ଖବରକାଗଜ ବିତରକରୁ ହେଲେ ସରପଞ୍ଚ
ବାସୁଦେବପୁର,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ସହରର ଖବରକାଗଜ ବିକ୍ରେତା ଗୌରାଙ୍ଗ ଚନ୍ଦ୍ର ପଣ୍ଡା ନରସିଂହପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଗୌରାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୪୦ ଖଣ୍ଡ…
ଖାରକିଭରୁ ରୁଷିଆ ସେନାକୁ ତଡ଼ିଲା ୟୁକ୍ରେନ
କ୍ୱିଭ,୨୭।୨: ୟୁକ୍ରେନର ଦ୍ୱିତୀୟ ସର୍ବବୃହତ୍ ସହର ଖାରକିଭକୁ ନିୟନ୍ତ୍ରଣକୁ ନେଇଛି ୟୁକ୍ରେନର ସଶସ୍ତ୍ର ବାହିନୀ। ଏହି ସହରକୁ ପସି ଆସିଥିବା ରୁଷିଆ ସେନାକୁ ହରାଇ ୟୁକ୍ରେନ ସେନା ସହରକୁ ଦଖଲ କରିଥିବା ଗଭର୍ନର ଓଲେଗ ସିନେଗୁବେ କହିଛନ୍ତି। “ଖାରକିଭ ସହରରେ ରୁଷିଆର…
ପରାଜୟର ସ୍ବାଦ ଚାଖିଲେ ହେବିୱେଟ
ପୁରୁଷୋତ୍ତମପୁର,୨୭ା୨(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ୩୫ ନଂ ଜୋନ ଅଧିନରେ ଥିବା ୮ ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇ ଥର ସରପଞ୍ଚ…
୪ ପରିବର୍ତ୍ତନ ସହ ଓହ୍ଲାଇଲା ଭାରତ
ଧର୍ମଶାଳା,୨୭।୨: ଏଠାରେ ଖେଳାଯିବାକୁ ଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା। ମ୍ୟାଚ୍ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଆହତ ସମସ୍ୟା କାରଣରୁ…
ପୋଷା କୁକୁର ବିନା ୟୁକ୍ରେନ ଛାଡ଼ିବାକୁ ମନା କଲେ ଭାରତୀୟ ଛାତ୍ର
ନୂଆଦିଲ୍ଲୀ,୨୭।୨: ଯୁଦ୍ଧରେ ଯର୍ଯରିତ ୟୁକ୍ରେନରେ ଫସିଥିବା ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ପୋଷା କୁକୁର ବିନା ଦେଶ ଛାଡ଼ିବାକୁ ମନା କରି ଦେଇଛନ୍ତି। ଖାରକିଭ ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ରେଡିଓ ଏଲେକ୍ଟ୍ରୋନିକ୍ସରେ ଅଧ୍ୟୟନ କରୁଥିବା ରିଷଭ କୌଶିକ କହିଛନ୍ତି, ସ୍ବଦେଶ…
ଗଞ୍ଜାମ ବ୍ଲକ ୧୪ ନଂ ଜୋନ୍ରେ ବିଜୟୀ ହୋଇଛନ୍ତି ଏହିସବୁ ପ୍ରାର୍ଥୀ
ଗଞ୍ଜାମ,୨୭ା୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୋଇରସି ପଞ୍ଚାୟତରେ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହରା, ସରପଞ୍ଚ ରବୀନ୍ଦ୍ର ବେହେରା, ମଲାଡ଼ ପଞ୍ଚାୟତରେ ସମିତିସଭ୍ୟା ବିଷ୍ଣୁପ୍ରିୟା ମହାପାତ୍ର, ସରପଞ୍ଚ ମମତା ବେହେରା, କରପଡ଼ା…
