ଗଞ୍ଜାମ ଏନ୍ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଗଞ୍ଜାମ,୮।୨(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସିରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରର ମୁଖ୍ୟ ରାସ୍ତା ତଥା ଷ୍ଟେଶନ, କାଇଁଚପୁର, କଲ୍ୟାଣପୁର ଆଦି ଯିବା ରାସ୍ତାରେ ଡ୍ରେନ ଆବର୍ଜନା ପଡ଼ି ରହିଛି। ଉକ୍ତ ରାସ୍ତାଟି ଅଣଓସାରିଆ ହେତୁ ଚାରିଚକିଆ ଗାଡ଼ି…
ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି
ଗଞ୍ଜାମ,୮।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହାରାଙ୍କ ପାଇଁ ରାମଗଡ଼, ହୁମ୍ମା, ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମାରଥାନ ପ୍ରଚାର କରିଛନ୍ତି। ସେ ବିଭିନ୍ନ ପ୍ରଥପ୍ରାନ୍ତକ ସଭାରେ…
ଫିଲ୍ମରେ ଏକାଠି ନଜର ଆସିବେ ଅକ୍ଷୟ-ଟାଇଗର
ବଲିଉଡ୍ ଅଭିନେତା ଅକ୍ଷୟ କୁମାର-ଟାଇଗର ଶ୍ରଫ୍ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି କାମ କରିବେ। ବଲିଉଡର ଦୁଇ ଆକ୍ସନ ହିରୋ ଅଲି ଅବ୍ବାସ ଜାଫରଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ। ତେବେ ନିର୍ମାତା ଫିଲ୍ମର ପ୍ରଥମ…
ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲେ ଅଖିଳେଶ
ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୨୪ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ଗୋରଖପୁର (ସହରାଞ୍ଚଳ) ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ଭାଜପା ଉପସଭାପତି ସ୍ବର୍ଗତ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କ ସ୍ତ୍ରୀ ସ୍ବଭାବତୀ ଶୁକ୍ଳାଙ୍କୁ ଦଳ ପ୍ରାର୍ଥୀ କରିଛି। ସ୍ବଭାବତୀ…
ମଣ୍ଡିରୁ ଉଠୁନି ଧାନ: ଯୋଗାଣ ନିରୀକ୍ଷକଙ୍କୁ ଭେଟିଲେ ଚାଷୀ
ଗଞ୍ଜାମ,୮।୨(ଡି.ଏନ୍.ଏ.): ଧାନ ଅମଳକୁ ଦୁଇ ମାସ ବିତିଗଲାଣି। ହେଲେ ମଣ୍ଡିରୁ ଧାନ ଉଠିବା ବିଳମ୍ବ ହେଉଥିବା ଯୋଗୁ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝାଡ଼କୁଦା ଗ୍ରାମର ଚାଷୀମାନେ ବ୍ଲକ ଯୋଗାଣ…
ଅମ୍ବାନୀଙ୍କୁ ପଛରେ ପକାଇଲେ ଅଦାନୀ
ନୂଆଦିଲ୍ଲୀ,୮।୨: ଭାରତୀୟ ବିଲିୟନେୟାର ଗୌତମ ଅଦାନୀ ଏସିଆର ସବୁଠୁ ଧନ୍ୟ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ୫୯ ବର୍ଷୀୟ ଅଦାନିଙ୍କ ସମ୍ପତ୍ତି ସୋମବାର ୮୮.୫ ବିଲିୟନ ଡଲାରରେ ପହଞ୍ଚିଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୬ ଲକ୍ଷ…
ନେହା ଭାସିନ୍ କରୋନା ସଂକ୍ରମିତ
ମୁମ୍ବାଇ: ‘ବିଗ୍ ବସ’-୧୫ ଫେମ ତଥା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି। ସେନେଇ ନେହା ନିଜେ ପଜିଟିଭ୍ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଗତ ୪୮ ଘଣ୍ଟା ଧରି ଜ୍ୱରରେ ପୀଡିତ ଅଛନ୍ତି। ଇନଷ୍ଟାଗ୍ରାମରେ ସେ…
୨ ଆସନରୁ ନିର୍ବାଚନ ଲଢ଼ିବେ ଅଖିଳେଶ
ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ୨ଟି ଆସନରୁ ନିର୍ବାଚନ ଲଢ଼ିବେ । ଅଖିଳେଶ ମୁବାରକପୁର ଏବଂ କରହାଲ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ପୂର୍ବରୁ ଅଖିଳେଶ କରହାଲରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ।…
ଏମ୍ବିଏ ଛାତ୍ରଙ୍କୁ ଅପହରଣ, ବନ୍ଧୁକ ଦେଖାଇ ନ୍ୟୁଡ୍ ଭିଡିଓ ଶୁଟ୍ କରାଗଲା
ନୂଆଦିଲ୍ଲୀ,୮।୨: ଏମ୍ବିଏ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ଦୁଇ ଦିନ ପରେ ତାଙ୍କୁ ଅପହରଣ ପରେ ବନ୍ଧୁକ ଦେଖାଇ ନ୍ୟୁଡ୍ ଭିଡିଓ ଶୁଟ୍ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ…
ସାଙ୍ଗମାନଙ୍କ ସହ ଭାଇରାଲ ହେଉଛି ସାମନ୍ଥାଙ୍କ ଫଟୋ
ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ପାଇଁ ନିଜ ଫଟୋ ଏବଂ ଭିଡିଓ ଶେୟାର କରନ୍ତି । ବର୍ତ୍ତମାନ ସାମନ୍ଥା ନିଜ ସାଙ୍ଗମାନଙ୍କ ସହିତ ସମୟ ବିତାଉଥିବା ନଜର ଆସିଛନ୍ତି।…
ପୁରୁଷ ଦର୍ଜି ନେଲେ ମହିଳା ପୋଲିସଙ୍କ ପୋଷାକ ମାପ, ମହିଳା ଆୟୋଗର ଆପତ୍ତି…
ହାଇଦ୍ରାବାଦ୍, ୮।୨ : ଆନ୍ଧ୍ରପ୍ରଦେଶରେ ପୁରୁଷ ଦର୍ଜି ମହିଳା ପୋଲିସଙ୍କ ପୋଷାକ ମାପ ନେବା ମାମଲା ସାମ୍ନାକୁ ଆସିଛି। ଇତିମଧ୍ୟରେ ଏହା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ଶାସକ ଦଳ ବିରୋଧି ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ…
‘ହେଲମେଟ୍ କାହିଁ ପିନ୍ଧିନ’ ପଚାରିବାରୁ ଜର୍ନାଲିଷ୍ଟଙ୍କୁ କ୍ୟାମେରା ଆଗରେ ନିର୍ଯାତନା
ଗୁଆହାଟୀ,୮।୨: ‘ କାହିଁକି ହେଲମେଟ୍ ପିନ୍ଧି ନାହଁ ’। ଏଭଳି ପ୍ରଶ୍ନ ପଚାରିବାରୁ ଆସାମର ଜଣେ ଜର୍ନାଲିଷ୍ଟଙ୍କୁ ନିର୍ଯାତନା ଦେଇଛନ୍ତି ଦୁଇ ପୋଲିସ କନଷ୍ଟେବଳ। ଆସାମର ଚିରାଙ୍ଗ ଜିଲାରେ ରବିବାର ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…
Archives


