Home Left

ମୋଦି-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫୋନ୍‌ ଯୋଗେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିବା ଖବର ପ୍ରକାଶ ପାଇଛି। କୃଷି ସାମଗ୍ରୀ, ଫର୍ଟିଲାଇଜର ଏବଂ ଔଷଧୀୟ ଉତ୍ପାଦ…

ଭାଜପାରେ ମିଶିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼,୨।୭: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ଖୁବ୍‌ଶୀଘ୍ର ଭାଜପାରେ ଯୋଗଦେବେ। ୮ ମାସ ତଳେ ସେ କଂଗ୍ରେସ ଛାଡ଼ି ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସର ବିଲୟ ଘଟିବ ଭାଜପାରେ। ୮୦ ବର୍ଷୀୟ ଅମରିନ୍ଦର ସିଂ ଅସ୍ତ୍ରୋପଚାର ପାଇଁ ଲଣ୍ଡନରେ…

ଲିଗାସି ପାଇଁ ଲଢ଼େଇ

ମୁମ୍ବାଇ,୨ା୭: ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ସମୟ ପରେ ନିଜ ଟୁଇଟର ପ୍ରୋଫାଇଲ ବଦଳାଇଛନ୍ତି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ପ୍ରୋଫାଇଲରେ ରଖିଛନ୍ତି। ଏହାକୁ ସିନ୍ଧେଙ୍କ ପୂବର୍ସୁରୀ ଉଦ୍ଧବ ଠାକ୍‌ରେଙ୍କ…

‘ଭଙ୍ଗା, ଗଢ଼ା ପୁରୁଣା ହୋଇଯାଇଛି’

ମୁମ୍ବାଇ,୨।୭: ମହାରାଷ୍ଟ୍ରରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ନୂଆ ସରକାର ଗଠନକୁ ନେଇ ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଭାଙ୍ଗିବା ଗଢ଼ିବା ଆମ ପାଇଁ ପୁରୁଣା କଥା ହୋଇଯାଇଛି। ଏବେ ମହାରାଷ୍ଟ୍ରରେ ନୂଆ…

କ୍ଷମତାର ଭୋକ ବିପଜ୍ଜନକ: ଯଶଓ୍ବନ୍ତ

ରାୟପୁର,୨।୭:ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ‘କ୍ଷମତା ପାଇଁ ଏକ ବିପଜ୍ଜନକ କ୍ଷୁଧା’ ବୋଲି ଅବିହିତ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍‌ସି ନେତା ଯଶଓ୍ବନ୍ତ କହିଛନ୍ତି, ମହାରାଷ୍ଟ୍ରରେ ଯାହାସବୁ ଘଟିଗଲା ଆପଣମାନେ ତାହା ଦେଖିଛନ୍ତି। ଏହା…

ମୋଦି, ଶାହା ରାଜି ହୋଇଥିଲେ…

ମୁମ୍ବାଇ,୨ା୭: ଶିବସେନା ବିଦ୍ରୋହୀଙ୍କ ଦ୍ୱାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ଉଦ୍ଧବ ଠାକ୍‌ରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆୟୋଜିତ କରି ଉଦ୍ଧବ କହିଛନ୍ତି, ‘ତଥାକଥିତ ଶିବ ସୈନିକ’ଙ୍କୁ ଭାଜପା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କରାଇଛି। କିନ୍ତୁ…

ମୁଖ୍ୟମନ୍ତ୍ରୀ ହେବାପରେ ପଦାବନତି: ମହାରାଷ୍ଟ୍ରରେ ଫଡ୍‌ନବିସ ପଞ୍ଚମ

ମୁମ୍ବାଇ,୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ କ୍ୟାବିନେଟରେ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ତଳ ପାହ୍ୟାକୁ ଖସିବାରେ ଫଡ୍‌ନବିସ ହେଉଛନ୍ତି ରାଜ୍ୟର ପଞ୍ଚମ ନେତା। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।…

ସିନ୍ଧେଙ୍କୁ ଶିବସେନାରୁ ବହିଷ୍କାର କଲେ ଉଦ୍ଧବ

ମୁମ୍ବାଇ,୨ ।୭: ପ୍ରାୟ ୨ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶିବସେନାରେ ବିଦ୍ରୋହ ଆରମ୍ଭ କରି ଦେଇଥିଲେ । ଏହାପରେ ମହାବିକାଶ ଅଘାଡି ସରକାରର ପତନ ହେଲା ଏବଂ ସିନ୍ଧେଙ୍କ ସହ ହାତ ମିଶାଇ ଭାରତୀୟ ଜନତା ପାର୍ଟି(ଭାଜପା)…

ଜଗନ୍ନାଥମୟ ଦିଲ୍ଲୀ

ନୂଆଦିଲ୍ଲୀ,୨।୭: କୋଟି କୈବଲ୍ୟନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଭାରତର ରାଜଧାନୀ ଦିଲ୍ଲୀରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଧାର୍ମିକ ରୀତିନୀତି ଅନୁଯାୟୀ ମହା ଆଡ଼ମ୍ବରରେ ପାଳିତ ହୋଇଛି। ମହାମାରୀ କରୋନା ପାଇଁ ଦୁଇବର୍ଷ ଧରି ଏଠାରେ ରଥଯାତ୍ରା ବନ୍ଦ ରହି ଥିବାରୁ…

ପାଟ୍ରୋଲିଂ ଜାହାଜ, ଏୟାରକ୍ରାଫ୍ଟ ମୁତୟନ

ପାରାଦୀପ,୨ା୭(ସ୍ବ.ପ୍ର.): ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବ ପୁରୀ ପାଇଁ ଓଡ଼ିଶା କୋଷ୍ଟଗାର୍ଡ ମୁଖ୍ୟାଳୟ ପାରାଦୀପ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ପୁରୀ ସମୁଦ୍ର ଉପକୂଳରେ ଏକ ପାଟ୍ରୋଲିଂ ଜାହାଜ ଓ ଡୋନିୟର ଏୟାରକ୍ରାଫ୍ଟ…

‘ମୁଁ ଇଡିକୁ ଡରୁନି’

ମୁମ୍ବାଇ,୨।୭: ମୁଁ ଜୀବନରେ କିଛି ଭୁଲ କରି ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କାହିଁକି ଡରିବି ବୋଲି ୧,୦୩୪ କୋଟି ଟଙ୍କାର ପାତ୍ର ଚାଓ୍ବଲ ଜମି ଦୁର୍ନୀତି ମାମଲାରେ ଶୁକ୍ରବାର ତଦନ୍ତକାରୀ ସଂସ୍ଥା ଅଫିସ୍‌ରେ ହାଜର ହେବା ପରେ ଶିବସେନା ଏମ୍‌ପି ସଞ୍ଜୟ…

ଭାବରେ ଭିଜିଲେ ଭକ୍ତ

ଜଗତସିଂହପୁର ଅଫିସ, ୨ା୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସାରା ଜଗତ୍‌ସିଂହପୁର ଜିଲାରେ ଶୁକ୍ରବାର ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା। ଏହି ଯାତ୍ରା ସମୟରେ ଅନେକ ସ୍ଥାନରେ ଜଗନ୍ନାଥ ପ୍ରେମୀମାନେ ଭାବ ବିହ୍ବଳିତ ହୋଇ ପଡ଼ିିଥିଲେ। ଏହି ଅବସରରେ ସିଦ୍ଧଳସ୍ଥିତ ବଳଦେବଜୀଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?