କଥା ପକ୍କା ହୋଇଗଲା, ଖାଲି ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଅଲି ଗୋନୀ ଏବଂ ଜସ୍ମିନ ଭସିନ। ଏକାଠି ଅନେକ ରିଆଲିଟି ଶୋ’ରେ ନଜର ଆସିଥିବା ଏହି ଯୋଡ଼ି ଏବେ ସମ୍ପର୍କକୁ ଆଉ ପାଦେ ନେବାକୁ ଚାହାନ୍ତି। ସେଥିପାଇଁ ଉଭୟ ପରିବାରଲୋକଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଦୁହେଁ ବେଶ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଅଲି ଏନେଇ ପ୍ରଶଂସକଙ୍କୁ ମଧ୍ୟ ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସେ କହିଛନ୍ତି, ଶେଷରେ କଥା ପକ୍କା ହୋଇଗଲା। ମୁଁ ଏବଂ ଜସ୍ମିନ ପିତାମାତାଙ୍କୁ କହିଦେଇଛୁ। ଆମେ ବହୁତ ଖୁସି ଅଛୁ। କେବଳ ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି ଅଛି ବୋଲି ସେ ମଧ୍ୟ କହିଛନ୍ତି। ତେବେ କେଉଁ ତାରିଖରେ ହାତଗଣ୍ଠି ପଡ଼ିବ ତାହା ଜଣାପଡ଼ି ନାହିଁ।

କହିରଖୁଛୁ, ବିଗ୍‌ବସ୍‌ ୧୫ରେ ଅଲି ଓ୍ବାଇଲ୍ଡ କାର୍ଡ ଭାବେ ସାମିଲ ହୋଇଥିଲେ। ସେବେଠାରୁ ସେମାନେ ପରସ୍ପରକୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଶୋ’ରେ ରହି ସେମାନେ ଭଲ ବନ୍ଧୁ ବୋଲି ପରିଚୟ ଦେଉଥିଲେ। ଧିରେ ଧିରେ କିନ୍ତୁ ପରିସ୍ଥିତି ବଦଳିଥିଲା। ଉଭୟ ନିକଟତର ହୋଇଥିଲେ। ଶୋ’ ଶେଷ ହେବା ପରେ ଦୁହେଁ ଅନେକ ମ୍ୟୁଜିକ୍‌ ଭିଡିଓ, ଶୋ’, ଇଭେଣ୍ଟ ଏବଂ ବିଜ୍ଞାପନରେ ନଜର ଆସିଛନ୍ତି। ପ୍ରାୟତଃ ସେମାନେ ଏକାଠି ବୁଲିବାକୁ ଯାଇଥାନ୍ତି। ଏଣୁ ତାଙ୍କର ପ୍ରଶଂସକ ବିବାହ କେବେ କରିବେ ସେ ଦିନକୁ ଅପେକ୍ଷା କରି ରହିଥିଲେ। ଏବେ ସେ ସମୟ ଆସିସାରିଛି ବୋଲି କହିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

କାଟ୍ରିନାଙ୍କ ବିବାହ ମଣ୍ଡପ ଚାରିପଟେ ନିୟୋଜିତ ସୁରକ୍ଷାକର୍ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ...

ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା...

ଅର୍ଜୁନଙ୍କ ସମ୍ପର୍କରେ ପିତା ବୋନି କପୁର କହିଲେ ଏମିତି କଥା

ମୁମ୍ବାଇ: ନିର୍ଦ୍ଦେଶକ ତଥା ଅଭିନେତା ବୋନି କପୁର ଜଣେ ବାପା ହିସାବରେ ସବୁ ସନ୍ତାନଙ୍କୁ ସ୍ନେହ ଆଦର କରିଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତଥାପି...

ନୂଆବର୍ଷରେ ବଡ଼ ପରଦାକୁ ଫେରି ପାରନ୍ତି ଶାହାରୁଖ

ମୁମ୍ବାଇ: ବେଶ୍‌ କିଛି ଦିନ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଖୁବ୍‌ଶୀଘ୍ର ବଡ ପରଦାକୁ ଫେରି ପାରନ୍ତି ବୋଲି ଶୁଣିବାକୁ...

ଭାଇଙ୍କ ସହ ସମ୍ପର୍କ ଖବର ଥିଲା ଚର୍ଚ୍ଚାରେ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ

ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ...

ପାର୍ଲରରେ ପ୍ରିୟା…

ମୁମ୍ବାଇ: ପ୍ରିୟା ପ୍ରକାଶ ଓ୍ବାରିୟର। ଆଖି ମାରିବା ପାଇଁ ସେ ବେଶ୍‌ ଚର୍ଚ୍ଚିତ। ନିଜ ଆଖିର ଯାଦୁରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ପ୍ରିୟା। ଏବେ...

ଢୋଲ ବଜାଇ ଦୁର୍ଗାପୂଜା ପାଳନ କଲେ ନୁଶରତ

ଅଭିନେତ୍ରୀ ତଥା ଏମ୍‌ପି ନୁଶରତ୍‌ ଜହାଁ ଢୋଲ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ...

ମା’ ତୁମେ ବହୁତ ମନେ ପଡୁଛ…

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୨୪ ଫେବୃୟାରୀ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ସିନେପ୍ରେମୀଙ୍କୁ ହତବାକ କରିଦେଇଥିଲା।...

Advertisement
Archives

Model This Week