Home Left

ଜଣଙ୍କ ପାଇଁ ଅନ୍ୟ ଖେଳାଳିଙ୍କୁ ସାମ୍ପେନ୍‌ ଖୋଲିବାକୁ ମନା କଲେ

ହୋବାର୍ଟ,୧୭।୧: ନିକଟରେ ଶେଷ ହୋଇଥିବା ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୪-୦ରେ ବିଜୟୀ କରାଇବା ପରେ ଅନେକ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଅଧିନାୟକ ପାଟ କୁମିନ୍ସ। ଇଂଲଣ୍ଡକୁ ୫ମ ଟେଷ୍ଟରେ ହରାଇବା ପରେ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ଦିଆଯାଇଥିଲା ଆଶେସ ଟ୍ରଫି। ଏହାପରେ…

ଭୋଟ୍‌ ବର୍ଜନ କରିବେ ଚିଟ୍‌ଫଣ୍ଡ ଜମାକରୀ

ବରଗଡ଼ ଅଫିସ୍‌,୧୭।୧: ଚିଟଫଣ୍ଡ୍‌ ସଂସ୍ଥାରେ କ୍ଷତିଗ୍ରସ୍ତ ଜମାକାରୀମାନେ ଏପର୍ଯ୍ୟନ୍ତ ସେମାନଙ୍କ ଜମାଟଙ୍କା ଫେରି ପାଇନାହାନ୍ତି। ଏହାକୁ ନେଇ ସମ୍ପୃକ୍ତ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଚିଟଫଣ୍ଡ୍‌ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ବରଗଡ଼ ଜିଲା ଜିଲାପାଳ ଅଫିସ ଆଗରେ ଧାରଣା…

ଐତିହାସିକ ସିରିଜ୍‌ ଜିତିଲା ଆୟର୍ଲାଣ୍ଡ

ଜାମାଇକା,୧୭।୧: ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଅପ୍ରତ୍ୟାଶିତ ଭାବେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି ଆୟର୍ଲାଣ୍ଡ। ବିଦେଶରେ ଆଇସିସିର କୌଣସି ପୂର୍ଣ୍ଣ ସଦସ୍ୟ ବିପକ୍ଷରେ ଏହା ଦଳର ପ୍ରଥମ ସିରିଜ୍‌ ବିଜୟ।…

ଭାଙ୍ଗିଦେଲେ ୬ ଘର

ଚମ୍ପୁଆ,୧୭ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ରେ ହାତୀ ଉପଦ୍ରବ ନିୟମିତ ଭାବେ ଲାଗି ରହିଛି। କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି।  ରବିବାର ରାତିରେ ଦୁଇ…

ଚାକିରି ନାଁରେ ଠକେଇ

ବ୍ରହ୍ମପୁର ଅଫିସ,୧୭।୧: ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇ ଠକିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଏକ ଘରୋଇ ସଂସ୍ଥାର କାଯ୍ୟାଳୟରେ। ଖବର ପାଇ ଗୋଷାଣୀ ନୂଆଗାଁ ପୋଲିସ ଚଢ଼ାଉ କରିଛି । କ୍ରିଷ୍ଣା ସାଇ…

ଖୋର୍ଦ୍ଧା ଆସୁଥିବା ବେଳେ ଧରାପଡ଼ିଲା ୯୩୦ କେଜି ଗଞ୍ଜେଇ

ବ୍ରହ୍ମପୁର ଅଫିସ,୧୭।୧: ଅବକାରୀ ବିଭାଗ ସୋମବାର ଗଞ୍ଜାମ ଜିଲା ସଦର ଥାନା ଅଧୀନ ମହୁରୀକଳୁଆ ଛକ ନିକଟରୁ ୯୩୦ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେ ହେଲେ ଗଜପତି ଜିଲା…

ମଦ ନିଶାରେ ସ୍ତ୍ରୀଙ୍କୁ ଏପରି କହିଥିଲେ କପିଲ, ଭିଡିଓ ଦେଖିଲେ…

କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ମଦ ନିଶାରେ ନିଜ ସ୍ତ୍ରୀଙ୍କ ସହ ସେ କ’ଣ କରିଥିଲେ…

ଓ୍ବେଷ୍ଟଇଣ୍ଡିଜ ସିରିଜ୍‌ରେ ଖେଳିପାରନ୍ତି ରୋହିତ

ନୂଆଦିଲ୍ଲୀ,୧୭।୧: ଭାରତୀୟ ହ୍ବାଇଟ୍‌ ବଲ କ୍ୟାପଟେନ ରୋହିତ ଶର୍ମା ବାମ ଗୋଡ଼ ମାଂସପେଶୀ ଜନିତ ସମସ୍ୟାରୁ ଧିରେ ଧିରେ ମୁକୁଳୁଛନ୍ତି। ଆଶା କରାଯାଉଛି, ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୬ଟି ସୀମିତ ଓଭର ମ୍ୟାଚ୍‌ ଲାଗି ୩୩ ବର୍ଷୀୟ…

ନିଶା କାରବାର ରୋକିବ ଟାକ୍ସ ଫୋର୍ସ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟରେ ଡ୍ରଗ୍ସ ଚାଲାଣ ରୋକିବା ନେଇ ଟାକ୍ସ ଫୋର୍ସ ଗଠନ କରାଯିବ। ଏହି ଟାକ୍ସ ଫୋର୍ସ ଅବସରପ୍ରାପ୍ତ ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ହେବ। ମୁଖ୍ୟ ସଚିବ ଓ ଫୋର୍ସ ଅଧ୍ୟକ୍ଷଙ୍କ ନେତୃତ୍ୱରେ କୋର୍ଡିନେଶନ କମିଟି ହେବା ନେଇ ସୂଚନା ରହିଛି।…

ଗଞ୍ଜାମରେ ନାମାଙ୍କନପତ୍ର ଦାଖଲ କଲେ ଆଶାୟୀ ପାର୍ଥୀ

ଛତ୍ରପୁର,୧୭।୧(ଡି.ଏନ୍‌.ଏ.):୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲାରେ ଆଜିଠାରୁ ୬୯ ଜିଲା ପରିଷଦ ସଭ୍ୟ, ୫୦୩ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ, ୭୦୯୯ ୱାର୍ଡ ମେମ୍ବର ପାଇଁ…

ଉତ୍ତରାଖଣ୍ଡରେ କଂଗ୍ରେସକୁ ବଡ ଝଟକା

ଡେରାଡୁନ,୧୭ ।୧: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । ନୈନିତାଲର ପୂର୍ବତନ ବିଧାୟିକା ତଥା ମହିଳା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷା ସରିତା ଆର୍ଯ୍ୟ କଂଗ୍ରେସ ଛାଡି ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି ।…

ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାଧୁରୀ

ମୁମ୍ବାଇ: କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୮୩ ବର୍ଷିୟ ବିରଜୁ ମହାରାଜ ରବିବାର ଓ ସୋମବାର ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri