ଭାଜପାର ଚିନ୍ତା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୪।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୁଷ୍କର ସିଂ ଧାମି ହାରିଯିବା ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଭାଜପା ଉଦ୍ୟମ ଜାରି ରଖିଛି। ୭୦ ଆସନ ଉତ୍ତରାଖଣ୍ଡ…
ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୧୧୫କୁ ବୃଦ୍ଧି
ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୧୦୦ ତଳେ ଥିବା ବେଳେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…
ଶପଥ ଗ୍ରହଣ ଉତ୍ସବକୁ ହଳଦିଆ ପଗଡି ପିନ୍ଧି ଆସିବାକୁ ଅନୁରୋଧ କଲେ ଭଗଓ୍ବନ୍ତ ମାନ
ଚଣ୍ଡିଗଡ,୧୪।୩:ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ମାର୍ଚ୍ଚ ୧୬ରେ ଶପଥ ନେବେ ଆମ ଆଦମୀ ପାର୍ଟି ନେତା ଭଗଓ୍ବନ୍ତ ମାନ। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପଞ୍ଜାବର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ମାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆସନ୍ତୁ ସମସ୍ତେ…
ରୋଗୀଙ୍କୁ ଡାକ୍ତର ମାଡ଼ ମାରିବା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକୋ
ଭବାନୀପାଟଣା,୧୪ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ କାର୍ଯ୍ୟରତ ଡାକ୍ତର ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ…
କାନାଡାରେ ହୃଦୟ ବିଦାରକ ଦୁର୍ଘଟଣା
ଟରୋଣ୍ଟୋ,୧୪।୩: କାନାଡାରେ ଏକ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ସେମାନଙ୍କ ଭ୍ୟାନ ଓଣ୍ଟାରିଓ ହାଇଓ୍ବେରେ ଶନିବାର ଏକ ଟ୍ରାକଟର-ଟ୍ରେଲର ସହ ଧକ୍କା ହୋଇଥିବା ଭାରତୀୟ ହାଇ କମିଶନର ଅଜୟ ବିସାରିଆ ସୋମବାର କହିଛନ୍ତି। ଟୁଇଟର ଜରିଆରେ ଭାରତୀୟ…
ଭେଜାଲ ଖାଦ୍ୟ ସାମଗ୍ରୀ ଉପରେ ଅଙ୍କୁଶ ନାହିଁ
ଯାଜପୁର ଅଫିସ,୧୪ା୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହର। ଏଠାରେ ଓଏମ୍ସି, ଶ୍ରମ ଯୁଗ୍ମ ଉପନିର୍ଦ୍ଦେଶକ, ଖଣି ଉପନିର୍ଦ୍ଦେଶକ, ଜିଲା ଉଠା ଜଳସେଚନ କାର୍ଯ୍ୟାଳୟ, ଓଡ଼ିଶା ମାଇନିଂ କର୍ପୋରେଶନ ଆଦି ସରକାରୀ କାର୍ଯ୍ୟାଳୟ ରହିଛି। ଯାଜପୁର ରୋଡ ରେଳଷ୍ଟେଶନ…
ଟୁଇଟ୍ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…
ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା ସୂଚନା ଦେଇଥିଲେ। ତାଙ୍କର ଜଣେ ସାଙ୍ଗ ଏନେଇ ପୋଲିସକୁ ଖବର…
କର୍ନାଟକ ଉପକୂଳରୁ ମିଳିଲା ଦୁର୍ଲଭ କାରପେଣ୍ଟର ଶାର୍କ
ବେଙ୍ଗାଲୁରୁ,୧୪।୩: କର୍ନାଟକର ମାଲପେରେ ମାଛ ଧରାଳୀଙ୍କ ଜାଲରେ ଲାଗିଛି ଏକ ଦୁର୍ଲଭ ମାଛ। ସମୁଦ୍ରରେ ମାଛ ଧରାଳୀମାନେ ୧୦ ଫୁଟ୍ ଲମ୍ବା କାରପେଣ୍ଟର ଶାର୍କକୁ କ୍ରେନ ସହାୟତାରେ କୂଳକୁ ଆଣିଥିଲେ। ବିରାଟ କାୟ ମାଛକୁ କ୍ରେନ ଉଠାଉଥିବା ଦୃଶ୍ୟ ଏବେ ସୋସିଆଲ…
ଘରେ ପଶିଲେ ରୁଷିଆ ସୈନ୍ୟ, ବୃଦ୍ଧ ଦମ୍ପତି ଦେଖି କଲେ ଭୟଙ୍କର କାମ
କ୍ୱିଭ୍,୧୪।୩: ତିନି ସପ୍ତାହରୁ ଅଧିକ ଦିନ ହେବ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଭୟରେ ଲକ୍ଷ ଲକ୍ଷ ଲୋକ ନିଜ ଦେଶ ଛାଡି ପଳାଇଛନ୍ତି। ତଥାପି, ଅନେକ ଲୋକ ନିଜ ଘର ଛାଡି ନାହାଁନ୍ତି। କିଛି ସାଧାରଣ ନାଗରିକ…
ଜଗତ୍ସିଂହପୁର ପୌର ପରିଷଦ: ୨ନଂ. ୱାର୍ଡରେ ହେବ ଜୋରଦାର ଲଢ଼େଇ
ଜଗତ୍ସିଂହପୁର ଅଫିସ, ୧୪ା୩: ଜଗତ୍ସିଂହପୁର ପୌର ପରିଷଦ ୨ନଂ. ୱାର୍ଡ ଉପରେ ଲୋକଙ୍କ ନଜର। କାରଣ ଏହି ୱାର୍ଡଟି କଂଗ୍ରେସର ଦୁର୍ଗ ଥିଲା। ଜଗତ୍ସିଂହପୁର ଏନ୍ଏସିରୁ ପୌର ପରିଷଦ ହେବା ପର୍ଯ୍ୟନ୍ତ କେବଳ ଥରେ ଅଣ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଅବଶିଷ୍ଟ…
ସରୁନି ଗ୍ରାମ୍ୟ ସଂଯୋଗୀକରଣ ରାସ୍ତା କାର୍ଯ୍ୟ
କେନ୍ଦ୍ରାପଡ଼ା ଅଫିସ,୧୪ା୩: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ନନ୍ଦଲାଲପାଟଣା ତାରିଣୀ ଛକ ପର୍ଯ୍ୟନ୍ତ ମାଟି ମୋରମ ରାସ୍ତା ଆବଶ୍ୟକ। ଏହି ରାସ୍ତା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରସ୍ତାବ ଆଗତ ହୋଇଛି। ଏହି ପ୍ରସ୍ତାବକୁ ଇତିମଧ୍ୟରେ ୫ ବର୍ଷ…
ନକ୍ସଲଙ୍କ ଆଇଡି ବିସ୍ଫୋରଣ: ଆଇଟିବିପି ଯବାନ ଶହୀଦ
ରାୟପୁର,୧୪।୩: ପୁଣି ଥରେ ନକ୍ସଲମାନଙ୍କ ଭୟଭୀତ କାର୍ଯ୍ୟ ସାମ୍ନାକୁ ଆସିଛି। ଛତିଶଗଡର ନାରାୟଣପୁରରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଅଧିକାରୀ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ ଜଣେ ହେଡ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ବିମାନ ଉଡ଼ାଣ…
Archives


