Home Left

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ସବୁ ଜିଲାରେ ବର୍ଷିବ!

ଭୁବନେଶ୍ୱର,୪।୭(ବ୍ୟୁରୋ): ଦକ୍ଷିଣ ଝାଡଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣି ବଳୟଟି ବାୟୁମଣ୍ଡଳରେ ୫.୮…

ନେପାଳକୁ ୭୫ ଆମ୍ବୁଲାନ୍ସ, ୧୭ ସ୍କୁଲ ବସ୍‌ ଉପହାର ଦେଲା ଭାରତ

ନୂଆଦିଲ୍ଳୀ,୩।୭: ଭାରତ ସରକାରଙ୍କ ପକ୍ଷରୁ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍‌ ପଡ଼ୋଶୀ ଦେଶ ନେପାଳକୁ ଉପହାର ପ୍ରଦାନ କରାଯାଇଛି। ନେପାଳରେ ନବନିଯୁକ୍ତ ଭାରତ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଆମ୍ବୁଲାନ୍ସ ଏବଂ ବସ୍‌ର ଚାବି ନେପାଳ ଶିକ୍ଷାମନ୍ତ୍ରୀ ଦେବେନ୍ଦ୍ର ପଉଦେଲଙ୍କୁ…

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ ଅଫିସ,୪ା୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବିଜେଗଙ୍ଗାଧରପୁର ଗ୍ରାମରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ବିଦ୍ୟାଧର ମାଝି। ସୂଚନା ମୁତାବକ ବିଦ୍ୟାଧର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ।…

୧୦ ବର୍ଷ ମଧ୍ୟରେ କୌଣସି ସାକ୍ଷାତକାର ଦେଇ ନ ଥିଲେ ବିଜୟ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ନିଜ ଅଭିନୟ ବଳରେ ଦର୍ଶକଙ୍କ ଖୁବ୍ ନିକଟତର ହୋଇପାରିଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ବିଷ୍ଟ’ ପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଏହା ବକ୍ସ ଅଫିସରେ ଖୁବ୍ ସଫଳତା ପାଇଛି…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରିଟେଲର ମହାସଂଘର ବିକ୍ଷୋଭ

ନିଶ୍ଚିନ୍ତକୋଇଲି,୪ା୭(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମୁଖରେ ଓଡ଼ିଶା ରିଟେଲର ସଂଘ ବ୍ଲକ ସଭାପତି ଅମୀୟ କୁମାର ଦାସଙ୍କ ନେତୃତ୍ୟରେ ଶତାଧିକ ରିଟେଲର ଏକ ଶୋଭାଯାତ୍ରାରେ ବଜାର ନିକଟରୁ ଆସି ସୋମବାର ବ୍ଲକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୫ଦଫା ଦାବି…

ଚେହେରା ନ ଦେଖାଇ ସୋସିଆଲ ମିଡିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ନର୍ସ, କାରଣ ଜାଣିଲେ…

ଆଜିର ଯୁଗରେ ଟଙ୍କା ରୋଜଗାର କରିବାର ଅନେକ ମାଧ୍ୟମ ରହିଛି। ସମୟ ଥିଲା ଯେତେବେଳେ ଲୋକମାନେ ଅର୍ଥ ରୋଜଗାର କରିବା ପାଇଁ ଦିନରାତି କଠିନ ପରିଶ୍ରମ କରୁଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକପ୍ରିୟତା ସହିତ ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଉଛନ୍ତି।…

ଜଣାଶୁଣା ଫିଲ୍ମ ନିର୍ମାତା ତରୁଣ ମଜୁମଦାରଙ୍କ ପରଲୋକ

ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ ଘଟିଛି। ୯୨ ବର୍ଷ ବୟସରେ କୋଲକାତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତରୁଣ ମଜୁମଦାରଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତରୁଣ ମଜୁମଦାର ଦୀର୍ଘ…

୨୫୭ ରନ୍‌ ଆଗରେ ଟିମ୍‌ ଇଣ୍ଡିଆ

ବର୍ମିଂହାମ, ୪।୭: ସ୍ଥାନୀୟ ଏଜ୍‌ବାଷ୍ଟନଠାରେ ଚାଲିଥିବା ପୁନଃ ନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି। ଜବାବରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୧୨୫ ରନ୍‌…

ଦୁଇଟି ଗଛକୁ ଜଗିବା ପାଇଁ ୩ ସିକ୍ୟୁରିଟି ଗାର୍ଡ, ୬ କୁକୁର ନିୟୋଜିତ: କାରଣ ଜାଣିଲେ…

ଏବେ ଆମ୍ବ ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଆମ୍ବ କିଲୋ ଅତିବେଶୀରେ ୧୫୦-୨୦୦ ଭିତରେ ରହିଥାଏ। କିନ୍ତୁ ଭାରତରେ ଏକ ଆମ୍ବ ବିକ୍ରି ହେଉଛି, ଯାହାର ଦାମ୍‌ କିଲୋ ୨.୭୦ ଲକ୍ଷ ଟଙ୍କା। ମଧ୍ୟପ୍ରଦେଶର ଜବଲପୁରରେ…

ଦେଶକୁ ଦେଉଛନ୍ତି ସୁରକ୍ଷା, ନିଜ ଘର ଅସୁରକ୍ଷିତ

ଗଞ୍ଜାମ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ଜନସେବା କେନ୍ଦ୍ରସ୍ଥିତ ଫ୍ରେଣ୍ଡସ୍‌ କଲୋନୀରେ ବିଏସ୍‌ଏଫ୍‌ ଯବାନ ବିନୋଦ ବିହାରୀ ବେହେରାଙ୍କ ଘର ଆଗ ଗ୍ରୀଲ୍‌ ଭାଙ୍ଗିଛନ୍ତି ଦୁର୍ବୃତ୍ତ l ଘରର ଆସବାବପତ୍ର ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି l ଖବର ପାଇ ଗଞ୍ଜାମ…

୨୭ ବର୍ଷ ଚାକିରି ଜୀବନରେ ଗୋଟିଏ ଛୁଟି ନେଇନାହାନ୍ତି ଏହି ବ୍ୟକ୍ତି: କମ୍ପାନୀ ଦେଲା ଉପହାର

ସାଧାରଣତଃ ଜଣେ ବ୍ୟକ୍ତି ଯଦି ନିଜ କାମ ପ୍ରତି ବିଶ୍ୱସ୍ତ ଥାନ୍ତି, ତେବେ ସେ ଛୁଟି ନେବା କଥା ଆଦୌ ଭାବନ୍ତି ନାହିଁ। ଯେଉଁ କାମ ପାଇଁ ସେ ଉତ୍ସର୍ଗୀକୃତ, ପ୍ରଥମେ ସେହି କାମ ପ୍ରତି ଧ୍ୟାନ ଦେଇଥାନ୍ତି। ଏମିତି ଜଣେ…

୩ ବର୍ଷ ପରେ ହେବ ଜଗାର ଖପୁରି ପ୍ରତିରୋପଣ

ଫୁଲବାଣୀ ଅଫିସ, ୪ା୭: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ ବୋଲି ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି। ଜଗା ଏବେ ସ୍ବାଭାବିକ ଭାବେ ଚଲାବୁଲା କରିପାରୁଛି। ତାର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?