ୟୁକ୍ରେନର ଦାବି ରୁଷିଆ ହରାଇଛି ୪୩୦୦ ସେନା, ୧୪୬ ଟ୍ୟାଙ୍କ
କ୍ୱିଭ,୨୭ ।୨: ରୁଷିଆର ଲଗାତାର ଆକ୍ରମଣ ଫଳରେ ବେଳକୁ ବେଳେ ହତାସ ହୋଇ ଯାଉଛି ୟୁକ୍ରେନ୍ । ହେଲେ ଶେଷ ପର୍ଯ୍ୟନ୍ତ ଲଢିବାକୁ ସ୍ଥିର କରିଥିବା ୟୁକ୍ରେନ ଏଥର ଦାବି କରିଛି ଯେ ଗତ ୪ ଦିନ ମଧ୍ୟରେ ଅର୍ଥାତ୍ ଯୁଦ୍ଧ…
ମ୍ୟାଚ୍ରୁ ବାଦ୍ ପଡ଼ିଲେ ଭାରତୀୟ ଓପନର
ଧର୍ମଶାଳା,୨୭।୨: ଭାରତୀୟ ଉଇକେଟକିପର ବ୍ୟାଟର ଇଶାନ କିଷନ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଦ୍ୱିତୀୟ ମ୍ୟାଚ୍ରେ ବ୍ୟାଟିଂ କଲା ବେଳେ ତାଙ୍କ ହେଲମେଟରେ ବଲ ବାଜିଥିଲା। ଚେକ୍ ଅପ୍ ପାଇଁ କିଷନଙ୍କୁ ହସ୍ପିଟାଲକୁ ନିଆଯାଇ…
୧୪ ନମ୍ବର ଜୋନରେ ବିଜେଡିର ବାଜିମାତ୍
ଗଞ୍ଜାମ,୨୭।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନରେ ବିଜେଡି ମାଜିମାତ କରିଛି। ବିଜେଡି ପାର୍ଥିନୀ ସସ୍ମିତା ସ୍ବାଇଁ ୧୫ ହଜାର ୧୬୦ ଖଣ୍ଡ ଭୋଟ ପାଇଛନ୍ତି। ପ୍ରତିଦ୍ବନ୍ଦ୍ୱୀ ଭାଜପା ପାର୍ଥିନୀ ୪ ହଜାର ୯୮୨ ଖଣ୍ଡ ଭୋଟ ପାଇଛନ୍ତି l ଫଳରେ…
ଦିୱାଲିରେ ରିଲିଜ ହେବ ‘ଆଦିପୁରୁଷ’!
ମୁମ୍ବାଇ: କରୋନା ମହାମାରୀକୁ ନେଇ ଦୀର୍ଘ ପ୍ରାୟ ୨ ବର୍ଷ ହେବ ବନ୍ଦ ପଡିଥିବା ସିନେମା ହଲ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି । ୧୧ ଅଗଷ୍ଟ ୨୦୨୨ରେ ଅଭିନେତା ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ…
୯ରୁ୯ ନେଇଗଲା ବିଜେଡି
କେନ୍ଦ୍ରାପଡ଼ା ଅଫିସ,୨୭ା୨: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଗଣନାରେ କେନ୍ଦ୍ରାପଡ଼ା ଜିଲାର ୯ଟି ଜିଲା ପରିଷଦ ଜୋନ୍ରେ ବିଜେଡି ବାଜିମାତ କରିଛି। ପ୍ରଥମ ପର୍ଯ୍ୟାୟର ସମସ୍ତ ୯ଟି ଜୋନ୍ ବିଜେଡି ଦଖଲ କରିଛି। ଜୋନ-୧ରେ କନକଲତା ବେହେରା, ଜୋନ୍ ୫ରେ ଲିଲିତା…
ଗର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରଥମ ପୋଷ୍ଟ କଲେ ହ୍ରିତିକ୍
ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସେ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। ହ୍ରିତିକ୍ ଗର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରଥମ ପୋଷ୍ଟ ମଧ୍ୟ କରିଛନ୍ତି। ହ୍ରିତିକ ରୋଶନ ତାଙ୍କ ଇନଷ୍ଟା ଷ୍ଟୋରିରେ ସବା…
Archives


