ଅଙ୍ଗ ପ୍ରଦର୍ଶନ କରି ଟ୍ରୋଲ୍ ହେଲେ ମଲାଇକା, ସନ୍ନି ଲିଓନିଙ୍କ ସହ ତୁଳନା କଲେ ୟୁଜର୍ସ
ବଲିଉଡ୍ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ନେଇ ଗୁରୁବାର ରାତିରେ ଫିଲ୍ମ ନିର୍ମାତା ରିତେଶ ସିଦ୍ଧଓ୍ବାନୀ ଫରହାନ ଏବଂ ଶିବାନୀଙ୍କ ବିବାହ ପାଇଁ ଏକ ପାର୍ଟି ରଖିଥିଲେ। ଏହି ପାର୍ଟିରେ…
କଟକଣା ଲଗାଇଲା ରୁଷିଆ: ବ୍ରିଟିଶ ଏୟାରଲାଇନ୍ସକୁ ଦେଲାନି ଅନୁମତି
ମସ୍କୋ,୨୫।୨: ବ୍ରିଟିଶ ଏୟାରଲାଇନ୍ସକୁ ରୁଷିଆ ବିମାନବନ୍ଦରରେ ଅବତରଣ କିମ୍ବା ଏହାର ବାୟୁସୀମା ବ୍ୟବହାରକୁ ମସ୍କୋ ଅନୁମତି ଦେଇନାହିଁ। ରୁଷିଆର ୟୁକ୍ରେନ୍ ଆକ୍ରମଣ ପରେ ଏହାର ବିମାନକୁ ବ୍ରିଟେନ ଏହାର ବାୟୁସୀମା ନିଷେଧ କରିଥିଲା। ଯେସାକୁ ତେସା ନୀତି ସ୍ବରୂପ ବ୍ରିଟେନ ସହ…
ସଜେଇ ହେଉଛି ଶ୍ରୀଲୋକନାଥ ମନ୍ଦିର, ୨ ତାରିଖ ଭୋର ୪ଟାରେ ଉଠିବ ମହାଦୀପ
ପୁରୀ ଅଫିସ, ୨୫ା୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆସନ୍ତା ୨୭ରେ ପଙ୍କୋଦ୍ଧାର ତଥା ପଙ୍କ ଉଜୁଳା ନୀତି ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୧ରେ ମହାଶିବରାତ୍ରୀ ବା ଜାଗରଯାତ୍ରା ପାଳନ କରାଯିବ। ଏଥିପାଇଁ ପୁରୀ ଜିଲା ପ୍ରଶାସନ ଏବଂ ଶ୍ରୀଲୋକନାଥ…
ଭଙ୍ଗାଗଲା ଏମାର ମଠର ଅବଶିଷ୍ଟ ପୁରୁଣା-ଦୁର୍ବଳ କୋଠା
ପୁରୀ ଅଫିସ, ୨୫ା୨: ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଠର ଅବଶିଷ୍ଟ ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯାଇଛି। ଦୁଇଜଣ ମାଜିଷ୍ଟ୍ରେଟ ଏବଂ…
ବର୍ଷା ସତ୍ତ୍ୱେ ତାତି ବଢ଼ୁଛି, ୩୦ ଡିଗ୍ରୀ ଉପରେ ୨୦ ସହର
ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲାରେ ବର୍ଷା ଜାରି ରହିଛି। ଶୁକ୍ରବାର ତାଳଚେର, ଅନୁଗୋଳ, ବାରିପଦାରେ ବର୍ଷା ହୋଇଥିବାବେଳେ ଶନିବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳରେ ସ୍ବଳ୍ପ ଧରଣର ବର୍ଷା…
ୟୁକ୍ରେନ୍ରୁ ଫେରୁଛନ୍ତି ଭାରତୀୟ ଛାତ୍ରଙ୍କ ପ୍ରଥମ ଦଳ
କ୍ୱିଭ୍,୨୫।୨: ଲଗାତାର ଭାବେ ୟୁକ୍ରେନରେ ନିଜର ସ୍ଥିତିକୁ ମଜଭୂତ କରୁଛି ରୁଷିଆ। ତୁହାକୁ ତୁହା ଆକ୍ରମଣ କରି ଦେଶର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଉଛି। ଏଭଳି ପରିସ୍ଥିତିରେ ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।…
ଯୁଦ୍ଧ ମଧ୍ୟରେ ଭାଇରାଲ ହେଉଛି ଏହି ପ୍ରେମୀଯୁଗଳଙ୍କ ଫଟୋ
