ଅଖାରେ ନିର୍ମିତ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଉର୍ଫି

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ ନିଜର ବୋଲ୍ଡ ନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। କେତେବେଳେ ସେପ୍ଟିପିନ୍‌ ତ କେବେବେଳେ ଚେନ୍‌ରେ ନିର୍ମିତ ପୋଷାକ ପିନ୍ଧି ବିନା ଦ୍ୱିଧାରେ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଇଥାନ୍ତି ସେ। ଏବେ ସେଭଳି ଆଉ ଏକ ଅଜବ ଫ୍ୟାଶନକୁ ନେଇ ସେ ଚର୍ଚ୍ଚାରେ। କାରଣ ଏଥର ଉର୍ଫି ଅଖାରେ ପ୍ରସ୍ତୁତ ପୋଷାକ ପିନ୍ଧିଥିବା ନଜର ଆସୁଛି।

ଉର୍ଫି ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ପ୍ରଥମେ ଏକ ଝୋଟ ଅଖା ଦେଖାଉଛନ୍ତି। ପରେ ଏହାକୁ ସେ କ୍ରପ୍‌ ଟପ୍‌ ଏବଂ ସ୍କଟ କରି ପିନ୍ଧିଥିବା ନଜର ଆସୁଛି। ମାତ୍ର ୧୦ ମିନିଟ୍‌ରେ ସେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି। ପ୍ରଶଂସକମାନେ ଉର୍ଫିଙ୍କ ଏଭଳି ପୋଷାକ ଦେଖି ହତବାକ୍‌ ହୋଇଛନ୍ତି। କିଛି କିଛି ତାଙ୍କ ଘର ପୋଛାରେ ସେ ଅଖାକୁ ବ୍ୟବହାର କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଜନ୍ମଦିନରେ କେମିତି ଦେଖାଯାଉଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ୟାମି ଗୌତମଙ୍କର ଏକ ଫଟୋ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି।...

ୟାଦେଁ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୁନୀଲ ଦତ୍ତ। ଯେ କୌଣସି ଭୂମିକା ହେଉ, ତାହାକୁ ସୁଚାରୁରୂପେ ତୁଲାଇବାରେ ସେ ଥିଲେ ମାହିର। ୧୯୬୪ରେ ନିର୍ମିତ...

ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ବିବାହର ପ୍ରତିଶ୍ରୁତି ଦେଇ ଜଣେ ଟିଭି ଅଭିନେତ୍ରୀଙ୍କୁ ବଳାତ୍କାର କରିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଅଭିନେତ୍ରୀ ଉତ୍ତର ମୁମ୍ବାଇର ଓଶିଓ୍ବାରା ପୋଲିସ ଷ୍ଟେଶନରେ...

ତମନ୍ନାଙ୍କ ବୋଲ୍ଡ ଲୁକ

ମୁମ୍ବାଇ: ତେଲଗୁ, ତାମିଲ ଓ ହିନ୍ଦୀ ସହ ଆଉ କିଛି ଭାଷାର ଫିଲ୍ମରେ ନଜର ଆସିଛନ୍ତି ତମନ୍ନା ଭାଟିଆ । ସେ ତାଙ୍କ ଅଭିନୟକୁ ନେଇ...

୪୪ ବର୍ଷରେ ଅଭିଷେକ: ଐଶ୍ଚର୍ଯ୍ୟାଙ୍କ ସହିତ ପ୍ରେମକାହାଣୀ ଆରମ୍ଭ ହୋଇଥିଲା ଶୁଟିଂ ସେଟ୍‌ରୁ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅଭିଷେକ ବଚ୍ଚନ ବୁଧବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୭୬ ଫେବୃୟାରୀ ୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର...

ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍‌: ସୁପ୍ରିମ୍‌କୋର୍ଟ

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ହେଉବୋଲି...

ଏହି କାରଣରୁ ଅନୁଷ୍କାଙ୍କୁ ବିବାହ କରିବାକୁ ମନା କରିଥିଲେ ବାହୁବଳୀ

ମୁମ୍ବାଇ: ଆଜିକାଲି ବାହୁବଳୀ ଅଭିନେତା ପ୍ରଭାସଙ୍କ ନାଁ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଅଭିନେତ୍ରୀ କ୍ରୀତି ସାନନଙ୍କ ସହ ଚର୍ଚ୍ଚା ହେଉଛି। ଯଦିଓ କ୍ରୀତି ଏ...

ଲୁଚାଛପାରେ ନିର୍ବନ୍ଧ କଲେ ବିଦ୍ୟୁତ ଜାମବାଲ୍‌; ଭାବିପତ୍ନୀ କିଏ ହେବ ଜାଣିଲେ…

ବମ୍ବେ: ବଲିଉଡ୍‌ ଅଭିନେତା ଡିନୋ ମୋରିଆ ଏବଂ ରଣବିର କପୁରଙ୍କୁ ଡେଟ୍‌ କରିଥିବା ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହତାନୀ ପୁଣିଥରେ ଚର୍ଚ୍ଚାରେ। କାରଣଟି ହେଲା ନିକଟରେ...

Advertisement
Archives

Model This Week