‘ଗୁଡ୍‌ ମର୍ନିଂ’ କହି ଟ୍ରୋଲ୍‌ ହେଲେ ବିଗ୍‌-ବି

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ବ୍ଲଗ ସାହାଯ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରନ୍ତି। ବେଳେବେଳେ ବିଗ୍‌-ବି ଏମିତି କିଛି ପୋଷ୍ଟ କରନ୍ତି, ଯାହାକୁ ନେଇ ସେ ଟ୍ରୋଲ ହୋଇଥାନ୍ତି। ଗତ ରବିବାର ଦିନ ପ୍ରାୟ ୧୧.୩୦ ସମୟରେ ଫେସବୁକରେ ତାଙ୍କ ପ୍ରଶଂସକମାନଙ୍କୁ ‘ଗୁଡ୍‌ ମର୍ନିଂ’ ଶୁଭେଚ୍ଛା ଜଣାଇଥିଲେ ଅମିତାଭ। କିଛି ପ୍ରଶଂସକ ମଧ୍ୟାହ୍ନରେ ‘ଗୁଡ୍‌ ମର୍ନିଂ’ କହିବା ପାଇଁ ତାଙ୍କୁ ଟ୍ରୋଲ କରିଥିଲେ।
ଏହାର ଜବାବରେ ବିଗ୍‌ ବି କହିଛନ୍ତି, ତୁମର ଏହି ଅପମାନ ପାଇଁ ମୁଁ କୃତଜ୍ଞ। କିନ୍ତୁ ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲି, ଆଜି ସକାଳେ ଶୁଟିଂ ଶେଷ ହୋଇଛ। ସେଥିପାଇଁ ମୁଁ ବିଳମ୍ବରେ ଉଠିଲି, ତେଣୁ ମୁଁ ଉଠିବା ମାତ୍ରେ ‘ଗୁଡ୍‌ ମର୍ନିଂ’ କହିଦେଲି। ଯଦି ଏହା ଆପଣଙ୍କୁ ଏହା ଖରାପ ଲାଗିଲା, ମୁଁ କ୍ଷମା ମାଗୁଛି।
ଅମିତାଭ ବଚ୍ଚନ ଖୁବ ଶୀଘ୍ର ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ୍‌ନଜର ଆସିବେ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ସଲମାନଙ୍କ ‘ଟାଇଗର ୩’

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର-୩’ ପାଇଁ ଦର୍ଶକମାନେ ଅପେକ୍ଷା କରି ବସିଛନ୍ତି। ତେବେ ଏହି ସିନେମା ଚଳିତବର୍ଷ ଦୀପାବଳିରେ...

ଡ୍ରଗ୍ସ କାରବାରରେ ଗିରଫ ହେଲେ ଏହି ଅଭିନେତ୍ରୀ

ସ୍ୟାଣ୍ଡେଲଉଡ୍‌ ଡ୍ରଗ୍ସ କାରବାର ଘଟଣାର ତଦନ୍ତ ଜାରି ରଖିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ପୋଲିସ। ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ପୋଲିସ କନ୍ନଡ ଅଭିନେତ୍ରୀ ସଞ୍ଜନା...

ଅନ୍‌ଲାଇନ୍‌ କ୍ଲାସ୍‌ରେ ହିନ୍ଦୀ ଶିଖୁଛନ୍ତି ଏହି ଷ୍ଟାର୍‌ କିଡ୍‌

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ...

ବିବାହ ନ କରି ବି ମା’ ହେଲେ ଏହି ଅଭିନେତ୍ରୀ

ବମ୍ବେ: ମା’ ହେଲେ ଟେଲି ଅଭିନେତ୍ରୀ, ହୋଷ୍ଟ ତଥା ଭିଜେ ଅନୁଷା ଦାଣ୍ଡେକର। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛି। ଅନୁଷା ନିଜେ ଏକ...

ହ୍ରିତିକଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି କାର୍ତ୍ତିକ! ଗୋଟିଏ ଶବ୍ଦରେ…

ବମ୍ବେ: ସୈଫ ଲଳନା ସାରା ଅଲି ଖାଁଙ୍କ ପରେ ଏବେ ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। କିଛି ଏଭଳି...

ଜନତା କର୍ଫ୍ୟୁକୁ ଆଜି ପୂରିଲା ବର୍ଷେ: ଏମିତି ଥାଳି ବଜାଇଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: କରୋନା ସଂକ୍ରମଣ ଏବେ ଦେଶରେ ପୁଣି ବଢ଼ିବାରେ ଲାଗିଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା କରୋନା। କରୋନା...

ହସ୍ପିଟାଲରେ ‘କଚା ବାଦାମ’ ଗାୟକ ଭୁବନ ବାଦ୍ୟକର

ବୀରଭୂମ,୧।୩: ପଶ୍ଚିମବଙ୍ଗର ବୀରଭୂମରେ କାଚା ବାଦାମ ଖ୍ୟାତିସମ୍ପନ୍ନ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ଦୁର୍ଘଟଣା...

ନ୍ୟୁଡ ଫଟୋ ଭାଇରାଲ ପରେ ରଣବୀରଙ୍କୁ ପୋଷାକ ଦେଲେ ଲୋକେ

ବଲିଉଡ୍‌ ଅଭିନେତା ରଣବୀର ସିଂ ମାଗାଜିନ ପାଇଁ ନ୍ୟୁଡ ଫଟୋଶୁଟ୍‌ କରି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ନ୍ୟୁଡ ଫଟୋ ପାଇଁ କେତେକ ତାଙ୍କୁ ପ୍ରଶଂସା...

Advertisement
Archives

Model This Week