ନୂଆଦିଲ୍ଲୀ,୨୫।୨: ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରହିଛି। ଏଥିଲାଗି ୟୁକ୍ରେନରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ ଫଟୋ। ଉଭୟ ଦେଶର ପତାକା ଦେହରେ ଗୁଡ଼ାଇ ହୋଇଥିବା ଏକ ପ୍ରେମୀଯୁଗଳଙ୍କୁ ଫଟୋରେ ଦେଖିବାକୁ…
ସୁବଳୟା ସମିତିିସଭ୍ୟା ନିଖୋଜ: ଏସ୍ପି ଅଫିସ ଆଗରେ ବିକ୍ଷୋଭ
ଛତ୍ରପୁର,୨୫।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ସୁବଳୟା ସମିତିସଭ୍ୟ ମାମୀ ଦାସ ନିଖୋଜ ନେଇ ପଞ୍ଚାୟତବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିଖୋଜ ମାମୀ ନିନ୍ଦ୍ୱର୍ନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରିବା ସହ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ…
‘ହିଟ୍ମ୍ୟାନ୍ଙ୍କୁ ଯୋଗୁ ଫର୍ମକୁ ଫେରିଲି’
ଲକ୍ଷ୍ନୌ,୨୫।୨: ଗତ ଶୃଙ୍ଖଳାରେ ନିରାଶ କରିବା ପରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ରେ ଫର୍ମକୁ ଫେରିଛନ୍ତି ଓପନର୍ ଇଶାନ କିଶନ। ସେ ୫୬ ବଲ୍ରେ ବିସ୍ଫୋରକ ୮୯ ରନ୍ର ଇନିଂସ ଖେଳି ଦଳକୁ ଜିତାଇବାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ଏବେ…
ଗଣତି ପୂର୍ବର କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଏସ୍ଡିପିଓ
ଗଞ୍ଜାମ,୨୫।୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍ ଗଣତି ଆରମ୍ଭ ହେବା। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗଞ୍ଜାମ ଜିଲା ଭାରତୀ ବିଦ୍ୟାପୀଠରେ…
ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଲାଡ୍ଲା ସେଟ୍ରେ ଘଟିଥିଲା ଏମିତି, ଶ୍ରୀଦେବୀଙ୍କୁ ଦେଖି ଡରିଗଲେ…
ବଲିଉଡରେ ଖୁବ କମ ବୟସରେ ଅତୁଳନୀୟ ସଫଳତା ହାସଲ କରିଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ। । ସୁନ୍ଦର ସହିତ ଅଭିନୟ ହିଁ ଦିବ୍ୟା ଭାରତୀଙ୍କୁ ରାତାରାତି ଷ୍ଟାର କରାଇଥିଲା । ସେହି ସମୟର ସବୁଠାରୁ କନିଷ୍ଠ ଅଭିନେତ୍ରୀ ଥିଲେ ଦିବ୍ୟା ।…
ରାତି ପାହିଲେ ଭୋଟ୍ ଗଣତି
ଭୁବନେଶ୍ୱର,୨୫।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍ ଗଣତି ଆରମ୍ଭ ହେବା । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଶେଷ ହେବା ଯାଏଁ ଚାଲିବ । ୩୧୪ଟି…
Archives


