Home Left

ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ରୀ ଅସୁସ୍ଥ

ହାଇଦ୍ରାବାଦ,୨୩।୨: ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଏଭଳି ଘଟଣା ଆନ୍ଧ୍ରର ଚିତ୍ତୋର ଜିଲାର କୁପ୍ପମ୍‌ ପୌରପାଳିକାର ଆକ୍କା ମହାଦେବୀ ହଷ୍ଟେଲରେ ଘଟିଛି। ତେବେ ଚିକିତ୍ସା ପାଇଁ ପ୍ରାୟ ୩୦ ଜଣ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ମାଇନସ୍‌ ୩୦ ଡିଗ୍ରୀରେ ୬୫ ପୁଶ୍‌ ଅପ୍‌ ମାରିଲେ ୫୫ବର୍ଷୀୟ ଆଇଟିବିପି ଅଧିକାରୀ

ଲେହ,୨୩।୨: ଦେଶର ସୁରକ୍ଷାରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ବୟସ ଓ ପରିସ୍ଥିତି କର୍ତ୍ତବ୍ୟ ଆଗରେ ହାର ମାନିଥାଏ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଯବାନମାନେ ସୀମାରେ ସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି। ଇତିମଧ୍ୟରେ ଜଣେ ଯବାନଙ୍କ ସାହସିକତାର ଏକ…

ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୨୩।୨: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ,କସ୍ତୁରୀ ଓ କଳା ଓ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।…

ଖୁବ୍‌ଶୀଘ୍ର ୨ରୁ ୬ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କୋର୍ବେଭ୍ୟାକ୍ସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ,୨୩।୨: କରୋନାକୁ ହରାଇବା ପାଇଁ ଦେଶରେ କରୋନା ଟିକା ଅଭିଯାନ ଜାରି ରହିଛି। କରୋନା ଲଢ଼େଇରେ ଭାରତକୁ ନିକଟରେ ଆଉ ଏକ ଅସ୍ତ୍ର ମିଳିଛି। ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଭାକ୍ସିନ କୋର୍ବେଭ୍ୟାକ୍ସକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମୋଦନ…

କ୍ରୋଧିତ ଷଣ୍ଢ ସାମ୍ନାକୁ ଚାଲିଗଲେ ସାଇକେଲ ଚାଳକ, ପରେ ଯାହା ହେଲା ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୩ ଜଣ ପିଲା ଅଛନ୍ତି। ସେହିପରି ୧୯୬ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୪୬ ଲୋକାଲ କେସ ରହିଛି। ଏ ନେଇ…

ଲକ୍ଷ୍ନୌରେ ମତଦାନ ପୂର୍ବରୁ ରାଜନୈତିକ ହଇଚଇ: ଅଖିଳେଶଙ୍କୁ ଭେଟିଲେ ଭାଜପା ଏମ୍‌ପି ରୀତା ବହୁଗୁଣାଙ୍କ ପୁଅ ମୟାଙ୍କ

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ବୁଧବାର ଲକ୍ଷ୍ନୌ ସମେତ ୯ଟି ଜିଲାରେ ମତଦାନ ଜାରି ରହିଛି। ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ମତଦାନର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ନୌରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଭାରତୀୟ…

୫.୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଖୋର୍ଦ୍ଧା ଅଫିସ,୨୩।୨:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନ ସମୟରେ ବେଆଇନ ମଦ ଓ ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି। ଏହି ପ୍ରରିପେକ୍ଷୀରେ ଖୋର୍ଦ୍ଧା ଅବକାରୀ ପୋଲିସ ମଙ୍ଗଳବାର…

ଥମୁନି ବିଜେଡି-ଭାଜପା ଦୋଷ ଲଦାଲଦି

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ଓ ଭାଜପା ମଧ୍ୟରେ ଦୋଷ ଲଦାଲଦି ପ୍ରକ୍ରିୟା ଜାରି ରହିଛି। ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଉଭୟ ଦଳ ପରସ୍ପର ବିରୋଧରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ…

ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ସ୍ବାଧିନତାର ୭୫ ବର୍ଷ ପରେ ଭୋଟର ତାଲିକା ଠିକ୍‌ ଭାବେ ପ୍ରସ୍ତୁତ ନ କରିପାରିବା ଚିନ୍ତା ଓ ପରିତାପର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି। ଧର୍ମେନ୍ଦ୍ର ମଙ୍ଗଳବାର ଟୁଇଟ୍‌ରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ…

ୟୁପି ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୫୯ଆସନ ପାଇଁ ମତଦାନ ଜାରି: ଭୋଟ ଦେଲେ ମାୟାବତୀ

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ୫୯ଟି ଆସନରୁ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା…

ଢିଙ୍କିଆରେ ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା

କୁଜଙ୍ଗ,୨୩ା୨(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ ଢିଙ୍କିଆ ପଞ୍ଚାୟରେ ସମିତି ସଭ୍ୟ ଓ ଜିଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ। ମାତ୍ର ଏହି ସମୟରେ ଅବାଧ ନିରପେକ୍ଷ ନିର୍ବାଚନ ହେବା ନେଇ ଆଶଙ୍କାବ୍ୟକ୍ତ କରାଯାଇଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଶାସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri