...

କ୍ୟାପଟେନଙ୍କୁ ଟାର୍ଗେଟ୍‌ କଲେ ପ୍ରିୟଙ୍କା

ଜଳନ୍ଧର,୧୩।୨: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରବିବାର ନିର୍ବାଚନ ପ୍ରଚାର ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି। ସର୍ବପ୍ରଥମେ, ସେ ନାଭି ସୋଚ ନଭା ପଞ୍ଜାବ ସମାବେଶକୁ ସମ୍ବୋଧିତ...

କରୋନା ଗ୍ରାଫ୍‌ ତଳ ମୁହାଁ…

ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...

ରାଷ୍ଟ୍ରପତି ଅସୁସ୍ଥ: ଛାତିରେ ଯନ୍ତ୍ରଣା ଯୋଗୁ ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୬।୩: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି...

Advertisement
Archives

Model This Week