ଓଡ଼ିଶା କ୍ୟାଡର ୭୩ ଆଇଏଏସ୍, ଆଇପିଏସ୍, ଆଇଆର୍ଏସ୍ ଅଫିସରଙ୍କୁ ଭର୍ଚୁଆଲ ତାଲିମ
ଭୁବନେଶ୍ୱର,୧୫ା୧(ବ୍ୟୁରୋ): ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାର ପରିଚାଳନା ନିମନ୍ତେ ଓଡ଼ିଶାରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୋଲିସ ସେବା (ଆଇପିଏସ୍) ଏବଂ ଭାରତୀୟ ରାଜସ୍ବ ସେବା (ଆଇଆରଏସ୍)…
ଅଲୱର ନାବାଳିକା ମାମଲାର ନୂଆ ମୋଡ: ଭିନ୍ନ କଥା କହୁଛି ମେଡିକାଲ ବୋର୍ଡ ଯାଞ୍ଚ ରିପୋର୍ଟ
ଅଲୱର,୧୫ ।୧: ରାଜସ୍ଥାନର ଅଲୱରରେ ମାନସିକ ବିକାର ଗ୍ରସ୍ତ ଜଣେ ନାବାଳିକାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଅନୁମାନ କରାଯାଉଥିଲା କି ସେ ବଳାତ୍କାରର ଶିକାର ହୋଇଛନ୍ତି । ହେଲେ ଶୁକ୍ରବାର ପୋଲିସ କହିଛି ଏହି ମାମଲାରେ ମେଡିକାଲ ବୋର୍ଡ…
ଗାଁରେ ଜମିଲାଣି ଗହଳି
ଭୁବନେଶ୍ୱର,୧୫ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ଭରିଯାଇଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଛାଇଗଲାଣି। ଛକ, ହାଟ ବଜାରରେ ଆଶାୟୀ ପ୍ରାର୍ଥୀମାନେ ନିଜର ପୋଷ୍ଟର ଓ ବ୍ୟାନର ମାରି ନିର୍ବାଚନ…
ଢିଙ୍କିଆ ଗ୍ରାମବାସୀଙ୍କୁ ପୋଲିସର ଲାଠିମାଡ଼କୁ କଂଗ୍ରେସର ନିନ୍ଦା
ଭୁବନେଶ୍ୱର,୧୫।୧(ବ୍ୟୁରୋ): ଜଗତ୍ସିଂହପୁର ଜିଲା ଅନ୍ତର୍ଗତ ଢିଙ୍କିଆରେ ଜିନ୍ଦଲର ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠାକୁ ଗ୍ରାମବାସୀ ବିରୋଧ କରି ଆସୁଥିବାବେଳେ ଶୁକ୍ରବାର ପୁଣି ପୋଲିସ ସହ ମୁହଁାମୁହିଁ ହୋଇଛନ୍ତି। ପୋଲିସ ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ଲାଠିମାଡ଼ ସହ ବର୍ବରୋଚିତ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ…
ଢିଙ୍କିଆବାସୀ-ପୋଲିସ ସଂଘର୍ଷ
କୁଜଙ୍ଗ,୧୫ା୧(ଡି.ଏନ୍.ଏ.): ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜଗତ୍ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦକୁ ନେଇ ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ଢିଙ୍କିଆ ଗଁାର ବହୁ ଲୋକ ପରସ୍ପର ମୁହଁାମୁହିଁ…
୬ ସିନିୟର ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର,୧୫ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିସୁଟ୍ର ଦ୍ୱିତୀୟ ବର୍ଷ ଛାତ୍ର ମାନସ ସିଂଙ୍କୁ ମାଡ଼ ଘଟଣାରେ କର୍ତ୍ତୃପକ୍ଷ ସମ୍ପୃକ୍ତ ୬ଜଣ ସିନିୟର ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ସେମିଷ୍ଟର ପରୀକ୍ଷାରେ ସେମାନଙ୍କ ଗୋଟିଏ ଲେଖାଏ ଗ୍ରେଡ୍ ପଏଣ୍ଟ କଟାଯିବ।…
କୁଜଙ୍ଗ ବନାଞ୍ଚଳରେ ୩୯,୧୨୩ ବିଦେଶାଗତ ପକ୍ଷୀ
ପାରାଦୀପ,୧୫ା୧(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା କୁଜଙ୍ଗ ବନାଞ୍ଚଳ ପକ୍ଷରୁ ଚାଲିଥିବା ପକ୍ଷୀଗଣନା କାର୍ଯ୍ୟକ୍ରମ ଶୁକ୍ରବାର ଶେଷ ହୋଇଛି। ଏହି ଅବସରରେ କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିବା ୪ ସ୍ଥାନରେ ପକ୍ଷୀଗଣନା ହୋଇଥିଲା। ଚଳିତବର୍ଷ ଏଠାକୁ ସମୁଦାୟ ୩୯,୧୨୩ ବିଦେଶାଗତ ପକ୍ଷୀ ଆସିଛନ୍ତି। ଗତବର୍ଷ…
ଜାଲିକାଟୁ ପ୍ରତିଯୋଗୀତା ସମୟରେ ଜଣଙ୍କର ମୃତ୍ୟୁ, ୮୦ ଆହତ
ମଦୁରାଇ,୧୫ ।୧: ତାମିଲନାଡୁ ମଦୁରାଇର ଅଭନିୟାପୁରମରେ ଅନୁଷ୍ଠିତ ହୋଇଥିବା ଜାଲିକାଟୁ ପ୍ରତିଯୋଗୀତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ହେବା ସହ ୮୦ ଆହତ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରେ ରହିଛନ୍ତି…
ଅରୁଣ ବୋଥ୍ରା କରୋନା ସଂକ୍ରମିତ
ଭୁବନେଶ୍ୱର,୧୫।୧(ବ୍ୟୁରୋ): ପରିବହନ କମିଶନର ଅରୁଣ ବୋଥ୍ରା କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ପ୍ରାୟ ୨ ବର୍ଷ ହେଲା କୋଭିଡ୍ରୁ ବର୍ତ୍ତିଯାଇଥିଲେ ମଧ୍ୟ ଶେଷରେ ତା’ ହାବୁଡ଼ରେ ପଡ଼ିଲି। ସେ…
ଆଲ୍ଲୁଙ୍କ ଲୁକ୍କୁ ନେଇ ଫିଦା ହେଲେ ଏହି କ୍ରିକେଟର,କଲେ ଏମିତି…
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଏବେ ବକ୍ସ ଅଫିସରେ ଧମାକାଦାର କଲେକ୍ସନ କରିଛି। ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ବଢିଛି। ଅଭିନେତା ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ଫିଲ୍ମକୁ ଦେଖିବାକୁ ପସନ୍ଦ…
ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର: ଜଣଙ୍କ ଜୀବନ ଗଲା, ୬ ଗୁରୁତର
ପୁରୀ ଅଫିସ,୧୪।୧: ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର । ଚାଲିଗଲା ଜଣଙ୍କ ଜୀବନ। ଗୁରୁତର ହୋଇଛନ୍ତି ୬ ଜଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସାତପଡ଼ା ରାଜପଥ ରେବଣା ନୂଆ ଗାଁଠାରେ। ଉକ୍ତ କାରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଅଟକ…
ପୁଣି ଫେରିଲେ ରାଜ୍
ବମ୍ବେ: ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ସେ। ଏହାପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ଡରି ରାଜ୍ଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ…
Archives


