ଜାଡେଜାଙ୍କ ଅପେକ୍ଷାରେ ମାଇଲଷ୍ଟୋନ
ବାଙ୍ଗାଲୋର,୧୧।୩: ଶନିବାର ଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଦିବା-ରାତ୍ର ଟେଷ୍ଟରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ବଡ଼ ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିପାରିନ୍ତି। ଭାରତ ପାଇଁ ୫୯ତମ ଟେଷ୍ଟ ଖେଳିବାକୁ ଯାଉଥିବା ଜାଡେଜାଙ୍କୁ ୨୫୦…
ଝିଅର ପ୍ରଥମ ଝଲକ ଶେୟାର କଲେ ଆଦିତ୍ୟ
ବଲିଉଡ ଆକ୍ଟର ତଥା ସିଙ୍ଗର ଆଦିତ୍ୟ ନାରାୟଣ-ଶ୍ୱେତା ଅଗ୍ରୱାଲ ଗତ କିଛି ଦିନ ପୂର୍ବରୁ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫେବୃୟାରୀ ୨୪ରେ ତାଙ୍କର ପ୍ରଥମଙ୍କୁ ଜନ୍ମ ଦେଇଥିଲେ ଶ୍ୱେତା। କିଛି ଦିନ ପୂର୍ବେ ନିଜ ଝିଅର ନାଁ ଘୋଷଣା…
ଭାରତକୁ ଚେତାବନୀ ଦେଲା ପାକିସ୍ତାନ
ଇସଲାମାବାଦ,୧୧।୩: ଭାରତରେ ନିର୍ମିତ ସୁପରସୋନିକ୍ ବସ୍ତୁ ପାକିସ୍ତାନର ଭୂଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥି ଲାଗି ଅପ୍ରୀତିକର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ନୂଆଦିଲ୍ଲୀକୁ ଚେତାବନୀ ଦେଇଛି ପାକିସ୍ତାନ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଭାରତ ଦ୍ୱାରା କରାଯାଇଥିବା ଏୟାର ସ୍ପେସ୍ ଉଲ୍ଲଂଘନକୁ…
ଇସ୍ତଫା ଦେଲେ ଚନ୍ନି
ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତେବେ ନୂତନ ସରକାର ଗଠନ ନ ହେବା…
ଘରେ ଲୁଚାଇ ରଖିଥିଲେ ୧ କୁଇଣ୍ଟାଲ ୬୭ କେଜି ଗଞ୍ଜେଇ
କୋକସରା,୧୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡା ପଞ୍ଚାୟତ ଦାବ୍ରିଗୁଡାରେ ଜିଲା ଅବକାରୀ ବିଭାଗର ଏକ ଟିମ୍ ଚଢ଼ାଉ କରି ୪ଜଣଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରି…
ରୋହିତଙ୍କୁ ତାଙ୍କ ପ୍ରିୟ ସଟ ନ ଖେଳିବାକୁ ପରାମର୍ଶ ଦେଲେ ଗାଭାସ୍କର
ବେଙ୍ଗାଲୁରୁ,୧୧।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୧୨ରୁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଅଧିନାୟକ ଭାବେ ରୋହିତ ଶର୍ମା ବିଜୟ ସହ ଟେଷ୍ଟ ସିରିଜ୍ ଆରମ୍ଭ କରିଛନ୍ତି। ଦିନିକିଆ ଭଳି…
ଲକ୍ଷ୍ନୌ ପୂର୍ବରୁ ହାରିଲେ ଅନୁରାଗ ଭଦୁରିଆ
ଲକ୍ଷ୍ନୌ,୧୧।୩: ଲକ୍ଷ୍ନୌ ପୂର୍ବ ବିଧାନସଭା ଆସନରୁ ଭାଜପାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱି ସମାଜବାଦୀ ପାର୍ଟିର ଟାଣୁଆ ନେତା ଅନୁରାଗ ଭଦୁରିଆଙ୍କୁ ୬୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।…
୪୦ ଅଣ୍ଡାରେ ଓମଲେଟ୍, ଭିଡିଓ ଦେଖିଲେ…
ଯଦି ଖାଦ୍ୟକୁ ଏକ ପ୍ଲେଟ୍ରେ ସଜାଇ ରଖାଯାଏ ତେବେ ପାଟିରୁ ଲାଳ ନିଶ୍ଚିତ ବାହାରିବ। ଆପଣମାନେ ଓମଲେଟ୍ ନିଶ୍ଚିତ ଖାଇଥିବେ। ମାତ୍ର ୪୦ ଅଣ୍ଡାରେ ଓମଲେଟ୍ ତିଆରି ହେଉଥିବା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଜଣେ ବିକ୍ରେତା କୁକୁଡ଼ା…
ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡି ନିବେଦନ କଲେ କେଜ୍ରିୱାଲ
ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିରାଟ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ନିର୍ବାଚନ ଆୟୋଗ ଦ୍ୱାରା ମ୍ୟୁନିସିପାଲିଟି ନିର୍ବାଚନକୁ ସ୍ଥଗିତ ରଖିବା ଏବଂ…
ମାୟାବତୀ, ଓୱାଇସିଙ୍କୁ ଦିଆଯାଉ ଭାରତ ରତ୍ନ: ସଞ୍ଜୟ ରାଓ୍ବତ
ମୁମ୍ବାଇ, ୧୧।୩: ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଞ୍ଜାବକୁ ଛାଡି ଭାଜପା ବାକି ୪ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି। ଭାଜପାର ଏହି ବିଜୟ ପରେ ଶିବସେନା ନେତା ସଞ୍ଜୟ ସଞ୍ଜୟ ରାଓ୍ବତ ଦଳକୁ ଟାର୍ଗେଟ କରିଛନ୍ତି।…
ବିଜୟ ପରେ ଚଣ୍ଡିଗଡ଼ରେ ବସିବ ଏଏପିର ବୈଠକ
ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ବହୁମତରେ ବିଜୟୀ ହାସଲ କରିବା ପରେ ଶୁକ୍ରବାର ନବ ନିର୍ବାଚିତ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସରକାର ଗଠନ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇପାରେ।…
ଘରେ ପଶି ଆସିଥିବା ସଶସ୍ତ୍ର ରୁଷିଆ ସେନାକୁ ତଡ଼ିଦେଲେ
କ୍ୱିଭ,୧୧।୩: ୟୁକ୍ରେନର ଏକ ଦମ୍ପତି ସଶସ୍ତ୍ର ରୁଷିଆ ଯବାନଙ୍କ ଏକ ଗ୍ରୁପ୍ ଆଗରେ ସାହାସିକତାର ପରିଚୟ ଦେଇଛନ୍ତି। ବେସରକାରୀ ସମ୍ପତି ମଧ୍ୟକୁ ପଶି ଆସିଥିବା ସୈନ୍ୟଙ୍କୁ ବୃଦ୍ଧ ଦମ୍ପତି ବିନା କୌଣସି ଅସ୍ତ୍ରରେ ଘରୁ ତଡ଼ି ଦେଇଥିଲେ। ଦମ୍ପତିଙ୍କ ଘରେ ଲାଗିଥିବା…
Archives


