ଆଜି ରାଜ୍ୟରୁ ୧୫୭୨ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା
ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୫୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୪,୫୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୧୮ ଜଣ ଚିହ୍ନଟ ହୋଇଥିବା…
କଂଗ୍ରେସର ରୋଡ ଶୋ’କୁ ନେଇ ଅଭିଯୋଗ: କୋଭିଡ ନିୟମ ସହ ଆଚରଣ ବିଧିର ହୋଇଛି ଉଲ୍ଲଂଘନ
ନୂଆଦିଲ୍ଲୀ,୧୧ ।୨: ମୁରାଦାବାଦରେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ଡୋର ଟୁ ଡୋର ପ୍ରଚାର କରିବାର ଅନୁମତି ନେଇ ରୋଡ ଶୋ’ର ଆୟୋଜନ କରାଯାଇଥିବା ଅଭିଯୋଗରେ ମାମଲା ଦାୟର କରାଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ ଆୟୋଜନ କରିଥିବା ପ୍ରାର୍ଥୀଙ୍କ ବିରୋଧରେ…
କେନ୍ଦ୍ରରେ ପହଞ୍ଚିନି ବିଧାନ ପରିଷଦ ସଂକଳ୍ପ
ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କିତ କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ। ଏଭଳି କିଛି ସଂକଳ୍ପ କେନ୍ଦ୍ର ପାଖରେ ପହଞ୍ଚି ନାହିଁ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍ ରିଜିଜୁ ଗୁରୁବାର ବିଜେଡି ରାଜ୍ୟ…
ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବାକୁ ମନ ବଳାଇଛନ୍ତି ଦୀପିକା
ମୁମ୍ବାଇ: ପଦ୍ମାବତ ଫେମ ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ସେ ଏବେ ତାଙ୍କ ଫିଲ୍ମ ‘ଗେହରାଇୟା’ର ପ୍ରମୋଶନରେ ବିଜି ଅଛନ୍ତି । ଫିଲ୍ମରେ ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ବୋଲ୍ଡ ସିନ୍ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଏହି…
୬ ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା
ଯାଜପୁର ଅଫିସ,୧୧ା୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଉପରେ ହୋଇଥିବା ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ପ୍ରକାଶ ପାଇଛି। ଯାଜପୁର ଜିଲା ଯୋଗାଣ…
‘ପରିବାର ଥିଲେ ଶ୍ରମିକଙ୍କ କଥା ବୁଝିପାରିଥାନ୍ତେ’
ବିଜନୋର(ଉତ୍ତରପ୍ରଦେଶ),୧୧।୨: “ ଆମ ପାଖରେ ପରିବାର ଥିବାରୁ ଆମେ ଗର୍ବିତ। ପରିବାର ଥିବା କୌଣସି ବ୍ୟକ୍ତି ଝୋଲା (ବ୍ୟାଗ) ଧରି ଖସି ପଳାଇବେ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ଥିଲେ ଲକଡାଉନ ସମୟରେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ…
କ୍ରିସ୍ପି କର୍ନ
ଆବଶ୍ୟକ ସାମଗ୍ରୀ: ସ୍ବିଟ୍ କର୍ନ- ୧ କପ୍, ମଇଦା- ୨ ଚାମଚ, କର୍ନଫ୍ଲୋର- ୨ ଚାମଚ, ଗୋଲମରିଚ ପାଉଡର- ଅଧା ଚାମଚ, ଅଦା ରସୁଣ ପେଷ୍ଟ- ଅଧା ଚାମଚ, କଟା ପିଆଜ- ୨ ଚାମଚ, ତେଲ- ୨ ଚାମଚ, କଟା କଞ୍ଚାଲଙ୍କା-୨ଟି,…
ସରପଞ୍ଚ ପ୍ରାର୍ଥୀଙ୍କ ଭାଇବୋହୂଙ୍କୁ ଆକ୍ରମଣ
ଆଳି,୧୧ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନିଆଳ ପଞ୍ଚାୟତରେ ଚଳିତ ନିର୍ବାଚନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ସରପଞ୍ଚ ପ୍ରାର୍ଥୀ ହୋଇଥିବା ଶାଳିଅଞ୍ଚ ଗଁାର ଅଶୋକ ମଲିକଙ୍କ ସାନଭାଇଙ୍କ ସ୍ତ୍ରୀ ସୋନାଲିଙ୍କୁ କେହି ଦୁର୍ବୃତ୍ତ ଗୁରୁବାର ରାତିରେ ଆକ୍ରମଣ କରିଥିବା…
ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!
ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ ଓ ୬୩୮ ଥାନାରେ ଟେଲିଫୋନ ନାହିଁ । କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ…
ବ୍ୟକ୍ତିତ୍ୱ, ଦଳ, ଅସନ୍ତୁଷ୍ଟକୁ ନେଇ ଅଙ୍କକଷା
ଜଗତ୍ସିଂହପୁର ଅଫିସ,୧୧ା୨: ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ୪ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଏହି ଜୋନର ଜିଲା ପରିଷଦ ସଭ୍ୟା ବବିତା ସ୍ବାଇଁ ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଓ ପରେ ଅଧ୍ୟକ୍ଷ ହୋଇଥିଲେ। ଏଥିସହ ରାଜ୍ୟ…
କୁନି ଝିଅଙ୍କ ବାଉଁଶରାଣୀ ପ୍ରଦର୍ଶନ
ମହାକାଳପଡ଼ା,୧୧ା୨(ଡି.ଏନ.ଏ.): ପରିବାର ପ୍ରତିପୋଷଣ ପାଇଁ କୁନି ଝିଅଟିଏ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ସୁଦୂର ଛତିଶଗଡ଼ ଅଞ୍ଚଳରୁ ଏକ ଯାଦବ ସମ୍ପ୍ରଦାୟର ପରିବାର…
୨୮ନଂ. ଜୋନ୍ରେ ଜୋରଦାର ଲଢ଼େଇ
ବିଞ୍ଝାରପୁର,୧୧ା୨(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ଅଧୀନ ବିଞ୍ଝାରପୁର ବ୍ଲକର ୨୮ ନଂ. ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ବ୍ଲକର ବାଙ୍ଗରା, ଜରି, ସିଂହପୁର, ହଳଦୀଡ଼ିହ, ଆଉଁରୀ, ଓଳେଇଚନ୍ଦନପୁର, ବାଚ୍ଛୋଳ…
Archives


