Home Left

ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ

ଆରଡ଼ି, ୧୭।୧ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ମୁଆଁ ଗାଁରେ ରବିବାର ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ଯୁବକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ…

ସ୍ୱାମୀ ତ ରହିଲେନି, ଟଙ୍କା ଆଉ କ’ଣ ହେବ

ଭଦ୍ରକ ଅଫିସ, ୧୭ା୧- “ଜୀବନ ତ ବଞ୍ଚାଇ ହେଲାନି। ଆଉ ଚିକିତ୍ସା ପାଇଁ ମିଳିଥିବା ସହାୟତା ରାଶି କ’ଣ ହେବ। ଏହି ଟଙ୍କା ହୁଏତ ଆଉ କାହା ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ” ଏଭଳି କହି କୋଭିଡ୍‌ରେ ପ୍ରାଣ ହରାଇଥିବା ଭଦ୍ରକ…

ଆଇପିଏଲ୍‌ରେ ଖେଳିବେ ନାହିଁ ଷ୍ଟୋକ୍ସ

ଲଣ୍ଡନ,୧୭।୧: ବିଶ୍ୱର ଅଗ୍ରଣୀ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟବୋଝକୁ ନିୟନ୍ତ୍ରିତ ରଖିବା ପାଇଁ ଏବଂ ମାନସିକ ସ୍ତରରେ ନିଜକୁ ଫ୍ରେଶ ରଖିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିବା…

୧୨ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିଲା ବାଘ ଛାଲ,ତା’ପରେ…

ଦେବଗଡ଼,୧୭।୧ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରୁ ଦେବଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସୋମବାର ଏକ ଚିତାବାଘର ଛାଲ ଜବତ କରିଛି। ଏହା ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବାଘ…

ସରକାରରେ ଥାଇ ସରକାରୀ ଦଳକୁ ଚେତାବନୀ ଦେଲା ଭାଜପା

ପାଟଣା,୧୭।୧: ବିହାରର ମେଣ୍ଟ ସରକାରରେ ନୂଆ ବିବାଦ ଦେଖାଦେଇଛି। ଜଣେ ବରିଷ୍ଠ ଭାଜପା ନେତା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳକୁ ସୀମା ନ ଲଙ୍ଘିବାକୁ ଚେତାବନୀ ଦେଇଛନ୍ତି। ନ ହେଲେ ବିହାରରେ ଥିବା ୭୬ ଲକ୍ଷ ଭାଜପା କର୍ମୀ ତା’ର ଜବାବ…

ପ୍ରଥମ ଦିନରେ ୮୭୭୨ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବୃୟାରୀ ୧୬ରେ ହେବ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସୋମବାର ନାମାଙ୍କନ ପତ୍ର ଦାଖଲ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ପ୍ରଥମ ଦିନରେ ୮୭୭୨ ଜଣ ପାର୍ଥୀ…

ବିଷ ପିଇଲେ ନବ ବିବାହିତା

ଦେବଗଡ଼,୧୭।୧(ଡି.ଏନ୍‌.ଏ.): ଦେବଗଡ଼ ଆଦର୍ଶ ଥାନା ଅଧୀନ ରମ୍ଭେଇ ଡାହିପାଳ ଗ୍ରାମର ନବଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାହିପାଳ ଗ୍ରାମର ଅଶୋକ ସାମାଡ ଏବଂ ଦନ୍ତାରିବାହାଲ ଗ୍ରାମର…

 ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଆପ୍‌

ନୂଆଦିଲ୍ଲୀ,୧୭।୧: ଆମ ଆଦମୀ ପାର୍ଟି ମଙ୍ଗଳବାର ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପାର୍ଥୀଙ୍କ ନାମ ଘୋଷଣା କରିବେ। ଏନେଇ ମଙ୍ଗଳବାର ପଞ୍ଜାବର ମୋହାଲିଠାରେ ଏକ ଖବରଦାତା ସମ୍ମିଳନୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ପଞ୍ଜାବ…

ୟୁଏଇ ବିସ୍ଫୋରଣରେ ୨ ଭାରତୀୟ ମୃତ

ନୂଆଦିଲ୍ଲୀ,୧୭।୧: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ପେଟ୍ରୋଲ ଟ୍ୟାଙ୍କ ବିସ୍ଫୋରଣରେ ୨ ଭାରତୀୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆହୁରି ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦେଶର ଅନ୍ୟତମ ବୃହତ୍‌ ତେଲ ସଂରକ୍ଷଣ…

ଶେଷରେ ଆଖି ବୁଜିଲା ଅସୁସ୍ଥ ଓଟ

କୋକସରା,୧୭ା୧(ଡି.ଏନ.ଏ) : କିଛି ତଳେ କୋକସରା ବ୍ଲକ ଗମ୍ଭାରୀଗୁଡା ଛକ ଯାତ୍ରୀ ବିଶ୍ରାମଗାର ନିକଟରେ ଏକ ସଂକଟାପନ୍ନ ଅବସ୍ଥାରେ ଏକ ଓଟକୁ ଛାଡି ମାଲିକ ଫେରାର ହୋଇଯାଇଥିଲା । ସ୍ଥାନୀୟ କିଛି ଯୁବକ ଅସୁସ୍ଥ ଓଟର ଯତ୍ନ ନେବାସହ ପଶୁ ଡାକ୍ତରଙ୍କୁ…

ଭାକ୍ସିନ ନ ନେଲେ ଫ୍ରେଞ୍ଚ ଓପନରେ ଏଣ୍ଟ୍ରି ନାହିଁ

ପ୍ୟାରିସ,୧୭।୧: ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ମଧ୍ୟ ବାଦ୍‌ ଦିଆଯାଇପାରେ। ତାଙ୍କୁ ଫ୍ରାନ୍ସର ନୂଆ ଭାକ୍ସିନ ପାସ ଆଇନରୁ କୌଣସି ଛାଡ଼ ମିଳିବ ନାହିଁ ବୋଲି ଦେଶର କ୍ରୀଡ଼ା…

ରିଲିଜ୍‌ ହେବ ଫିଲ୍ମ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ତେବେ ଅଲ୍ଲୁଙ୍କ ଆଉ ଏକ ସୁପରହିଟ୍‌ ଫିଲ୍ମ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ ଜାନୁୟାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri