ବ୍ରେକ ଫେଲ୍ ଯୋଗୁ ଦୁର୍ଘଟଣାର ଶିକାର ହେଲେ ତନୁଶ୍ରୀ

ମୁମ୍ବାଇ: ନିଜର ଗ୍ଲାମରସ ଲୁକରେ ବଲିଉଡରେ ଚାର ଚାନ୍ଦ ଲଗାଉଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ବଡ ପରଦାଠାରୁ ଦୂରେଇ ଯାଇଛନ୍ତି ସତ । ହେଲେ ତାଙ୍କ ଅଭିନୟ କଳାରେ ସେ ଏବେବି ଦର୍ଶକଙ୍କ ନିକଟରେ ରହିଛନ୍ତି ଜଣେ ସଫଳ ଅଭିନେତ୍ରୀର ପରିଚୟ ନେଇ । ବଲିଉଡ ଦୁନିଆରେ ନିଜର ଗ୍ଲାମରକୁ ନେଇ ପରଚିତ ଥିବା ଏହି ଅଭିନେତ୍ରୀ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏକଥା ସେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା ମହାକାଳ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିବାର ହୋଇଥିବା କାହିଛନ୍ତି । ଏହାସହ ସେ ଦୁର୍ଘଟଣାର କାରଣବି କହିଛନ୍ତି । ତନୁଶ୍ରୀ କହିଛନ୍ତି ବ୍ରେକ୍ ଫେଲ ହେବାରୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଛି । ଏହାର ଏକ ଫଟୋବି ସେ ଶେୟାର କରିଛନ୍ତି । ତାଙ୍କର ପ୍ରଶଂସକମାନେ ଏହି ଖବର ଜାଣିବା ପରେ ତନୁଶ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ

ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍‌ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍‌ଠାରୁ ଆରମ୍ଭ...

ପ୍ରିୟଙ୍କା-ଶାହରୁଖ୍‌ଙ୍କ ସହ ଷ୍ଟେଜ୍‌ରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଶାହାରୁଖ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି। ମାତ୍ର ୧୭ ବର୍ଷ ତଳେ ଏହି ଦୁଇ କଳାକାରଙ୍କ...

କଟ୍ରିନାଙ୍କ ଭଳି ଦେଖାଯାଉଥିବା ଯୁବତୀ ଜଣକ କିଏ..

ମୁମ୍ବାଇ,୨୯।୯: ବହୁ ଅଭିନେତା ଓ ଅଭିନେତ୍ରୀଙ୍କ ଡ୍ୟୁପ୍ଲିକେଟ ରହିଛନ୍ତି। ଠିକ୍‌ ସେହିପରି ଏବେ କଟ୍ରିନାଙ୍କ ଚେହେରା ପରି ମିଶୁଥିବା ଜଣେ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ...

ଟୁଇଟ୍‌ କରି ଟ୍ରୋଲ ହେଲେ ଅଭିନେତ୍ରୀ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଫିଲ୍ମଟି ୧୧ ମାର୍ଚ୍ଚରେ ସିନେମା ହଲରେ ରିଲିଜ୍‌ ହେବା ପରେ...

ବିବାହ କରିବାକୁ ଘରୁ ଲୁଚି ପ୍ରଳାଇ ଆସିଥିଲେ ଅର୍ଚ୍ଚନା

ମୁମ୍ବାଇ: ‘ ଦ କପିଲ ଶର୍ମା’ ଶୋରେ ଏଥର ଚର୍ଚ୍ଚିତ ଯୋଡିଙ୍କୁ ଦେଖିବାକୁ ମିଳିବ। ଯେଉଁଥିରେ ଅଛନ୍ତି ଅର୍ଚ୍ଚନା ପୁରନ ସିଂ ଓ ପରମିତ ସେଠୀ,...

ଅଭିଜିତ୍‌ ପଲ୍‌ଙ୍କ ‘ଆମ୍‌ ଆଇ’ ଶ୍ରେଷ୍ଠ

ନୂଆଦିଲ୍ଲୀ, ୨୨ା୮: ଅଭିଜିତ୍‌ ପଲ ନିର୍ଦ୍ଦେଶିତ ‘ଆମ୍‌ ଆଇ’ ଶ୍ରେଷ୍ଠ ଶର୍ଟ ଫିଲ୍ମ ଭାବେ ବିବେଚିତ ହୋଇଛି। ଦ୍ୱିତୀୟ ସ୍ଥାନରେ ଦେବୋଜୋ ସଞ୍ଜୀବ ନିର୍ଦ୍ଦେଶିତ ‘ଅବ୍‌...

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ

ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍‌ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର...

ଶାହାରୁଖଙ୍କ ସୁପରହିଟ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଜୁହି ଚାୱଲା: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ମଧ୍ୟରେ କିଛି ସମାନ ଘଣଟା ଘଟିଥିବା ଶୁଣିବାକୁ ମିଳିଥିଲା। ଯଦିଓ...

Advertisement
Archives

Model This Week