Home Left

ଷ୍ଟାଇଲିସ୍‌ ଲୁକ୍‌ ଦିଏ ସ୍କଟ୍‌

ସମୟ ସହ ତାଳ ଦେଇ ଏବେ ଫ୍ୟାଶନ୍‌ ମଧ୍ୟ ବଦଳିବାରେ ଲାଚିଛି। ଯୁବତୀ ହୁଅନ୍ତୁ କିମ୍ବା ମହିଳା, ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ ଭେରାଇଟି ତଥା ଡିଜାଇନ୍‌ର ଆଉଟ୍‌ଫିଟ୍‌ ପିନ୍ଧୁଛନ୍ତି। ତେବେ ବର୍ତ୍ତମାନ ଫର୍ମାଲ୍‌, କାଜୁଆଲ୍‌ କିମ୍ବା ପାର୍ଟିଓ୍ବେର…

ଯାଜପୁରରେ ନିର୍ବାଚନୀ ହିଂସା : ବନ୍ଧା ହେଲେଣି ୯୮

ଯାଜପୁର ଅଫିସ, ୨୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଯାଜପୁର ଜିଲାରେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ହିଂସା ଦେଖାଦେଇଥିଲା। କେଉଁଠି ଖବରଦାତାଙ୍କୁ ଆକ୍ରମଣ ହୋଇଥିଲା…

ଦୀର୍ଘଦିନର ବ୍ୟବଧାନ ପରେ କାମକୁ ଫେରିଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଧନୁଷଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଅଲଗା ହୋଇଯିବା ଘଟଣା…

ଫିଟ୍‌ନେସ୍‌ ମନ୍ତ୍ର

ବର୍ତ୍ତମାନର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଅନେକଙ୍କଠାରେ ବିଶେଷ କରି ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ ା ଏମିତିରେ ଦୈନିକ କିଛି ସମୟ ଯୋଗ କରିବା ସ୍ବାସ୍ଥ୍ୟପକ୍ଷେ ବରଦାନ ସଦୃଶ… ବର୍ତ୍ତମାନ ଶାରୀରିକ ପରିଶ୍ରମ…

ରକ୍ତ ଜୁଡୁଜୁଡୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

କେନ୍ଦ୍ରାପଡା ଅଫିସ,୨୨।୨: କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ ସାନଅଢ଼ଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ…

‘ବିରୋଧୀଙ୍କୁ ବିସର୍ଜନ କରିଦିଅ’

ଲକ୍ଷ୍ନୌ,୨୨।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ହେବ। ଏବେ ୧୭୨ଟି ଆସନ ପାଇଁ ମତଦାନ ହେବାକୁ ବାକି ଅଛି। ଏସବୁ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ…

ସାନି ନିର୍ବାଚନକୁ ବିରୋଧ

ବିଷମକଟକ, ୨୨।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ନିମଗିରି ମୁଣ୍ଡବାଲି ୮ ନମ୍ବର ବୁଥ୍‌ରେ ୨୩ ତାରିଖରେ ସାନି ନିର୍ବାଚନ ହେବାକୁ ସୋମବାର ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଷମକଟକ ବ୍ଲକ ପ୍ରଶାସନ ପକ୍ଷରୁ ବୁଥରେ…

ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ; ୬ ମୃତ

ଶିମଲା,୨୨।୨: ହିମାଚଳପ୍ରଦେଶର ଉନା ଜିଲାର ବାଥଉ ଶିଳ୍ପାଞ୍ଚଳରେ ଥିବା ଏକ ବାଣ କାରଖାନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଫ୍ୟାକ୍ଟ୍ରିରେ ୧୧ ଜଣ ଫସିଛନ୍ତି। ଏଣୁ ମୃତ୍ୟୁ ସଂଖ୍ୟା ଆହୁରି…

ସରପଞ୍ଚ ଆସନ ପାଇଁ ସାନି ମତଦାନ ସୁପାରିଶ

କେନ୍ଦ୍ରାପଡା ଅଫିସ,୨୨।୨: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ୧୫ନଂ ବୁଥ୍‌ର ସରପଞ୍ଚ ଆସନ ପାଇଁ ପୁନର୍ବାର ମତଦାନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କକୁ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୁପାରିଶ କରାଯାଇଛି। ସୂଚନା ଅନୁଯାୟୀ, ଉକ୍ତ…

ସୁୁନ୍ଦରଗଡ଼ ଜିଲାରେ ୬୭୪ଟି ବୁଥରେ ଚାଲିଛି ମତଦାନ

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ): ସୁନ୍ଦରଗଡ ଜିଲାରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ୨୨ତାରିଖ ଭୋଟ ଗ୍ରହଣ ହେଉଛି। ଏହି ନିର୍ବାଚନରେ ଜିଲାର ହେମଗିର, ଲେଫ୍ରିପଡା ଏବଂ ଲହୁଣୀପଡା ବ୍ଲକର ୬ଟି ଜିଲା ପରିଷଦ ଜୋନ୍‌ରେ ମୋଟ ୨୯ଜଣ ଜିଲା ପରିଷଦ, ୫୩…

ତଦନ୍ତ ପାଇଁ ଏଜେନ୍ସି ନିଯୁକ୍ତ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୨।୨: ସାକ୍ଷାତ୍‌କାର ପାଇଁ ଜଣେ ଜର୍ନାଲିଷ୍ଟ ଧମକ ଦେଉଥିବା ହ୍ବାଟ୍ସଆପ୍‌ ଚାଟ୍‌ ସ୍କ୍ରିନଶଟ୍‌କୁ ଶେୟାର କରିବା ପରେ ରିଦ୍ଧିମାନ ଶାହାଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଛି। ତାଙ୍କ ଅଭିଯୋଗର ତଦନ୍ତ କରିବା ପାଇଁ ଏକ ବେସରକାରୀ ଏଜେନ୍ସିକୁ ନିଯୁକ୍ତ କରିବାକୁ ଯୋଜନା…

ତପସ୍ବିନୀଙ୍କୁ ମାସିକ ୧୭ ହଜାର ବଦଳରେ ମିଳିବ ୧୦ହଜାର ଟଙ୍କା

ବ୍ରହ୍ମପୁର ଅଫିସ,୨୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ସୁମିତ୍‌ ସାହୁ-ତପସ୍ବିନୀ ଦାସ ବିବାଦ ମାମଲା ଥମିବାର ନା ନେଉ ନାହିଁ। ଦିନକୁ ଦିନ ଏହି ମାମଲା ନୂଆ ମୋଡ ନେଉଛି। ସୁମିତ୍‌ଙ୍କ ପକ୍ଷରୁ ଦିଆଯାଉଥିବା ପାରିତୋଷିକ ଏବେ ହ୍ରାସ କରାଯାଇଛି। ମାସିକ ୧୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri