Home Left

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବମ୍ବେ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ପ୍ରଯୋଜକ ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍‌ ନେଇ କରିଛନ୍ତି ଘୋଷଣା। ଇନଷ୍ଟାଗ୍ରାମରେ ସନ୍ଦୀପ ଲେଖିଛନ୍ତି, ବାଜପେୟୀ ଭାରତର ରାଜନୈତିକ ଇତିହାସର ମହାନ…

ବାଇଡେନ ଦମ୍ପତିଙ୍କୁ ସ୍ବତନ୍ତ୍ର ବ୍ରୋଚ୍‌ ଉପହାର ଦେଲେ ମୋଦି

ବର୍ଲିନ,୨୮।୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶର ନେତାଙ୍କ ପାଇଁ ଭାରତର ଭଳିକି ଭଳି ଅନନ୍ୟ ଉପହାର ନେଇଥିଲେ। ଛତିଶଗଡ଼ରୁ ନନ୍ଦୀ-ଥିମ ଡୋକରା କଳାକୁ ଆର୍ଜେଣ୍ଟିନା…

କେସିଙ୍ଗା ପରିଦର୍ଶନ କଲେ ନୂଆ ଜିଲାପାଳ

କେସିଙ୍ଗା,୨୮।୬(ଡିି.ଏନ୍‌ .ଏ.): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ପି. ଅନ୍ବେସା ରେଡି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ମଙ୍ଗଳବାର ସେ ଜୁଲାଇ ପ୍ରଥମ ସପ୍ତାହରେ ଉଡାଣ ଭରିବାକୁ ଥିବା ଉତକେଲା ଏୟାର ଷ୍ଟ୍ରିପ୍‌କୁ ଯାଇ ପରିଦର୍ଶନ କରିଥିଲେ।…

୨୮ ଲକ୍ଷର ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜଧାନୀରୁ ବ୍ରାଉନସୁଗାର ଜବତ। ୟୁନିଟ ୮ ନାରାୟଣୀ ବସ୍ତିରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏଥିରେ ଦୁଇ ଭାଇଙ୍କୁ ଗିରଫ କରାଯାଇଛି। ଏମାନେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ। ତେବେ ଜବତ ହୋଇଥିବା…

କିଶନନଗର ଥାନା ଆଇଆଇସି ନିଲମ୍ବିତ

କିଶନନଗର,୨୮।୬(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଆଇଆଇସି ସସ୍ମିତା ରାଣାଙ୍କୁ ନିଲମ୍ବନ କରାଯାଇଛି। କିଶନନଗର ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବନ କରାଯାଇଛି। ଏସ୍‌ପିଙ୍କ ସୁପାରିସ ପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାନୁଯାୟୀ,…

ଜୁନ ୩୦ରେ ପ୍ରହାର ପାର୍ଟିର ୨ବିଧାୟକ ଏମ୍‌ଭିଏ ବିରୋଧରେ ଆଣିପାରନ୍ତି ଅନାସ୍ଥା ପ୍ରସ୍ତାବ

ମୁମ୍ବାଇ,୨୮।୬: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି। ବର୍ତ୍ତମାନ ଏହା ଆଉ ଏକ ରାଜନୈତିକ ମୋଡ଼ ନେବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁନ ୩୦ରେ ପ୍ରହାର ପାର୍ଟିର ୨ ଜଣ ବିଧାୟକ ମହା…

ସଞ୍ଜୟ ରାଉତଙ୍କୁ ଦ୍ୱିତୀୟ ସମନ ପଠାଇଲା ଇଡି: ଜୁଲାଇ ୧ରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ,୨୮।୬: ଶିବସେନା ଏମ୍‌ପି ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦ୍ୱିତୀୟ ସମନ ପଠାଇଛି। ପାତ୍ରା ଚୌଲ ଜମି ଦୁର୍ନିତୀ ମାମଲାରେ ଜୁଲାଇ ୧ରେ ଇଡିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧ ସକାଳ…

ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି, ସକାଳ ୮ଟାରୁ ଦର୍ଶନ

ପୁରୀ ଅଫିସ,୨୮।୬: ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜାରି ହୋଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ…

ଶ୍ରୀଲଙ୍କାରେ ସ୍କୁଲ ବନ୍ଦ, କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ

କଲମ୍ବୋ,୨୮।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲର ଘୋର ଅଭାବ ଦେଖାଦେଇଛି। ଏନେଇ ଶ୍ରୀଲଙ୍କା ସରକାର ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଏପରିକି ପବ୍ଲିକ୍‌ ସେକ୍ଟରରେ କାମ କରୁଥିବା କର୍ମଚାରୀମାନଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବାକୁ…

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଢେଙ୍କାନାଳ ଅଫିସ,୨୮।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବମ୍ପା ଗ୍ରାମରେ ମଙ୍ଗଳବାର ଭୋରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶରତ ପଲେଇ(୬୮) । ମିଳିଥିବା ସୂଚନା ମୁତାବକ, ଶରତ ମଙ୍ଗଳବାର ଭୋର ସମୟରେ ବାଡ଼ିପଟକୁ…

ଛେଳି ପାଇଁ ଡାଳ ସଂଗ୍ରହ କରୁଥିଲେ, ଚାଲିଗଲା ଜୀବନ

ଟିକିରି,୨୮ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅଧୀନ ସୋରିଷପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ଲକ ଅନ୍ତର୍ଗତ ସେମିଳିଗୁଡ଼ା ଗ୍ରାମର…

ଟି-୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ

ଅକଲାଣ୍ଡ,୨୮।୬: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ। ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସିରିଜ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?