ଓଭରଲୋଡିଂରେ ଲଘୁ ଖଣିଜ ଲୁଟ୍
ଯାଜପୁର ଅଫିସ,୨୭ା୬: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଆଇନଗତ ଅଧିକାର ନ ଥାଇ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଉଛି। ଏଥିରେ ସମ୍ପୃକ୍ତ ଠିକାସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍ସେସନ(ଓଏମ୍ଏମ୍ସିଆର୍)ରୁଲ୍ସ-୨୦୧୬…
ଜିଲାପାଳଙ୍କ ନାଁରେ ଜାଲ୍ ଆକାଉଣ୍ଟ
କଟକ ଅଫିସ,୨୭ା୬: ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନେ ଛାଡୁନାହାନ୍ତି। ବିଶେଷକରି ସୋସିଆଲ ମିଡିଆରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କା ଆଦାୟ ଓ ତଥ୍ୟ…
ବସ୍ ଧର୍ମଘଟ ନେଇ ଆଜି ଘୋଷଣା
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ୧୦ ଦଫା ଦାବି ନେଇ ଆସନ୍ତା ୧ରୁ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ତେବେ ସେହିଦିନ ରଥଯାତ୍ରା ଥିବାରୁ ଧର୍ମଘଟ ହେଲେ ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ତେଣୁ ଘରୋଇ ବସ୍ ମାଲିକ ସଂଘ ସହ…
ଥାନାଧିକାରୀ, ଡିସିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ
କଟକ ସଦର,୨୭ା୬(ଡି.ଏନ୍.ଏ.): ପୋଲିସଠାରୁ ନ୍ୟାୟ ନ ପାଇ କଟକ ଜିଲା କିଶନନଗର ଥାନା ପରିସରରେ ଗତ ଗୁରୁବାର ସ୍ଥାନୀୟ ସାଇକୋରୁଆ ଗ୍ରାମର ଗୁଣନିଧି ବିଶୋୟୀ ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି…
ଆଇପିଏସ୍ ଅଫିସର ବସନ୍ତ ରଥଙ୍କ ଇସ୍ତଫା
ଶ୍ରୀନଗର ,୨୭।୬: ନିର୍ବାଚନୀ ରାଜନୀତିରେ ଯୋଗଦେବା ଲାଗି ଓଡ଼ିଶା ଜନ୍ମିତ ୨୦୦୦ ବ୍ୟାଚ୍ର ଆଇପିଏସ୍ ଅଫିସର ବସନ୍ତ କୁମାର ରଥ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ ଦେଇଛନ୍ତି। ଆଇଜି ପାହ୍ୟାର ଅଧିକାରୀ ବସନ୍ତଙ୍କ…
ମ୍ୟୁନିଖରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ହେଲା ଆଲୋଚନା
ମ୍ୟୁନିଖ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଜର୍ମାନୀ ଗସ୍ତରେ ଅଛନ୍ତି । ସେଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଜର୍ମାନୀ ଗସ୍ତ କରିଛନ୍ତି । ରବିବାର ମୋଦି ଜି-୭ ଶିଖର ସମ୍ମିଳନୀରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲବର୍ଟୋ…
୪ ରାଜ୍ୟ ମଧ୍ୟରେ ଓଡ଼ିଆ ଛାତ୍ର ଟପ୍ପର
ବିଞ୍ଝାରପୁର,୨୭ା୬(ଡି.ଏନ୍.ଏ.): ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା (ସିଏଲ୍ଏଟି) ୨୦୨୨ରେ ଓଡ଼ିଆ ଛାତ୍ର ଅନମୋଲ ସାଇ ଓଡ଼ିଶାର ଟେକ ରଖିଛନ୍ତି। ସେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ୪ ରାଜ୍ୟରେ ଟପ୍ପର ହୋଇଥିବାବେଳେ ଜାତୀୟ ସ୍ତରରେ ୩୯ ର଼୍ୟାଙ୍କରେ ରହିଛନ୍ତି।…
୧ ଯାଏ ପୋଲିସ ହାଜତରେ ରହିବେ ତୀସ୍ତା
ମୁମ୍ବାଇ, ୨୭ା୬: ଗିରଫ ସାମାଜିକ କର୍ମୀ ତୀସ୍ତା ସିତଲଓ୍ବାଡ୍ଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ୍ ଦେବାର ଦିନକ ପରେ ତୀସ୍ତାଙ୍କୁ ଶନିବାର ମମ୍ବାଇରେ…
‘ମୂଳ ପୀଠକୁ ଅଗ୍ରାଧିକାର ଦିଆଯାଉ’
ପୁରୀ ଅଫିସ,୨୭ା୬: ସମ୍ପ୍ରତି ରଥର ଉଚ୍ଚତାକୁ ନେଇ ପ୍ରତିଯୋଗିତା ଚାଲିଛି। ଗିନିଜ୍ ବୁକ୍ ଅଫ୍ ରେକଡର୍ସରେ କେନ୍ଦୁଝରର ରଥକୁ ସର୍ବୋଚ୍ଚ ମାନ୍ୟତା ମିଳିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥଠାରୁ ଉଚ୍ଚ ରଥ ନିର୍ମାଣ କରାଯିବା ଉଚିତ…
ରୁଷିଆକୁ ଘେରିବାକୁ ପୁଣି ଅଣ୍ଟା ଭିଡିଲାଣି ଆମେରିକା
ୱାଶିଂଟନ,୨୭ ।୬: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଦିନକୁ ଦିନ ରୁଷିଆର ସମସ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପ ଏବେ ରୁଷିଆ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ଜି-୭ ସଦସ୍ୟ ଦେଶ ରୁଷିଆରୁ ସୁନା ଆମଦାନୀ ଉପରେ…
ଗୋଟିଏ ଆଙ୍ଗୁଠିରେ ଛତା ରଖି ଗିନିଜ୍ ରେକର୍ଡ
ଟିଟିଲାଗଡ଼,୨୭ା୬(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ଛତା ସନ୍ତୁଳନରେ ରଖି ରେକର୍ଡ କରିଛନ୍ତି। ମଧ୍ୟାହ୍ନ ୧୨.୦୩ରୁ କାହ୍ନୁ ଛିଡ଼ାହୋଇ ୮୭ ସିଏମ୍ ଦୈର୍ଘ୍ୟ ବିଶିଷ୍ଟ ୩୪୫ ଗ୍ରାମ ଓଜନର ଏହି ଛତାକୁ…
ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ
ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି। ଆନନ୍ଦଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ମୃତକଙ୍କ ମା’ ବାପା ରବିବାର…

