Home Left

‘ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁଠିକୁ ଯିବେ ସେଠାରେ କଳାପତାକା ଦେଖାଇବୁ’

ଝାରସୁଗୁଡ଼ା ଅଫିସ,୨୨ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ  ଝାରସୁଗୁଡ଼ା ପୌର ପରିଷଦ ୧୩ନଂ ଓ୍ବାର୍ଡ ବାଲିଯୋରୀ ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯାଉଥିବାବେଳେ ଜିଲା କଂଗ୍ରେସ କର୍ମକର୍ତ୍ତା କଳାପତାକା ପ୍ରଦର୍ଶନ କରିଥିଲେ। ଏ ନେଇ କଂଗ୍ରେସ ଜିଲା ସଭାପତି ଭରତ ଅଗସ୍ତୀ…

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୨୨।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୦୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦୬ ଜଣଙ୍କ ମୃତ୍ୟୁ ଘଟିଛି।…

ହିଜାବ ବିବାଦ ପାଇଁ କର୍ନାଟକ ଛାତ୍ରୀଙ୍କ ଭାଇଙ୍କୁ ମାଡ଼

ବେଙ୍ଗାଲୁରୁ,୨୨।୨: ହିଜାବ କଟକଣା ବିରୋଧରେ କୋର୍ଟରେ ଆବେଦନ କରିଥିବା କର୍ନାଟକ ଉଡୁପି ଜିଲାର କଲେଜ ଛାତ୍ରୀ ହଜରା ଶିଫାଙ୍କ ଭାଇଙ୍କୁ ଦକ୍ଷିଣ ପନ୍ଥୀ ଗୋଷ୍ଠୀ ଆକ୍ରମଣ କରିଛନ୍ତି। ତାଙ୍କର ହିଜାବ ପିନ୍ଧିବାର ନିଷ୍ପତ୍ତି ଯୋଗୁ ଭାଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ସୁଇସ୍‌ ବ୍ୟାଙ୍କରେ କୋଟି କୋଟି ଟଙ୍କା ରଖିଛନ୍ତି ପାକିସ୍ତାନୀ ଜେନେରାଲ

ଇସଲାମାବାଦ,୨୨।୨: ଏକ ଅଗ୍ରଣୀ ସୁଇସ୍‌ ବ୍ୟାଙ୍କ୍‌ର ୬୦୦ ଆକାଉଣ୍ଟ ସହ ଜଡ଼ିତ କିଛି ତଥ୍ୟ ଲିକ୍‌ ହୋଇଯାଇଛି। ସେହି ସମସ୍ତ ଆକାଉଣ୍ଟ ୧୪୦୦ ପାକିସ୍ତାନ ନାଗରିକଙ୍କର ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। କ୍ରେଡିଟ୍‌ ସୁଇଜରୁ ଲିକ୍‌ ହୋଇଥିବା ତଥ୍ୟ ଅନୁଯାୟୀ, ଆକାଉଣ୍ଟ…

୧୬୩ ଜୋନ୍‌ରେ ଚାଲିଛି ମତଦାନ

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୨୭ ଜିଲାର ୬୪ ବ୍ଲକ ୧୬୩ ଜିଲା ପରିଷଦ ଜୋନ୍‌ର ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ହେବ। ଏଥିପାଇଁ ୧୭୦୮୯ଟି ବୁଥ୍‌ରେ ୫୧…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ସବୁଠାରୁ ଅଧିକ ଅପରାଧି ପ୍ରାର୍ଥୀ

ଲକ୍ଷ୍ନୌ,୨୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି । ଏବେ ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ପ୍ରାର୍ଥୀ ହୋଇଥିବା ବ୍ୟକ୍ତିମାନଙ୍କ…

ମହାକାଶରେ ଗଛ ଲାଗିବ

ଓ୍ବାଶିଂଟନ୍‌, ୨୨।୨: ମହାକାଶରେ ବିନା ମାଟିରେ ଗଛ ଲାଗିବ। ଏହି ଗବେଷଣା ନିମନ୍ତେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ନର୍ଥରୋପ୍‌ ଗ୍ରୁମ୍‌ମ୍ୟାନ୍‌(ଏନ୍‌ଜି)ର ସିଗ୍‌ନସ୍‌ ସ୍ପେସ୍‌କ୍ରାଫ୍ଟକୁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)କୁ ପଠାଇଛି। ଏଥିରେ ପ୍ରାୟ ୩,୭୬୪ କେ.ଜିର କାର୍ଗୋ ରହିଥିବାବେଳେ…

ହିଜାବ ଜରୁରୀ ଧର୍ମୀୟ ପ୍ରଥା ନୁହେଁ

ବେଙ୍ଗାଲୁରୁ,୨୨।୨: ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ହାଇକୋର୍ଟରେ ସୋମବାର ପୁଣିଥରେ ଦୋହରାଇଛନ୍ତି। ଧର୍ମୀୟ ନିର୍ଦ୍ଦେଶନାମା ଶିକ୍ଷାନୁଷ୍ଠାନ ବାହାରେ ରହିବା ଉଚିତ। ସମ୍ବିଧାନ ପ୍ରଣୟନ ସଭାରେ ଡ. ବି.ଆର୍‌, ଆମ୍ବେଡ୍‌କର ଏହା କହିଥିଲେ ବୋଲି ସରକାରଙ୍କ…

ବାପା ଦୋଷୀ ସାବ୍ୟସ୍ତ ହେବାପରେ ପ୍ରବଳ ରାଗିଗଲେ ତେଜସ୍ବୀ

ନୂଆଦିଲ୍ଲୀ,୨୨।୨: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ କୋର୍ଟ…

ଖୋଲିବ ଶ୍ରୀନଗର- ଲେହ ଜାତୀୟ ରାଜପଥ

ଶ୍ରୀନଗର,୨୨।୨: ଲଦାଖକୁ ସଂଯୋଗ କରୁଥିବା ୪୩୪ କି.ମି ବିଶିଷ୍ଟ ଏକମାତ୍ରା ଶ୍ରୀନଗର-ଲେହ ଜାତୀୟ ରାଜପଥ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି। ଭିଷଣ ବରଫପାତ କାରଣରୁ ଚଳିତବର୍ଷ ଜାନୁୟାରୀରୁ ଏହି ରାଜପଥ ବନ୍ଦ ଥିଲା। କିନ୍ତୁ ବର୍ତ୍ତମାନ ତୁଷାରପାତ କମିବା ଫଳରେ ସଡ଼କରେ ଜମି…

‘ହାର୍ଦ୍ଦିକଙ୍କ ଠାରୁ ଆଗରେ ଅଛନ୍ତି ଭେଙ୍କଟଶ’

ନୂଆଦିଲ୍ଲୀ,୨୨।୨: ନିକଟରେ ଶେଷ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଭେଙ୍କଟଶ ଆୟାରଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର। ଏପରିକି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲରାଉଣ୍ଡର ହାର୍ଦ୍ଦିକଙ୍କ ଠାରୁ ଆଗରେ ଥିବା ସେ…

ବୈବାହିକ ବଳାତ୍କାର ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଳୀ: ୨୨।୨: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ମାମଲାର ଶୁଣାଣି ସୋମବାର ଦିଲ୍ଳୀ ହାଇକୋର୍ଟରେ ହୋଇଥିବାବେଳେ ଏ ପ୍ରସଙ୍ଗର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍‌ ରାଜୀବ ଶକଧର ଏବଂ ଜଷ୍ଟିସ୍‌ ସି. ହରି ଶଙ୍କରଙ୍କ ଦ୍ୱାରା ଗଠିତ ଦୁଇଜଣିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri