ମା’ ହେବେ ନେହା!

ମୁମ୍ବାଇ: ଆଇଫା ଆୱାର୍ଡ ୨୦୨୨ ଜୁନ ୨ରୁ ଆରମ୍ଭ ହୋଇଯାଇଛି । ଜୁନ ୪ ଅର୍ଥାତ୍ ଶନିବାର ହେଉଛି ଏହାର ଶେଷ ଦିବସ । ଆଇଫାରେ ଯୋଗ ଦେଇଥିବା ସବୁ ସେଲିବ୍ରିଟିଙ୍କୁ ଭିନ୍ନ ଭିନ୍ନ ଗେଟଅପ୍‌ରେ ଦେଖିବାକୁ ମିଳିଥିବା ବେଳେ ସମସ୍ତେ ଖୁବ୍ ସୁନ୍ଦର ଲାଗୁଥିଲେ । ଏହି ଆୱାର୍ଡ ସେରିମନିରେ ବଲିଉଡ ଗାୟିକା ନେହା କକ୍କଡ ପତି ରୋହନପ୍ରୀତଙ୍କ ସହ ପହଞ୍ଚିଥିଲେ । ଆଇଫଶ ଗେଟପରେ ନେହା ଖୁବ୍ ସୁନ୍ଦର ଲାଗୁଥିବା ବେଳେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓକୁ ଦେଖିବା ପରେ ଦର୍ଶକେ କହୁଛନ୍ତି ନେହା କୁଆଡେ ମାଆ ହେବାକୁ ଯାଉଛନ୍ତି ।

ଆଇଫା ୨୦୨୨ର ଗ୍ରୀନ କାର୍ପେଟରେ ନେହାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଦର୍ଶକେ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ଭିଡିଓରେ ନେହା ଫ୍ଲୋର ଲେନ୍ଥର ଅଫ ସୋଡର ଗାଉନରେ ନଜର ଆସିଛନ୍ତି । ସିଙ୍ଗରଙ୍କ ଡ୍ରେସ ଏତେ ଟାଇଟ ଅଛି ଯେ ତାଙ୍କର ସବୁ କର୍ଭସ ସ୍ପଷ୍ଟ ନଜର ଆସୁଛି । ଏହି ସମୟରେ ନେହା ତାଙ୍କ ହାତ ଟମି ଉପରେ ରଖି ଚାଲୁଛନ୍ତି । ଲାଗୁଛି ଯେମିତି ସେ ହାତରେ ତାଙ୍କ ଟମିକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହା ଟିକେ ବାହାରୁକୁ ବାହାରିବା ପରି ନଜର ଆସିଛି । ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଲଗାତାର ନେହାଙ୍କ ପ୍ରେଗ୍ନେସିକୁ ନେଇ କଥା ହେଉଛନ୍ତି । ତେବେ ସତ କ’ଣ ତାହା ନେହା ହିଁ ସ୍ପଷ୍ଟ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସ୍ତ୍ରୀଙ୍କୁ ଡେଟ୍‌ କରୁଛନ୍ତି ବିଶ୍ୱର ସବୁଠୁ ହ୍ୟାଣ୍ଡସମ

ବିଶ୍ୱର ସବୁଠୁ ହ୍ୟାଣ୍ଡସମ  ତଥା ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ରୋଶନ ପୂର୍ବତନ ପତ୍ନୀ ସୁଜେନ ଖାନଙ୍କୁ ଏବେ ମଧ୍ୟ ଡେଟ୍‌ କରୁଛନ୍ତି। ହ୍ରିତିକ ତାଙ୍କ...

ବିକ୍ରମ ଭଟ୍ଟଙ୍କ ଫିଲ୍ମରୁ ବଲିଉଡ ଏଣ୍ଟ୍ରି କରିବେ ଅଭିକା

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ଅଭିକା ଗୋର ଖୁବ୍ କମ୍ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ବାଳିକା...

ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କଲା ‘ସମ୍ରାଟ ପୃଥ୍ବୀରାଜ’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଜୁନ୍‌ ୩ରେ ସମଗ୍ର ଦେଶରେ ରିଲିଜ୍‌ ହୋଇଛି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ କେମେଷ୍ଟ୍ରିକୁ...

ବିବାଦରେ ବଲିଉଡ୍‌ ହ୍ୟାଣ୍ଡସମ

ମୁମ୍ବାଇ: ବିବାଦକୁ ଆସିଛନ୍ତି ବଲିଉଡ୍‌ର ହ୍ୟାଣ୍ଡସମ୍‌ ଜନ୍‌ ଆବ୍ରାହମ୍‌। ଫିଲ୍ମ ଦୁନିଆରୁ ଏବେ ଦୂରରେ ଥିଲେ ମଧ୍ୟ ସେ ଏବେ ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ...

ଏକାଠି ନଜର ଆସିବେ ରବିନା-ସଞ୍ଜୟ ଯୋଡି

ମୁମ୍ବାଇ: ୯୦ ଦଶକରେ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରୁଥିଲେ । ଏହି ଯୋଡି ଦର୍ଶକଙ୍କ ଭଲପାଇବା ପାଇଥିବା...

ଦେଶର ପ୍ରଧାନମନ୍ତ୍ରୀ ହେବେ କି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ସୋନୁ ସୁଦ

ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚିବାର ରାହା ଦେଖାଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ବଲିଉଡ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟି ସୋନୁଙ୍କ ଦ୍ୱାରା ଅନୁପ୍ରାଣିତ...

ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ…

ମୁମ୍ବାଇ,୨୪।୮ : ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଛି। ଭେଟେରାନ ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତ୍ରୀ ଆନନ୍ଦ, କୋଶିସ...

କରୋନା କାଳରେ ଆମ୍ବୁଲାନ୍ସ ଡ୍ରାଇଭର ପାଲଟିଲେ ଏହି ସୁପରଷ୍ଟାର; ରୋଗୀଙ୍କୁ ପହଞ୍ଚାଉଛନ୍ତି ଡାକ୍ତରଖାନା

ବମ୍ବେ: କରୋନା ଦ୍ୱିତୀୟ ଲହର ସହ ଲଢ଼ୁଛି ଭାରତ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ଦୈନିକ ସଂକ୍ରମଣ ବୃଦ୍ଧି...

Advertisement
Archives

Model This Week