ଟ୍ରୋଲିଂ ପରେ ଓଜନ କମାଇ ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ

ବମ୍ବେ: ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ତିନି ମାସ ପରେ ମୋଟା ହୋଇଯିବାକୁ ନେଇ ଟ୍ରୋଲ ହୋଇଥିଲେ ହରନାଜ୍‌ ସାନ୍ଧୁ। ଟ୍ରୋଲିଂକୁ ନେଇ ସେ କଡ଼ା ଜବାବ ମଧ୍ୟ ଦେଇଥିଲେ। ହେଲେ ଏବେ ସେ ପୁଣି ଥରେ ନିଜ ଟ୍ରାନ୍ସଫର୍‌ମେଶନ୍‌କୁ ନେଇ ଚର୍ଚ୍ଚାରେ। କାରଣ ଏବେ ଭାଇରାଲ ହେଉଥିବା ତାଙ୍କର କିଛି ଫଟୋରେ ସେ ପୂର୍ବଭଳି ବେଶ ପତଳି ଲାଗୁଛନ୍ତି। ଏହାକୁ ଦେଖି ପ୍ରଶଂସକ ତାଙ୍କୁ ସୁନ୍ଦରୀ ବୋଲି ପ୍ରତିକ୍ରିୟା ଦେଉଛନ୍ତି। ତେବେ ସେଲିଆକ୍‌ ନାମକ ରୋଗରେ ପୀଡ଼ିତ ଥିବା ଯୋଗୁ ହର୍‌ନାଜ ମୋଟା ହୋଇଯାଇଥିଲେ। ହେଲେ ତାଙ୍କୁ ଟ୍ରୋଲ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଜ୍‌ ଉପରେ ବାରମ୍ବାର ଝାଳ ପୋଛୁଥିଲେ, ପାଣି ପିଉଥିଲେ; ଶେଷରେ ପଡ଼ି ଯାଇ…

ବମ୍ବେ: ମୃତ୍ୟୁ ଏକ ଅନିମନ୍ତ୍ରିତ ଅତିଥି। ସେ ଲୁଚିଛପି କେତେବେଳେ ଯେ ଆସିଯାଏ କହିହୁଏନା। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣକୁମାର...

ଲକ୍‌ଡାଉନ ପ୍ରଭାବ: ବଡ଼ ପରଦାରେ ରିଲିଜ୍‌ ହେବ ନାହିଁ ଫିଲ୍ମ ‘ଗୁଲାବୋ ସିତାବୋ’

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିବାରୁ ବହୁ ଫିଲ୍ମ ଶୁଟିଂ ଓ...

ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ...

ପୁଣି ପ୍ରେମରେ ପଡିଲେ ନେହା କକ୍କର!

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍‌ ଅପ୍‌ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ...

ସିଜାନ ମହମ୍ମଦଙ୍କୁ କଠୋର ଦଣ୍ଡ ଦିଆଯାଉ: ତୁନିଶାଙ୍କ ମା’

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।...

‘ଫିଲ୍ମ ବଡ କଷ୍ଟରେ ନିର୍ମାଣ କରାଯାଇଥାଏ…’: ମୋଦିଙ୍କ ବୟାନକୁ ନେଇ ଅକ୍ଷୟଙ୍କ ରିଆକ୍ସନ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ତାଙ୍କ ଦଳର ନେତାଙ୍କୁ ଉପଦେଶ ଦେଇଛନ୍ତି । ମୋଦି କହିଥିଲେ ଫିଲ୍ମକୁ ନେଇ ଓଲଟା ସିଧା ବୟାନ ଦେବା...

ପ୍ରଥମ ଦେଖାରେ ଏହି ସୁନ୍ଦରୀଙ୍କୁ ହୃଦୟ ଦେଇ ବସିଥିଲେ ପରେଶ ରାଓ୍ବଲ: ମଣ୍ଡପ ନୁହେଁ ଗଛମୂଳରେ କରିଥିଲେ ବିବାହ

ବମ୍ବେ: ବଲିଉଡ୍‌ର ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ବ୍ୟକ୍ତିଗତ ଜୀବନ ଖବର ଶିରୋନାମା ପାଲଟିଛି। ଏସବୁରୁ ସବୁଠୁ ବେଶି ଚର୍ଚ୍ଚିତ ହୋଇଥାଏ ସେମାନଙ୍କ ପ୍ରେମ...

୬୪ ବର୍ଷ ବୟସରେ ପରଦାରେ ଅନ୍ତରଙ୍ଗ ଦୃଶ୍ୟ କରିବାର ଅନୁଭବ ବଖାଣିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ତାରକା ଜ୍ୟାକି ଶ୍ରଫ ହିନ୍ଦୀ ସିନେମାର ଏକ ଜଣାଶୁଣା ନାମ। ଜଗ୍ଗୁ ଦାଦା ବୋଲି ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ନିକଟରେ ଜ୍ୟାକି ଶ୍ରଫ ତାଙ୍କର...

Advertisement
Archives

Model This Week