ପାକିସ୍ତାନରେ ବିଦ୍ୟୁତ୍ ସଙ୍କଟ, ଇଣ୍ଟରନେଟ୍ ବନ୍ଦ ପାଇଁ ଧମକ ଦେଲେ ଟେଲିକମ୍ କମ୍ପାନୀ…
ଇସଲାମାବାଦ, ୧।୭ : ପାକିସ୍ତାନରେ ବିଦ୍ୟୁତ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଦେଶରେ ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ଟେଲିକମ ଅପରେଟରମାନେ ଧମକ ଦେଇଛନ୍ତି। ନ୍ୟାଶନାଲ ବୋର୍ଡ ଅଫ ଇନଫରମେସନ ଟେକ୍ନୋଲୋଜି ଟୁଇଟରରେ କହିଛି ଯେ ପାକିସ୍ତାନର ଟେଲିକମ…
ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି । ତେବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଶେଷ ହୋଇଛି। ପହଣ୍ଡି ବିଜେ ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।…
ଜମ୍ମୁ-କଶ୍ମୀରରେ ଜି-୨୦ ସମ୍ମିଳନୀ, ଚାଇନା ଦେଲା ଏଭଳି ଉତ୍ତର…
ବେଜିଂ, ୧।୭ : ଆସନ୍ତା ୨୦୨୩ ବର୍ଷ ଜାମ୍ମୁ କାଶ୍ମୀରରେ ଜି -୨୦ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ଯୋଜନା କରୁଥିବା ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନା ଏହାକୁ ବିରୋଧ କରିଛି ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ…
ନିଜ ରେକର୍ଡ ଭାଙ୍ଗିଲେ ସୁନା ପୁଅ
ଷ୍ଟକହୋମ,୧।୭: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି। ନିକଟରେ ଅନୁଷ୍ଠିତ ପାଭୋ ନୁରମି ଆଥଲେଟିକ୍ସ ମିଟରେ ଜାତୀୟ ରେକର୍ଡ ସ୍ଥାପନ କରିବା ପରେ ସେ ପୁଣି ଥରେ ନିଜ ରେକର୍ଡ…
ନରସଂହାର ଭାରତ ପାଇଁ ବଡ଼ ବିପଦ, କହିଲେ ଆମେରିକା ରାଷ୍ଟ୍ରଦୂତ…
ଓ୍ବାଶିଂଟନ, ୧।୭ : ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଉପରେ ଭାରତୀୟ-ଆମେରିକୀୟ ରାଷ୍ଟ୍ରଦୂତ ରାଶାଦ ହୁସେନ ଭାରତରେ ନରସଂହାର ବଡ଼ ବିପଦ ସୃଷ୍ଟି କରିଥିବା କହିଛନ୍ତି। ଭାରତରେ ଜାରି କରାଯାଇଥିବା ଅନେକ ଘଟଣା ତଥା ବିବୃତ୍ତି ସମ୍ପର୍କରେ ସେ ନିଜର ମତ ପ୍ରକାଶ…
ସ୍ଥିତି ଅଣାୟତ୍ତ, ସଂକ୍ରମଣ ଉପର ମୁହାଁ…
ନୂଆଦିଲ୍ଲୀ, ୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧।୭: : ଆଜି ପବିତ୍ର ଘୋଷଯାତ୍ରା। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଅଗଣିତ ଭକ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି,ରଥ ଯାତ୍ରାର ବିଶେଷ ଦିନରେ ଶୁଭେଚ୍ଛା।…
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଫଟୋ ଖବରଦାତା ଅଶୋକ ପଣ୍ଡା,ରଥଯାତ୍ରା ଖବର ସଂଗ୍ରହ ପାଇଁ ଯାଉଥିଲେ ପୁରୀ
ଭୁବନେଶ୍ୱର,୧ା୭(ବ୍ୟୁରୋ): ବରିଷ୍ଠ ଫଟୋ ଖବରଦାତା ଅଶୋକ କୁମାର ପଣ୍ଡାଙ୍କର ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ଦୈନିକ ଖବର କାଗଜ ‘ସମୟ’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ। ତେବେ ଆଜି ଅଶୋକ ରଥଯାତ୍ରା ଅବସରରେ…
ରାଜ୍ୟରେ ବଢ଼ିଚାଲିଛି କରୋନା: ଆଜି ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୧ା୭(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୯୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୧୯ ଜଣ ଚିହ୍ନଟ ହୋଇଥିବା…
ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦାମ
ନୂଆଦିଲ୍ଲୀ,୧ ।୭: ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଶାସ୍ତା ହୋଇଛି ଗ୍ୟାସ ସିଲିଣ୍ଡର ଦାମ । ଇଣ୍ଡିଆନ ଅଏଲ କର୍ପୋରେଶନ ବା ଆଇଓସିର େଓବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ…
ବାଲିକୁଦାରେ ମାଙ୍କଡ଼ ମଡ଼କ, ଚିନ୍ତାରେ ପ୍ରାଣୀପ୍ରେମୀ
ଜଗତ୍ସିଂହପୁର ଅଫିସ,୧ା୭: ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ବୁଦ୍ଧିସାହି ଗାଁର ଗୋପାଳସାହିରେ ମାଙ୍କଡ଼ ମଡ଼କ ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ କରି ୬ ମାଙ୍କଡ଼ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। କାହିଁକି ଓ…
ନଳିତା, ଧନିଚା ବିହନ ନାହିଁ: ଚାଷୀ ହତାଶ
କେନ୍ଦ୍ରାପଡ଼ା ଅଫିସ,୧ା୭: ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ା ଜିଲାର ସୁନାମ ରହିଛି। ୨୦୦୫ ମସିହାରେ ଜିଲାର ୨୧୫୨ ହେକ୍ଟର ଅଞ୍ଚଳରେ ନଳିତା ଓ ମେସ୍ତା ଚାଷ ହେଉଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହାର ପ୍ରଚାର ପ୍ରସାର ହୋଇ ୨୦୧୫ ମସିହାରେ ପ୍ରାୟ…

