Home Left

ବିଦ୍ୟୁତ୍‌ ଖୁଣ୍ଟରେ ମାଡ଼ ହୋଇ ଏଭିଏସନ୍‌ ଏକାଡେମିର ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ପାଇଲଟ ମୃତ

ଅମରାବତି,୨୬।୨: ଆନ୍ଧ୍ରପ୍ରଦେଶରେ ଶନିବାର ଏକ ଏଭିଏସନ୍‌ ଏକାଡେମୀର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ପାଇଲଟ ହେଉଛନ୍ତି ତାମିଲନାଡୁର ମହିମା। ଆନ୍ଧ୍ରର ନାଲଗୋଣ୍ଡାଠାରେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ,…

ବିଧାନସଭା ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୬।୨: ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଶନିବାର ପୂର୍ବାହ୍ନରେ ସ୍ବର୍ଗତ ବିଶ୍ବାଳଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚତ୍ଥିଲା। ପରେ ବାଚସ୍ପତି ମରଶରୀରରେ…

ପଳାୟନ କରିବିନି ଅସ୍ତ୍ର ଧରିବି

କ୍ୱିଭ,୨୬।୨: ଯୁଦ୍ଧର ତୃତୀୟ ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ଛାଡିବା ନେଇ ଆମେରିକାର ଅଫରକୁ ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।…

ବଙ୍କରରେ ଫସିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର

ରାୟଗଡ଼ା ଅଫିସ,୨୬ା୨: ରାୟଗଡ଼ା ସହର ନେହେରୁନଗର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ୟୁକ୍ରେନ୍‌ରେ ଫସିଛନ୍ତି। ଆଦିତ୍ୟଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ଲୋକେ ଶୁକ୍ରବାର ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।…

ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ । ହ୍ରିତିକ କୁଆଡେ ଏବେ ପ୍ରେମରେ ପଡିଛନ୍ତି ବୋଲି ଆଲୋଚନା ହେଉଛି…

ମୋ ମ୍ୟାନେଜର ଭାବୁଥିଲେ ମୁଁ ପାଗଳ: ସୁସ୍ମିତା ସେନ

ମୁମ୍ବାଇ: ବଲିଉଡ ନାୟିକା ସୁସ୍ମିତା ସେନ ତାଙ୍କ ଅଭିନୟ ପାଇଁ ବେଶ ପରିଚିତ । ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ସେ ତିଆରି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଏହି ନାୟିକା କାମକୁ ନେଇ ବେଶ୍ ଚୁଜି ।…

ବ୍ରିଟେନ ପରେ ଏବେ ରୁଷିଆ ପାଇଁ ନିଜ ଏୟାର ସ୍ପେସ୍‌ ବନ୍ଦ କଲା ବୁଲଗେରିଆ

ଶୋଫିଆ,୨୬।୨: ୟୁକ୍ରେନକୁ ଆକ୍ରମଣ କରିବା ଏବେ ରୁଷିଆକୁ ମହଙ୍ଗା ପଡ଼ିଛି। କାରଣ ସମଗ୍ର ଦେଶ ରୁଷିଆର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବିରୋଧ କରୁଛି। ଇତିମଧ୍ୟରେ ବ୍ରିଟେନ ପରେ ଏବେ ରୁଷିଆ ବିମାନ ପାଇଁ ବୁଲଗେରିଆ ମଧ୍ୟ ନିଜର ଏୟାର…

ବିଜେଡିର ସମର୍ଥକଙ୍କ ମୃତ୍ୟୁ: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଘେରାଉ

ପଦ୍ମପୁର,୨୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତର ଉହାଦ ଗ୍ରାମର ଭଗବାନ ନାୟକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ଗତ ରବିବାର ଉକ୍ତ ଗ୍ରାମର କେତେକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଭଗବାନ ବିଜେଡିର ସମର୍ଥକ…

ଭୋଟ ଗଣତି: ନୟାଗଡ଼ ବ୍ଲକରେ ବିଜେଡି-ଭାଜପା ମଧ୍ୟରେ କଡ଼ା ଟକ୍କର

ନୟାଗଡ଼ ଅଫିସ,୨୬।୨: ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଇତିମଧ୍ୟରେ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଗଣିଆ ବ୍ଲକର ୮ ନମ୍ବନ ଜୋନରେ ଭାଜପା ଆଗୁଆ, ନୟାଗଡ଼ ବ୍ଲକର ୧୬ ନମ୍ବର ଜୋନରେ ବିଜେଡି ଆଗୁଆ, ଓଡ଼ଗାଁ…

ଯୁଦ୍ଧର ତୃତୀୟ ଦିନରେ ରାଜଧାନୀ କ୍ୱିଭ ସମେତ ଅନେକ ଅଞ୍ଚଳ ଦଖଲ କଲା ରୁଷିଆ ସେନା

କ୍ୱିଭ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶନିବାର ତୃତୀୟ ଦିନରେ ପହଞ୍ଚିଛି। ଶୁକ୍ରବାର ରାଜଧାନୀ କ୍ୱିଭ ଦଖଲ କରିଥିବା ବେଳେ ଶନିବାର ରୁଷିଆ ସୈନ୍ୟ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମଧ୍ୟ ଦଖଲ କରିଛନ୍ତି। ଉକ୍ତ ଅଞ୍ଚଳଗୁଡ଼ିକରେ ରୁଷିଆ…

ପ୍ରଥମ ଥର ପାଇଁ ଏକାଠି କାମ କରିବେ ହ୍ରିତିକ୍‌- ଦୀପିକା

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ଶେୟାର କରିବାକୁ ପ୍ରସ୍ତୁତ। ଦୁହିଁଙ୍କୁ ଫିଲ୍ମ ‘ଫାଇଟର’ ରେ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଅଭିନେତାଙ୍କ ଜନ୍ମଦିନରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା। ସେହି ଦିନଠାରୁ…

ବୀରମହାରାଜପୁର ଜୋନ-୧ରେ ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ

ଅମରପାଲି,୨୬।୨(ଡି.ଏନ.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ରେ ପ୍ରଥମ ରାଉଣ୍ଡ ପରେ ବିଜେଡିର ରଞ୍ଜିତ ରଥ କଂଗ୍ରେସର ଲବ କୁମାର ସାହୁଙ୍କଠାରୁ ୧୧୩ ଖଣ୍ଡ ଭୋଟ ଆଗରେ ରହିଛନ୍ତି। ପ୍ରଥମ ରାଉଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri