Home Left

ପରମବୀରଙ୍କ ବିରୋଧରେ ତଦନ୍ତ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୨: ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ତଦନ୍ତ ରୋକିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲା କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)କୁ…

୨୦ ବର୍ଷ ପରେ ଭୋଟ

ଲାଞ୍ଜିଗଡ଼,୨୩।୨(ଡି.ଏନ.ଏ.): ଦୀର୍ଘ ୨୦ ବର୍ଷ ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ମଙ୍ଗଳବାର ଚଳିତବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ସକାଳୁ ଧାଡିବାନ୍ଧି ଡଙ୍ଗରିଆ ଝରଣିଆ ଯୁବଭୋଟରମାନେ ପାରମ୍ପରିକ ବେଶଭୂଷାରେ ସୁସଜ୍ଜିତ ହୋଇ…

ଭୋଟ ଦେବାକୁ ୬୦ କି.ମି. ଜଳଯାତ୍ରା

ମାଲକାନଗିରି,୨୩ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କାଲିମେଳା ବ୍ଲକରେ ଅନୁଷ୍ଠିତ ହୋଇଛି। ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଭୋଟରମାନେ ଦୀର୍ଘ ୬୦ କିଲୋମିଟର ବୋଟ୍‌ରେ ଯାତ୍ରା କରି ମତଦାନ କରିଥିବା ଦେଖିବାକୁ ମିଳିଛି। କାଲିମେଳା ବ୍ଲକ…

ଖଲିସ୍ତାନୀ ଆପ୍‌ ଉପରେ କେନ୍ଦ୍ରର କଟକଣା

ନୂଆଦିଲ୍ଳୀ, ୨୩ା୨: କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ପଞ୍ଜାବ ପଲିଟିକାଲ ଟିଭି ଆପ୍‌ ଏବଂ ଓ୍ବେବ୍‌ ସାଇଟ୍‌ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଏହି ଚ୍ୟାନେଲ ଖଲିସ୍ତାନୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ଦ୍ୱାରା ପରିଚାଳିତ ହେଉଥିବା…

ବିଜେଡି କର୍ମୀଙ୍କୁ ହତ୍ୟା

ଭଦ୍ରକ ଅଫିସ/ଧାମନଗର, ୨୩ା୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ହିଂସା ଉଗ୍ରରୂପ ଧାରଣ କରିଛି। ସୋମବାର ରାତିରେ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ…

ନିର୍ବାଚନୀ ହିଂସା ଥମୁନି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ଟି ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଶେଷ ହୋଇଛି। ତେବେ ହିଂସାକାଣ୍ଡ ନିର୍ବାଚନ ପିଛା ଛାଡୁନାହିଁ। ଗତ ୩ଟି ପର୍ଯ୍ୟାୟ ନିର୍ବାଚନରେ ଭାଟ ବାକ୍ସ ନେଇଯିବା, ବାଲଟ ପେପର ଚିରିବା, ବୁଥ୍‌ ଜବରଦଖଲ କରିବା,…

ଜାତୀୟ ଉଦ୍ୟାନ ମ୍ୟାପ୍‌ରେ ଭିତରକନିକା ନାହିଁ

ଅସମାପିକା ସାହୁ ଭୁବନେଶ୍ୱର, ୨୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପିଲାଙ୍କୁ ଭୁଲ୍‌ ପାଠ ପଢ଼ାଉଛି। ସିବିଏସ୍‌ଇ ନିଜ ସ୍କୁଲଗୁଡ଼ିକରେ ଏନ୍‌ସିଇଆର୍‌ଟି ବହି ପଢ଼ାଇବାକୁ ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ଏନ୍‌ସିଇଆର୍‌ଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ବହିରେ ଏକ ତ୍ରୁଟି…

ୟୁକ୍ରେନ୍‌ ସଙ୍କଟ: ଦୋଛକିରେ ଭାରତ

ନୂଆଦିଲ୍ଲୀ,୨୩ା୨: ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ରେ ୟୁକ୍ରେନ୍‌ ସାମିଲ ହେଲେ ପାଶ୍ଚାତ୍ୟର ସୈନ୍ୟ ରୁଷିଆ ସୀମାରେ ମୁତୟନ ହେବେ। ଏହାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗ୍ରହଣ କରିପାରି ନ ଥିଲେ। ତେଣୁ ସେ ବିଚ୍ଛିନ୍ନତାବାଦୀଙ୍କ କଥା ମାନି ପୂର୍ବ ୟୁକ୍ରେନ୍‌ରୁ…

ଆଜି ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟିଂ ମଙ୍ଗଳବାର ଶେଷ ହୋଇଛି। ୨୭ ଜିଲାର ୬୪ ବ୍ଲକର ୧ ହଜାର ୨୫୪ ପଞ୍ଚାୟତରେ ମତଦାନ ସରିଛି। ମୋଟ ୧୭ ହଜାର ୮୯ ବୁଥ୍‌ରେ ୫୧ ଲକ୍ଷ…

ୟୁକ୍ରେନ୍‌ରୁ ଫେରିଲେ ୨୪୨

ନୂଆଦିଲ୍ଲୀ,୨୩ା୨: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ରେ ଫସିଥିବା ୨୪୨ ଭାରତୀୟମାନଙ୍କୁ ରାଜଧାନୀ କ୍ୱିଭ୍‌କୁ ମଙ୍ଗଳବାର ଏୟାର ଇଣ୍ଡିଆର ଏକ ବିମାନ ସ୍ବଦେଶ ଫେରାଇ ଆଣିଛି। ବୋଇଂ ୭୮୭ ଏୟାରକ୍ରାଫ୍ଟରେ ଏଆଇ ୧୯୪୭ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୭ଟା…

ଖୁସି ଆଣିଲା ବିରଳ ତାରିଖ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମଙ୍ଗଳବାର ଥିଲା ବର୍ଷର ପ୍ରଥମ ସିମେଟ୍ରିକାଲ ବା ପଲିଣ୍ଡ୍ରୋମ୍‌। ଅର୍ଥାତ୍‌ କ୍ୟାଲେଣ୍ଡରର ଏପରି ଏକ ତାରିଖ ଯାହାକି ସାଂଖିକ ଦୃଷ୍ଟିରୁ ବିରଳ। ମଙ୍ଗଳବାର ଥିଲା ୨୨.୦୨.୨୦୨୨ ତାରିଖ। ଅର୍ଥାତ ୨ ତାରିଖ ଦ୍ବିତୀୟ ମାସ ଏବଂ ୨୦୨୨ ବର୍ଷ।…

ପୁଟିନ୍‌ଙ୍କ ଘାତକ ଅଭିସନ୍ଧି

ମସ୍କୋ,୨୩ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆବଶ୍ୟକ ମନେକଲେ ଦେଶ ବାହାରେ ମଧ୍ୟ ସାମରିକ ବଳ ପ୍ରୟୋଗ କରିପାରିବେ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଙ୍ଗଳବାର ରୁଷିଆ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ରୁଷୀୟ ଏମ୍‌ପିମାନଙ୍କ ଏହି ଅନୁମୋଦନ ୟୁକ୍ରେନ୍‌ ଉପରେ ୬୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri