Home Left

ସୁରକ୍ଷାକର୍ମୀଙ୍କୁ ସଫଳତା

ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ବଡ଼ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ଗୁଳିରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ସୂଚନା ଅନୁଯାୟୀ, ଶୋପିଆନ ଜିଲାର ଆମିସିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନା…

ଘରୁ ମିଲିଲା ବିଡା ବିଡ଼ା ଟଙ୍କା, ସୁନା ଅଳଙ୍କାର

ଝାରସୁଗୁଡ଼ା ଅଫିସ,୨୫।୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍‌ଆଇ ହରେ କୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଏକ କାଳୀନ ଶୁକ୍ରବାର ପୂର୍ବାହ୍ନରୁ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ ମଧ୍ୟରେ ଏଏସଆଇ ନାୟକଙ୍କ…

ରାଜଧାନୀ କ୍ୱିଭ୍‌ରେ ପଶିଲା ରୁଷିଆ ସେନା

କ୍ୱିଭ୍‌,୨୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷିଆର ଘନଘନ ଆକ୍ରମଣ କରୁଥିବାର ରାଜଧାନୀ କ୍ୱିଭ୍‌ରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ତେବେ ଶୁକ୍ରବାର ଅପରାହ୍ନରେ ରୁଷିଆ ସେନା କ୍ୱିଭ୍‌ରେ ପଶିଛି। ରୁଷିଆ ସେନା ଆଜି ୬…

ପୋଲିସ ବସ୍‌ ଧକ୍କାରେ ଗଲା ପ୍ରିଜାଉଡିଂ ଅଫିସରଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୫ା୨: ଶେଷ ପର୍ଯ୍ୟାୟ ନିର୍ବାଚନ ସାରି ଘରକୁ ଫେରୁଥିବା ପ୍ରିଜାଇଡିଂ ଅଫିସର ଶିକ୍ଷକ ସୁଦାମ ଚରଣ ପୁରୋହିତ(୫୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟିଟିଲାଗଡ଼ ବ୍ଳକ ଖୋଲାନ ନିର୍ବାଚନ ବୁଥରେ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରି…

ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ଖୋର୍ଦ୍ଧା ଅଫିସ,୨୫ା୨: କର୍ନାଟକ ଶିବଗଙ୍ଗା ଜିଲାରେ ବଜରଙ୍ଗ ଦଳର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଜେହାଦୀମାନେ ଛୁରି ଭୁସି ଅତି ନିର୍ମମ ଭାବେ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦୃଢ଼ ଭାବେ ନିନ୍ଦା କରିଛି।…

ଶତ୍ରୁତାକୁ ସମାପ୍ତ ପାଇଁ ରୁଷିଆକୁ ଆଲୋଚନା କରିବାକୁ ପଡ଼ିବ: ଜେଲେନ୍‌ସ୍କି

କ୍ୱିଭ,୨୫।୨: ୟୁକ୍ରେନରେ ରୁଷିଆ ଆକ୍ରମଣର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଭୟଙ୍କର ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ୟୁକ୍ରେନର ରାଜଧାନୀ କ୍ୱିିଭ ସମେତ ଅନେକ ସହରରେ ରୁଷିଆ ସୈନ୍ୟ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ ରୁଷିଆ ସୈନ୍ୟ ବର୍ତ୍ତମାନ ସୁମି…

ପୁଣି ରିମାଣ୍ଡରେ ଯିବେ ନକଲି ଡାକ୍ତର

ଭୁବନେଶ୍ୱର,୨୫।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସାଇଁଙ୍କ ଗିରଫ ମାମଲା। ଆଜିଠାରୁ ପୁଣି ୩ ଦିନିଆ ରିମାଣ୍ଡରେ ଯିବେ ରମେଶ ସାଇଁ। ଭୁବନେଶର ଏସ୍‌ଡିଜେମ କୋର୍ଟ ରିମାଣ୍ଡ ମଞ୍ଜୁର କରିଛନ୍ତି। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ମହିଳା ଥାନା ପୋଲିସ।…

ୟୁକ୍ରେନ୍‌ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ

କ୍ୱିଭ୍‌,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ…

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ ଆକମଣ ଆରମ୍ଭ କରି ଦେଇଛି । ଏହି ସମୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ…

ଶାହିଦଙ୍କୁ ପ୍ରଥମେ ଦେଖି ଡରିଯାଇଥିଲେ ମୀରା

ବଲିଉଡ୍‌ ଅଭିନେତା ଶାହିଦ କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ପରିଶ୍ରମ ଏବଂ ଦକ୍ଷତା ଆଧାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ଏକ ରୋମାଣ୍ଟିକ୍‌ ହିରୋ ଭାବେ ଗଣାଯାଏ। ୨୫ ଫେବୃୟାରୀ ୧୯୮୧ରେ ଦିଲ୍ଲୀରେ ଜନ୍ମଗ୍ରହଣ…

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 1.A 28 years old Male of Baragarh District who was…

ଘରେ ପଶି ମହିଳାଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୨୫।୨: ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣଙ୍କ ବିଜୟ ଚରଣ ବେହେରାଙ୍କ ସ୍ତ୍ରୀ ସୁରଜା ବେହେରା (୫୮)। ଖବର ପାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri