କିମିଆ କରୁଛି ‘ଲାଇଗର’ର ଝଲକ୍; ଆପଣ ବି ଦେଖନ୍ତୁ…
ବମ୍ବେ: ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ପ୍ରଶଂସକ ଭେଟି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେଭେରାକୋଣ୍ଡାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଇଗର’ର ଝଲକକୁ ରିଲିଜ କରାଯାଇଛି। ନିର୍ମାତାମାନେ ଦର୍ଶକଙ୍କ ଉତ୍କଣ୍ଠା ସହ ନୂତନ ବର୍ଷର ସମୟକୁ ଦୃଷ୍ଟିରେ ରଖି ଏହାକୁ ରିଲିଜ…
ଏତେ ତାରିଖ ଥାଇ ଜାନୁୟାରୀ ୧ରେ କାହିଁକି ପାଳନ କରାଯାଏ ନୂଆବର୍ଷ, ଜାଣନ୍ତୁ…
ଇଂରାଜୀ ନୂଆବର୍ଷ ପାଇଁ ପ୍ରସ୍ତୁତି ଜୋର୍ସୋରରେ ଚାଲିଛି କିନ୍ତୁ କରୋନା ମହାମାରୀ ଲୋକଙ୍କ ଉତ୍ସବରେ ଏକପ୍ରକାର ବାଧା ସୃଷ୍ଟି କରିଛି। ତଥାପି ଲୋକମାନେ ନୂତନ ବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ। ୧ ଜାନୁୟାରୀ ୨୦୨୨କୁ ଅପେକ୍ଷା କରିଛନ୍ତି। ଅନେକ ଲୋକ ପୁରୁଣା…
ଏଣିକି ଅଫ୍ଲାଇନ୍ ନୁହେଁ ସବୁ ଅନ୍ଲାଇନ୍
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଏଣିକି ଅଫ୍ଲାଇନ୍ ନୁହେଁ ଅନ୍ଲାଇନ୍ରେ ଡିଏଲ୍ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍ ଭଳି ସବୁ କାମ ହେବ। ନୂଆବର୍ଷଠାରୁ ପରିବହନ ବିଭାଗରେ ନୂଆ ସଂସ୍କାର ଅଣାଯିବ। ତଦନୁଯାୟୀ ଆର୍ଟିଓଗୁଡ଼ିକ ଦଲାଲ ମୁକ୍ତ ହେବ। ଅଫ୍ଲାଇନ୍ରେ ହୋଇଆସୁଥିବା କାର୍ଯ୍ୟଗୁଡ଼ିକରେ ଦଲାଲଙ୍କ…
ନାଇଟ୍ କର୍ଫ୍ୟୁ ଗାଇଡ୍ଲାଇନ୍ରେ ସଂଶୋଧନ; ଜାଣନ୍ତୁ କାହାକୁ ମିଳିଲା ଅନୁମତି
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଜିରୋ ନାଇଟ୍, ନୂଆବର୍ଷ ପାଇଁ ଜାରି ହୋଇଥିବା ନାଇଟ୍ କଫ୍ୟୁ ଗାଇଡ୍ଲାଇନ୍ରେ ସଂଶୋଧନ କରାଯାଇଛି। ଏସ୍ଆର୍ସିଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହି ସମୟରେ ଜରୁରୀ ସେବା ଅଧିକାରୀଙ୍କ ଅନୁମତି ମିଳିବ ବୋଲି କୁହାଯାଇଛି। ତେବେ ସଂଶୋଧିତ ନିୟମ ଅନୁଯାୟୀ,…
ହସ୍ପିଟାଲରୁ ଘରକୁ ଫେରିଲେ ଗାଙ୍ଗୁଲି
କୋଲକାତା,୩୧ ।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ସେ କରୋନାରେ ସଂକ୍ରମିତ ହୋଇଥିବା ବେଳେ କୋଳକାତା ସ୍ଥିତ ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗାଙ୍ଗୁଲିଙ୍କ କରୋନା ଟେଷ୍ଟ ରିପୋର୍ଟ…
ସତ୍ୟପାଠ ଦାଖଲ କରିବେ ପଞ୍ଚାୟତ ପ୍ରାର୍ଥୀ, ସାର୍ବଜନୀନ ହେବ…
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଏଥିସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସାର୍ବଜନୀନ ମଧ୍ୟ କରାଯିବ। ଏନେଇ ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି। ତେବେ ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି…
ପୁଣି ପରଦାକୁ ଫେରିବେ ଅନୁଷ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୨ରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁଷ୍କା ପୁଣି ଫେରିବେ। ନିକଟରେ ଅନୁଷ୍କା ୩ ପ୍ରୋଜେକ୍ଟରେ ସାଇନ୍ କରିବାକୁ ଯାଉଛନ୍ତି। ସେଥିମଧ୍ୟରୁ ଦୁଇଟି ସିନେମା ହଲ୍ରେ…
ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟାଙ୍ଗି ନୂଆବର୍ଷକୁ କରାଯାଏ ସ୍ବାଗତ, ପଛରେ ରହିଛି ଏହି କାରଣ
ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ…
ସାମ୍ନାକୁ ଆସିଲା ଓମିକ୍ରନର ୨ ନୂଆ ଲକ୍ଷଣ
ଲଣ୍ଡନ,୩୧।୧୨: ବିଶ୍ୱରେ ଓମିକ୍ରନ୍ ବୃଦ୍ଧି ମାମଲା ଚିନ୍ତା ବଢାଇ ଦେଇଛି। ଥଣ୍ଡା ବୃଦ୍ଧି ସହିତ ଏହାର ବିପଦ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, ଓମିକ୍ରନର ଲକ୍ଷଣଗୁଡ଼ିକୁ ଚିହ୍ନିବା ପାଇଁ ଆବଶ୍ୟକତା ଆହୁରି ବଢିଯାଇଛି। ଓମିକ୍ରନର ଲକ୍ଷଣ ଥଣ୍ଡା ଭଳି, କିନ୍ତୁ ଏହା…
ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିରି,୩୧ା୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ତଥ୍ୟ ଅନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ସାମଗ୍ରୀ ଥିବା ବିଶେଷ ସୂତ୍ରରୁ ଖବର…
ଏପରି ସ୍ବତନ୍ତ୍ର ଡୁଡଲ୍ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍; ଥରେ ଛୁଇଁ କରି ଦେଖନ୍ତୁ…
ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି କ୍ରମରେ ଗୁଗଲ୍ ସ୍ବତନ୍ତ୍ର ଭାବେ ଆନିମେଟେଡ୍ ଡୁଡଲ୍ କରି ୨୦୨୧କୁ ବିଦାୟ ଜଣାଇଛି। ପ୍ରତ୍ୟେକ…
ଚତୁର୍ଥୀ ରାତିରେ କନ୍ୟାଙ୍କ ପେଟରେ ହେଲା ଯନ୍ତ୍ରଣା: ସତ ଜଣାପଡିବା ପରେ…
ମିରଟ,୩୧।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ରୋଚକ ଘଟଣା ଘଟିଛି। ନବବିବାହିତ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଜଣେ ବ୍ୟକ୍ତି ତାଙ୍କର ପାଞ୍ଚ ମାସର ଗର୍ଭବତୀ ଝିଅକୁ ପିପଲି ଖେଡାର ଜଣେ ଯୁବକଙ୍କୁ ଠକାମି କରି ବିବାହ କରିଥିଲେ। ବିବାହର…
Archives


