Home Left

ସଞ୍ଜୟ ଦତ୍ତଙ୍କ ଯୋଗୁ ଅଡ଼ୁଆରେ ଫସିଥିଲେ ମାଧୁରୀ

ବମ୍ବେ: ନବେ ଦଶକରେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍‌’, ‘ଖଳନାୟକ’ ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର…

ନୁପୁର ଶର୍ମାଙ୍କ ଉପରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହେଲେ କଶ୍ମୀରର ୟୁଟ୍ୟୁବର୍‌

ନୂଆଦିଲ୍ଲୀ,୧୧।୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ମୁଣ୍ଡ ବିରୋଧରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହୋଇଛନ୍ତି କଶ୍ମୀରର ୟୁ-ଟ୍ୟୁବର ଫୈଜଲ ୱାନି। ଶନିବାର ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି। ୟୁଟ୍ୟୁବ୍‌ରେ ଫୈଜଲଙ୍କର ‘ଡିପ୍‌ ପେନ୍‌ ଫିଟ୍‌ନେସ୍‌’ ନାମରେ ଏକ…

୨୩ ହଜାର ବର୍ଷ ପୂର୍ବେ ଆମେରିକାରେ ବାସ କରୁଥିଲେ ମଣିଷ, ହିମ ମାନବର ପାଦଚିହ୍ନର ସନ୍ଧାନ…

ଓ୍ବାଶିଂଟନ, ୧୧।୬ : ଆମେରିକାରେ ୨୩ ହଜାରେ ବର୍ଷ ପୂର୍ବେ, ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀ ଅତ୍ୟଧିକ ଥଣ୍ଡା ଥିଲା । ସେହି ସମୟରେ ପୃଥିବୀ ପୃଷ୍ଠରେ ବରଫର ପରିମାଣ ଏତେ ଥିଲା ଯେ ବୈଜ୍ଞାନିକମାନେ ଏହାକ ୁ…

ଦେବସ୍ନାନ ପୂର୍ଣ୍ଣିମା: ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୀ ଅଫିସ,୧୧।୬: ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ଦୁଇ ଦିନ । ପାଗ ଅନୁକୂଳ ଯୋଗୁ ସ୍ନାନ ପୂର୍ଣ୍ଣିମା ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ…

୧୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ ଜିଲାରେ କାଳବୈଶାଖୀ ଆଶଙ୍କା କରାଯାଉଛି। ଏହିସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ଏହି ଜିଲାଗୁଡ଼ିକର ଗୋଟେ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବିଶେଷ…

ରୁଟି ଫିଙ୍ଗି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ବହୁତ କିଛି ଅଛି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କିଛି ଲୋକ ଏପରି କରିଥାନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ। ଏମିତି କିଛି ଭିନ୍ନ ଧରଣର କରି ରେକର୍ଡ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଆଉ…

ସନ୍ୟାସ ଘୋଷଣା କଲେ ପେଜ୍‌

ନୂଆଦିଲ୍ଲୀ,୧୧।୬: ଭାରତ ସମେତ ସମଗ୍ର ବିଶ୍ୱର ଡବ୍ଲ୍ୟୁଡବ୍ଲ୍ୟୁଇ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର ସାମ୍ନାକୁ ଆସିଛି। ମହିଳା ସୁପରଷ୍ଟାର ରେସଲର ତଥା ଦୁଇଥରର ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ ପେଜ୍‌ ଅବସର ଘୋଷଣା କରିଛନ୍ତି। ଜୁଲାଇ ୭ରେ ଚୁକ୍ତିନାମା ଶେଷ ହେବା ପରେ ପେଜ୍‌…

ପୁଅର ମୃତଦେହ ଗାଁକୁ ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

ସୋରଡ଼ା,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ନୂଆଗାଁ ଗ୍ରାମର ଅଜୟ ମଲିକଙ୍କ ପୁଅ ରଞ୍ଜନ (୨୭) ତାମିଲନାଡୁର କୋଏମ୍ବାଟୁରର ପେରିୟାନାଇକେନପାଲୟମ ଥାନା ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସେଠାରେ ନିଜ ବାସସ୍ଥଳୀରେ…

ଦାମୀ କାର କିଣିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୬: କୋଲକାତା ନାଇଟ ରାଇଡର୍ସ ତଥା ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏକ ଦାମୀ କାର କିଣିଛନ୍ତି। ଆଇପିଏଲ୍‌ ଶେଷ ହେବା ପରେ ସେ ସବୁଜ ରଙ୍ଗର ମର୍ସଡିଜ୍‌-ବେଞ୍ଜ କିଣିଛନ୍ତି। ଏହାର ଦାମ ୨ କୋଟି। ରସେଲ ନିଜର ଇନଷ୍ଟାଗ୍ରାମ…

ରାଣୀ ଏଲିଜାବେଥ୍‌ ବିଶ୍ୱର ସର୍ବ ପୁରାତନ ଶାସକ

ବ୍ରିଟେନ ଏବଂ କମନଓ୍ବେଲଥ ଇତିହାସରେ ଏଲିଜାବେଥ ଦ୍ୱିତୀୟ ତଥା ଦୀର୍ଘତମ ଶାସନ କରୁଥିବା ରାଣୀ ଅଟନ୍ତି। ୯୬ ବର୍ଷର ଏଲିଜାବେଥ ମଧ୍ୟ ଦୁନିଆର ସର୍ବ ପୁରାତନ ଶାସକ। ତାଙ୍କ ପୂର୍ବରୁ ଏହି ରେକର୍ଡ ରାଣୀ ଭିକ୍ଟୋରିଆଙ୍କ ନାମରେ ଥିଲା, ଯିଏ କି…

କଳା ବିଲେଇ ରାସ୍ତା ପାର୍‌ ହେଲେ କାହିଁକି ଅଶୁଭ ବୋଲି ବିଚାର କରାଯାଏ, ଜାଣନ୍ତୁ…

କୁହାଯାଏ, ରାସ୍ତାରେ ଗଲା ବେଳେ ଯଦି କଳା ବିଲେଇଟିଏ ପାସ୍‌ କରେ ତେବେ ଭୁଲ୍‌ରେ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବା ଉଚିତ୍‌ ନୁହଁ। ଯଦିଓ ଏହା ଏକ ଅନ୍ଧବିଶ୍ୱାସ ତଥାପି ଏହା ପଛରେ ଏକ କାରଣ ରହିଛି। କିଛି ଲୋକ…

ନାଟମଣ୍ଡମ ବିମ୍‌ରେ ଫାଟ

ପୁରୀ ଅଫିସ, ୧୧।୬: ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛାତକୁ ଧରି ରଖିଥିବା କଲମ କାପିଟାଲ ବିମ୍‌ରେ ଫାଟ ସୃଷ୍ଟି ହୋଇଛି । ନାଟମଣ୍ଡପ ମରାମତି ପର୍ଯ୍ୟାୟରେ ଛାତରୁ ଚୂନ ଛଡ଼ାଯିବା ପରେ ଏହି ଫାଟଗୁଡ଼ିକ ଦେଖିବାକୁ ମିଳିଥିଲା। ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?