Home Left

ହାତକୁ ଦୁଇ ହାତ ହେବେ ଶାହିଦଙ୍କ ଭଉଣୀ

ବମ୍ବେ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସାବତ ଭଉଣୀ ସନାା। ଖ୍ୟାତନାମା କଳାକାର ମନୋଜ ପାହବା-ସୀମା ପାହବାଙ୍କ ପୁଅ ମୟଙ୍କଙ୍କ ହାତ ଧରିବେ ସେ। ବୁଧବାର ମହାବଳେଶ୍ୱରରେ ଏହି ବିବାହ ହେବ। ମଙ୍ଗଳବାର ମେହେନ୍ଦୀ…

ଭୋଟ୍‌ ଗଣତିକୁ ନେଇ ଅସନ୍ତୋଷ: ପୁନଃ ଗଣନା ଦାବି

କେନ୍ଦୁଝର,୨ା୩(ସ୍ବ.ପ୍ର.): ସଦର ବ୍ଲକ ବାଉରୀପଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ନିର୍ମଳା ଦେହୁରୀ ପୁନଃ ଭୋଟ ଗଣନା ଦାବି କରିଛନ୍ତି। ଏନେଇ ବୁଧବାର ସଦର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଭୋଟ ଗଣନା ବେଳେ ଉପସ୍ଥିତ ଥିବା ତାଙ୍କ ଏଜେଣ୍ଟ ମଙ୍ଗଳୁ ଚରଣ…

ଆଇପିଏଲ ପୂର୍ବରୁ ସିଏସ୍‌କେକୁ ବଡ଼ ଝଟକା

ନୂଆଦିଲ୍ଲୀ,୨।୩: ଅଲରାଉଣ୍ଡର ଦୀପକ ଚହର ଆହତ ସମସ୍ୟା କାରଣରୁ ଚଳିତ ମାସ ଶେଷ ସପ୍ତାହରୁ ଆରମ୍ଭ ହେଉଥିବା ଆଇପିଏଲ ସିଜନର ପ୍ରାୟତଃ ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ଇଏସ୍‌ପିଏନ୍‌କ୍ରିକ୍‌ଇନ୍‌ଫୋରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ…

ନିର୍ବାଚିତ ପ୍ରାର୍ଥିନୀଙ୍କ ୩ ସନ୍ତାନ ଅଭିଯୋଗ

କେନ୍ଦୁଝର,୨ା୩(ସ୍ବ.ପ୍ର.): ସଦର ବ୍ଲକ ବାଉରୀପଦା ପଞ୍ଚାୟତର ୪ ନମ୍ବର ଓ୍ବାର୍ଡର ଭୋଟରମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚିତ ଓ୍ବାର୍ଡମେମ୍ବର ଇନ୍ଦୁମତୀ ମହାନ୍ତଙ୍କ ତିନୋଟି ସନ୍ତାନ ଅଛନ୍ତି। ଏଣୁ ଏନେଇ ତଦନ୍ତ କରି ତାଙ୍କ ନିର୍ବାଚିତ ପଦକୁ ରଦ୍ଦ କରିବାକୁ ଦାବି ହୋଇଛି।…

ଧମକ ଦେଲା ରୁଷିଆ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା

ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୭ ଦିନ ବିତିଛି। ରୁଷିଆ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ରୁଷିଆ ପୁଣିଥରେ ବୁଧବାର ସମଗ୍ର ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ପଶ୍ଚିମ ଦେଶଗୁଡ଼ିକ…

ପୁନମ୍‌ଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ପୂର୍ବସ୍ବାମୀ

ବମ୍ବେ: ପୂର୍ବ ସ୍ବାମୀଙ୍କ ବିରୋଧରେ ବିଷ ଓଗାଳିଲେ ମଡେଲ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେ। ଏକତା କପୁରଙ୍କ ଦ୍ୱାରା ନିର୍ମିତ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି ସେ। ଶୋ’ରେ ବିବାହର ହୃଦୟଥରା ଯନ୍ତ୍ରଣା ବିଷୟରେ ସେ…

‘ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡ଼’

ନୂଆଦିଲ୍ଲୀ,୨।୩: ୟୁକ୍ରେନର ଖାରକିଭ ସହର ଉପରେ ରୁଷିଆ ତା’ର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବାକୁ ଯାଉଛି। ଏଥିଯୋଗୁ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ କୁହାଯାଇଛି। ଏକ ଟୁଇଟ୍‌ ଯୋଗେ ଭାରତୀୟ ଦୂତାବାସ ପକ୍ଷରୁ…

କିଏ ସେହି ପୁଟିନ୍‌ଙ୍କ ପ୍ରେମିକା, ଯାହାଙ୍କୁ ନେଇ ଜୋର୍‌ଦାର ଚର୍ଚ୍ଚା

କ୍ୱିଭ୍‌,୨ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଯୁଦ୍ଧକୁ ନେଇ ଯେତିକି ଚର୍ଚ୍ଚାରେ ତା’ଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ। ଯୁଦ୍ଧକ୍ଷେତ୍ରରେ ସିନା କଠୋର କିନ୍ତୁ ବ୍ୟକ୍ତିଗତ ଜୀବନରେ ପୁଟିନ ବହୁତ ରୋମାଣ୍ଟିକ୍‌ ବୋଲି କୁହାଯାଏ।…

ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲରେ ୨୫% ଦର୍ଶକଙ୍କୁ ମିଳିବ ଅନୁମତି

ମୁମ୍ବାଇ,୨।୩: ଆଗାମୀ ଆଇପିଏଲ ପୂର୍ବରୁ ବିସିସିଆଇ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଆଇପିଏଲ-୧୫ ପ୍ରଥମ ପର୍ଯ୍ୟାୟ ଅର୍ଥାତ ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି।…

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

କଟକ ଅଫିସ,୨ା୩(ବ୍ୟୁରୋ): ପୌର ନିର୍ବାଚନ ପାଇ ରାଜନୀତି ପାଣିପାଗ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନେତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା…

ରୁଷିଆର ବର୍ବରତାକୁ ଉଚିତ ଦର୍ଶାଇଲେ ପୁଟିନଙ୍କ ସରକାରରେ ଥିବା ବିହାରୀ ନେତା

ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ବର୍ବରତାକୁ ଉଚିତ ଦର୍ଶାଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସରକାରରେ ବିଧାୟକ ଥିବା ଡ. ଅଭୟ କୁମାର ସିଂ। ସେ ହେଲେ ରୁଷିଆର ଜଣେ ଡେପୁଟାଟ, ଯିଏକି ଭାରତରେ ବିଧାୟକଙ୍କ ସହ…

ମାତ୍ର ୩୨ ବର୍ଷ ବୟସରେ ୧୦୪ କୋଟିର ମାଲିକ

ବମ୍ବେ: ଅଭିନେତାଙ୍କ ପୁଅ ଭାବେ ନୁହେଁ ବରଂ ଜଣେ ଦକ୍ଷ କଳାକାର ଭାବେ ବଲିଉଡ୍‌ର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଟାଇଗର ଶ୍ରଫ। ଲଗାତାର ଭାବେ ହିଟ୍‌ ଫିଲ୍ମ ଦେଇ ଆସୁଛନ୍ତି ସେ। ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଓ୍ବାର’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri